Dhenkanal

ଧରାପଡିଲେ ନକଲି ଏମ୍ସ ଡାକ୍ତର

ଧରାପଡିଲେ ନକଲି ଏମ୍ସ ଡାକ୍ତର। ଏମ୍‌ସ ଡାକ୍ତର କହି କ୍ଲିନିକ ଖୋଲିଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ।

ମୁଣ୍ଡ ବିହୀନ ମହିଳା ଙ୍କ ଗଳିତ ଶବ ଉଦ୍ଧାର

ମୁଣ୍ଡ ବିହୀନ ମହିଳା ଙ୍କ ଗଳିତ ଶବ ଉଦ୍ଧାର , ରେପ୍ ଆଣ୍ଡ ମର୍ଡର ଚର୍ଚ୍ଚା

ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ୪୮ ତମ ପ୍ରତିଷ୍ଠା ଦିବସ ପାଳିତ

ବିଶ୍ଵର ସର୍ବ କନିଷ୍ଠ ସହିଦ ଙ୍କ ନାମରେ ନାମିତ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ୪୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି

ଭୁବନ ତିନି ରଥ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଲା

ଭୁବନ ତିନି ରଥ ଜଗନ୍ନାଥ ମନ୍ଦିର ସମ୍ମୁଖରେ ପହଞ୍ଚିଲା ଯମୁନାକୋଟ ରେ ସମବାୟ ସମିତି ର ନୂତନ ଗୃହ ଉଦଘାଟନ                      

ଭୁବନ ରେ ରଥଯାତ୍ରା

ଭୁବନ ତିନି ରଥ ଲକ୍ଷ୍ମୀ ମଣ୍ଡପ ସମ୍ମୁଖରେ ପହଞ୍ଚିଲା ମହିଳା ଟାଣିଲେ ସୁଭଦ୍ରା ଙ୍କ ରଥ

ଧନ ଜୀବନ ସୁରକ୍ଷା ପାଇଁ ଅଭ୍ୟାସ

ଅସୁରବନ୍ଧ ବାତ୍ୟା ଆଶ୍ରୟସ୍ଥଳୀ ରେ ସାମୁହିକ ଅଭ୍ୟାସ, କେମିତି ନିଜେ ବଞ୍ଚିବେ ଓ ଅନ୍ୟ କୁ ବଞ୍ଚାଇବେ ସେ ନେଇ ଏକ ଅଭ୍ୟାସ

ନେତ ଉତ୍ସବ ଓ ନବଯୌବନ ଦର୍ଶନ

ଭୁବନ ରେ ନେତ୍ର ଉତ୍ସବ ଓ ନବ ଯୌବନ ବେଶ

ତାଣ୍ଡବ ରଚିଲା କାଳବୈଶାଖୀ

ବଜ୍ରାଘାତରେ ୩ ମୃତ ଓ ୪ ଆହତ

କବାଡି ପ୍ରତିଯୋଗିତା ରେ ଜିରାଳ ଟିମ୍ ଚାମ୍ପିଅନ  

ରଜ ରେ ଅନୁଷ୍ଠିତ ବ୍ଲକ ସ୍ତରୀୟ କବାଡି ପ୍ରତିଯୋଗିତା ଉଦଯାପିତ ଜିରାଳ ଟିମ୍ ଚାମ୍ପିଅନ  

ଗ୍ୟାସ ଲିକ୍‌: ୧୯ ଗୁରୁତର

ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ଆଜି ଅପରାହ୍ଣରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଥିବାର ଖବର ମିଳିଛି।

ବୋଲେରୋ ଧକ୍କାରେ ୨ ସାଙ୍ଗ ମୃତ

ଭୋଜି ଖାଇସାରି ଘରକୁ ଫେରୁଥିଲେ। ଗଛ ଛାଇରେ ଖରା ଦାଉରୁ ରକ୍ଷାପାଇଁ ଠିଆ ହୋଇଥିବାବେଳେ ମାଡିଗଲା ବୋଲେରୋ ଗାଡି।

ସିଟି ଫ୍ୟାସନ୍ ଲାଇଫ୍ ଇନ୍ ଷ୍ଟାଇଲ ଉଦଘାଟିତ

ଢେଙ୍କାନାଳ ଜବାହାରଚୈକ ଠାରେ ସିଟି ଫ୍ୟାସନ୍ ଲାଇଫ୍ ଇନ୍ ଷ୍ଟାଇଲ ଉଦଘାଟିତ ହୋଇଯାଇଛି।

ଗୌରବ ଇଭି ମୋଟର ଉଦ୍‌ଘାଟିତ

ଢେଙ୍କାନାଳ ଟାଉନ୍ ଆନନ୍ଦ ନଗର କାଠଗଡାସ୍ଥିତ ଆଜି ଗୌରବ ଇଭି ମୋଟରର ନୂତନ ସୋ-ରୁମ୍ ଉଦ୍‌ଘାଟନ ହୋଇଯାଇଛି ।

ପ୍ରସ୍ତୁତି ବୈଠକ ରେ  ପ୍ରସ୍ତୁତି

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ 

ଦକ୍ଷତା ବୃଦ୍ଧି ପାଇଁ ତାଲିମ

ଜାତୀୟ ଉଦ୍ୟାନ ବୋର୍ଡ ଆୟୋଜିତ କୃଷକ ଦକ୍ଷତା ବୃଦ୍ଧି ତାଲିମ ଶିବିର 

ଶିଳାନ୍ୟାସ ଓ ଉଦଘାଟନ

ଜିଲ୍ଲା ଖଣିଜ ପାଣ୍ଠି ରେ ନିର୍ମିତ ପ୍ରକଳ୍ପ ମନ୍ତ୍ରୀ ଙ୍କ ଦ୍ଵାରା ଶିଳାନ୍ୟାସ ଓ ଉଦଘାଟନ

ଭୁବନ ଏନ୍ଏସି ର ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ

ଦୃତ ବିକାଶ ପାଇଁ ୫ ଟି ଷ୍ଟାଣ୍ଡଙ୍ଗି କମିଟି ଗଠିତ, ଚୋରି ରୋକିବାକୁ ସାରା ସହର ରେ ସି ସି କ୍ୟାମେରା ଲଗାଇବାକୁ ନିଷ୍ପତି

ଦୀପଦାନ  

ଓକିଲ ସଂଘ ତରଫରୁ ଦୀପଦାନ

ଗ୍ରାମରେ ଜଳ ସଙ୍କଟ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଶୁଆଖାଇକାଟେଣୀ ଗ୍ରାମରେ ଜଳ ସଙ୍କଟ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ