Dhenkanal

ଭୁବନରେ ଗଣେଶ ଭସାଣି ଉତ୍ସବ

ଭୁବନରେ ଗଣେଶ ଭସାଣି ଉତ୍ସବ,ବାଜା, ବାଣ,ନୃତ୍ୟ ଗୀତ ରେ ସହର ପ୍ରକମ୍ପିତ

ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ

ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ୱର ଜାତୀୟ ରାଜପଥ ର ଶାମଳ ଛକ ନିକଟରେ ଆଜି ଅପରାହ୍ନ ୩ ଘଟିକା ସମୟରେ ଅଜଣା ଗାଡ଼ି (ଟ୍ରକ୍) ଧକ୍କାରେ ଜଣେ ମହିଳା ଙ୍କ ର ମୃତ୍ୟୁ...

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍ ଏସ ଏସ ଦିବସ ପାଳିତ

ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଏନ୍ ଏସ ଏସ ( ଜାତୀୟ ସେବା ଯୋଜନା ) ଦିବସ ପାଳିତ ହୋଇଯାଇଛି।

୩ କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ 

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୩ କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ 

ଅନୁଷ୍ଠିତ ହେବ ବଳଦ ଯାତ୍ରା

ଐତିହାସିକ ବଳଦ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ସମବାୟ ସମିତି ଗୃହ ଉଦଘାଟନ

ଗୋଦାମ ଓ ବ୍ୟାଙ୍କ ଗୃହ ପାଇଁ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

ବାବା ପ୍ରେମାନନ୍ଦ ଗିରି ଙ୍କ ୬୪ ତମ ଶ୍ରାଦ୍ଧ ଉତ୍ସବ ପାଳିତ

କାଶୀ ବିଶ୍ଵନାଥ ମନ୍ଦିର ( ଛତା ମଠ) ଠାରେ ବାବା ପ୍ରେମାନନ୍ଦ ଗିରି ଙ୍କ ୬୪ ତମ ଶ୍ରାଦ୍ଧ ଉତ୍ସବ ପାଳିତ ହୋଇଯାଇଛି

ଗଣେଶ ପୂଜା ପାଇଁ ଉତ୍ସବ ମୁଖର ଭୁବନ ଚନ୍ଦ୍ରଯାନ ମୁଖ୍ୟ ଆକର୍ଷଣ

ଗଣେଶ ପୂଜା ପାଇଁ ଉତ୍ସବ ମୁଖର ଭୁବନ ଚନ୍ଦ୍ରଯାନ ମୁଖ୍ୟ ଆକର୍ଷଣ ୧୯ ମଣ୍ଡପ ରେ ଗଜାନନ ଙ୍କ ଆବିର୍ଭାବ ୨୪ ରୁ ୨୬ ମେଲଣ,୨୭ ରେ ଭସାଣି ୧୨ ବର୍ଷ ପୂର୍ତ୍ତି ପାଳନ...

ହାତୀ ଛୁଆର ମୃତଦେହ ଉଦ୍ଧାର

ଚାଷଜମିରୁ ହାତୀ ଛୁଆର ମୃତଦେହ ଉଦ୍ଧାର।

ଭୁବନ ରେ ବିଶ୍ଵକର୍ମା ପୂଜା

ଭୁବନ ରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଯାକଜମକରେ ପାଳିତ ହେଉଛି।

ତିନି ବର୍ଷର ଛୋଟ ପୁଅକୁ ଛାଡି ସବୁଦିନ ପାଇଁ ଚାଲିଗଲେ ବାପା

କର୍ମକ୍ଷେତ୍ରରେ ପ୍ରଶିକ୍ଷଣ ଚାଲିଥିବା ବେଳେ ଟଳି ପଡିଲେ କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ସୁନାଇଲୋ ଗ୍ରାମର ସିଆରପିଏଫ ଯବାନ ସଂଗ୍ରାମ ମହାନ୍ତି l

ଶିକ୍ଷକ,ଶିକ୍ଷୟିତ୍ରୀ ଙ୍କ ଗଣଧାରଣା

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ,ଶିକ୍ଷୟିତ୍ରୀ ଙ୍କ ଗଣଧାରଣା

୧୮ ଟି ମଣ୍ଡପରେ ପୂଜା ପାଇବେ ଗଜାନନ ୨୪ ରୁ ୨୬ ମେଲଣ

ଭୁବନରେ ଦ୍ଵିତୀୟ ଦଶହରା ର ମାନ୍ୟତା ପାଇଥିବା ପ୍ରସିଦ୍ଧ ଗଣେଶ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅବକାରୀ ବିଭାଗ ପକ୍ଷରୁ ଚଢାଉ :୨୫୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨ ହଜାର ଲିଟର ମହୁଲ ପୋଚ ନଷ୍ଟ, ୨୫୦ ଲିଟର ଦେଶୀ ମଦ ଜବତ,ଜଣେ ଗିରଫ

ଗୋପାଳ ସମାଜ ତରଫରୁ ନନ୍ଦୋତ୍ସବ ପାଳନ

ପରମ୍ପରା ବିଧି ଅନୁସାରେ ଜନ୍ମାଷ୍ଟମୀ ବାସି (ପରଦିନ )ଗୋପାଳ ମାନେ କୃଷ୍ଣ ଭଗବାନଙ୍କ ଆଗମନର ଖୁସିରେ ବିଭୋର ହୋଇ ନନ୍ଦୋତ୍ସବ ପାଳନ କରିଥାଆନ୍ତି ।

ବାଣୀ ସାହିତ୍ୟ ସ°ସଦର ୩୫ ତମ ସ୍ବନକ୍ଷତ୍ର ଉତ୍ସବ ପାଳନ

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାବନ ତିଥିରେ,ବାଣୀ ସାହିତ୍ୟ ସ°ସଦର ବାର୍ଷିକୋତ୍ସବ ବରିଷ୍ଠ ନାଗରିକ ସଂଘ ଗୃହ ରେ ମହାସମାରୋହରେ ପାଳିତ ହୋଇଯାଇଛି ।

ନଗଡା ଏବେ ତାଗଡ଼ା ପହଞ୍ଚିଛି ବିକାଶ , ବିରୋଧୀ ହତାଶ

ଯାଜପୁର ଜିଲ୍ଲା ଚିଙ୍ଗୁଡ଼ିପାଳ ପଞ୍ଚାୟତ ର ନଗଡ଼ା ଆଜି ତାଗଡ଼ା ହୋଇଯାଇଛି ।

ବିପିଏଲ୍ ଙ୍କୁ ପାଣି ପାଇପ ସଂଯୋଗ ରେ ୫ କୋଟି ଟଙ୍କାର ଦୁର୍ନୀତି,...

ଭୁବନ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଙ୍କ ଗଡ଼ ଫାଦର କିଏ ? ସରକାରୀ ବଦଳି ନିୟମ ବଳି ପଡ଼ୁଛି ! ୧୪ ବର୍ଷ ହେଲା ଗୋଟିଏ ଜାଗାରେ ଯନ୍ତ୍ରୀ ! କାମରେ ସ୍ବଚ୍ଛତା...

ପାର୍ଟି ବଡ଼ ନୁହେଁ , ମାଟି ବଡ଼ : ପ୍ରଫୁଲ୍ଲ ମଲ୍ଲିକ

୫୦ ବର୍ଷ ର ଭୁବନ ଏନ୍ ଏ ସି ପୌରପାଳିକା ହେବାର ସମୟ ଆସିଛି : ମହେଶ ସାହୁ

ଭୂଷଳ ସେବା ସମବାୟ ସମିତି ଗୃହ ଉଦଘାଟନ

ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପ୍ରାଥମିକ ସେବା ସମବାୟ ସମିତି ର ନୂତନ ଗୃହ ଉଦଘାଟନ ହୋଇଯାଇଛି