Dhenkanal

ହାତୀ ଖାଇଗଲା ମଧ୍ୟାହ୍ନ ଭୋଜନ

ବିଦ୍ୟାଳୟରେ ପଶି କବାଟ ଭାଙ୍ଗିବା ସହ ଷ୍ଟୋର ରୁମରେ ଥିବା ଚାଉଳକୁ ଖାଇ ଦେଇଛନ୍ତି ହାତୀ

ବିଚ୍‌ ରାସ୍ତାରେ ବସ୍‌ରେ ଲାଗିଲା ନିଆଁ

ହଠାତ୍‌ ବିଚ୍‌ ରାସ୍ତାରେ ବସ୍‌ରେ ଲାଗିଲା ନିଆଁ। ଆଉ ହୁତୁହୁତୁ ହୋଇ ଜଳିଗଲା ବସ୍‌

ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା

ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା । ଆଜି ସଂଧ୍ୟା ୫ଟା ୫ ମିନିଟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦ୍ୱୀପ ପ୍ରଜ୍ୱଳନ କରାଯିବ ।

ଚଳନ୍ତା ଇଞ୍ଜିନ୍‌ରେ ଲାଗିଲା ନିଆଁ, ଟ୍ରେନ୍‌ରୁ ଡେଇଁପଡିଲେ ଲୋକ...

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଦୁର୍ଘଟଣା । ଚଳନ୍ତା ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଛି ।

ରାସ୍ତାକଡ଼କୁ ଓଲଟିଲା ସ୍କୁଲ ଭ୍ୟାନ୍; ୬ ଆହତ

ଛାତ୍ରଛାତ୍ରୀମାନେ ସ୍କୁଲ ଯିବାବେଳେ ଓଲଟିଲା ଭ୍ୟାନ୍। ଦୁର୍ଘଟଣାରେ ୬ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି

ପୁଣି ରେଳ ଦୁର୍ଘଟଣା

ଢେଙ୍କାନାଳ କମଳାଙ୍ଗ ଷ୍ଟେସନ ନିକଟରେ ଦୁର୍ଘଟଣା -l

୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମାଗାଦିର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଦୁର୍ନୀତି ସଂଘର୍ଷ ମଞ୍ଚ ଗଠିତ

ତ୍ରିଲୋଚନ ସାହୁ ସଭାପତି,ଦୀପକ ଗୁରୁ ସମ୍ପାଦକ

ସ୍ଥାପନ ହେଲା ନନ୍ଦିଘୋଷ ରଥ ଚକ

ଭୁବନ ବୁଦ୍ଧେଶ୍ୱର୍ ମନ୍ଦିର ରେ ସ୍ଥାପନ ହେଲା ନନ୍ଦିଘୋଷ ରଥ ଚକ, ଭବ୍ୟ ସ୍ବାଗତ,ଜୟ ଜଗନ୍ନାଥ ଧ୍ବନି ରେ ପ୍ରକମ୍ପିତ ହେଲା ସହର

ଢେଙ୍କାନାଳରେ "ସପ୍ତଶଯ୍ୟା ମହୋତ୍ସବ-୨୦୨୩"ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଢେଙ୍କାନାଳରେ "ସପ୍ତଶଯ୍ୟା ମହୋତ୍ସବ-୨୦୨୩"ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ମାଈ ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ହାତୀଟିର ବୟସ ୩୦ ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି।

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ବିପୁଳ ମଦ ଜବତ,୫ ଜଣ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ବିପୁଳ ମଦ ଜବତ,୫ ଜଣ ଗିରଫ

ଭୁବନ ରେ ଗଜଲକ୍ଷ୍ମୀ ଙ୍କ ଭସାଣି,ଅଘୋରୀ ନୃତ୍ୟ ସାଙ୍ଗକୁ ବାଘ ନୃତ୍ୟ...

ଭୁବନ ରେ ଗଜଲକ୍ଷ୍ମୀ ଙ୍କ ଭସାଣି ଅଘୋରୀ ନୃତ୍ୟ ସାଙ୍ଗକୁ ବାଘ ନୃତ୍ୟ ମନ ମୋହିଲା ବାଜା ବାଣ ରେ ଦୁଲୁକିଲା ସହର

ବୁଦ୍ଧେଶ୍ୱର ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

୨୭ ରୁ ୨୯ ମହୋତ୍ସବ ୨୩ ରୁ ଦୋଳି,ମିନା ବଜାର ୨୫ ରୁ ପଲ୍ଲୀଶ୍ରୀ ମେଳା

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଣ ଦୌଡ ଓ...

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଣ ଦୌଡ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୫୭ ଲିଟର ମଦ ଜବତ,୩ ଜଣ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୫୭ ଲିଟର ମଦ ଜବତ,୩ ଜଣ ଗିରଫ

ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ୨୦ ରୁ ଉର୍ଦ୍ଧ୍ବ ମଣ୍ଡପ ରେ...

ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ୨୦ ରୁ ଉର୍ଦ୍ଧ୍ବ ମଣ୍ଡପ ରେ ଚାଲିଛି ମା ' ଙ୍କ ପୂଜା