State

ନମସ୍ତେ ପ୍ରିୟବନ୍ଧୁ କାର୍ଯ୍ୟକ୍ରମ

ଜଗତସିଂହପୁର ଜିଲ୍ଲାର ପ୍ରିୟବନ୍ଧୁ ସାରସ୍ୱତ ଏକାଡେମୀ ପକ୍ଷରୁ କୁଜଙ୍ଗ ସ୍ଥିତ ନ୍ୟାସନାଲ ସ୍କୁଲ ପରିସରରେ ' ନମସ୍ତେ ପ୍ରିୟବନ୍ଧୁ ' କାର୍ଯ୍ୟକ୍ରମ ଅନୁଷ୍ଠିତ

ଐତିହାସିକ କଟକ ବାଲିଯାତ୍ରା ୨୦୨୫ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବାଲିଯାତ୍ରା ହେଉଛି ଓଡିଆ ଜାତିର ଗୌରବ, ସାହାସ ଓ ବାଣିଜ୍ୟିକ ଐତିହର ଜୀବନ୍ତ ସ୍ମୃତି- ମୁଖ୍ୟମନ୍ତ୍ରୀ କଟକ ବାଲିଯାତ୍ରା ପାଇଁ ସରକାରୀ ଅନୁଦାନକୁ ୨ କୋଟି ଟଙ୍କାରୁ...

ପାରାଦୀପ ବନ୍ଦର ରେ ଆୟୋଜିତ ହେଲା ବୋଇତ ବନ୍ଦାଣ ଉତ୍ସବ  ୨୦୨୫ ,...

ବୋଇତ ବନ୍ଦାଣ ଓ ବାଲିଯାତ୍ରା ମାତ୍ର ପର୍ବ ନୁହେଁ, ଓଡ଼ିଶାର ଗୌରବମୟ ଐତିହ୍ୟର ପ୍ରତୀକ, ପାରାଦୀପ ବନ୍ଦର ଆଧୁନିକ ଓଡ଼ିଶାର ପ୍ରଗତିର ଦ୍ୱାର, ଅର୍ଥନୀତିର କୋଣାର୍କ,...

ପାରାଦୀପ କଳିଙ୍ଗ ବାଲିଯାତ୍ରା ୨୦୨୫ ଉଦଘାଟିତ

ଉଦଘାଟନୀ ସମାରୋହ ଅବସରରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ବୋଲବମ ପୋଷାକ ପିନ୍ଧି ମଦ ଚୋରା ଚାଲାଣ

ବାଇକ ସହ ୫୦ ଲିଟର ମଦ ଜବତ : ଜଣେ ଗିରଫ

ସ୍ମୃତି ରେ ଉତ୍ତମ

ଉତ୍ତମ ମହାନ୍ତି ଜଣେ ଖାଲି ଏକ ଅଭିନେତା ନୁହଁନ୍ତି ସେ ଜଣେ ସର୍ବୋତ୍ତମ ପ୍ରେରଣା ଦାୟକ ଅନୁଷ୍ଠାନ

ଜିଲ୍ଲାପାଳ ହେବ ତ ଏମିତି, ଛଦ୍ମବେଶରେ ଧାନ ମଣ୍ଡି ପରିଦର୍ଶନ

ଘଟଣାର ସତ୍ୟତା ଜାଣିବା ପରେ ସୋସାଇଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଶ୍ରୀମନ୍ଦିର ମହାପ୍ରସାଦ ଦର ଉପରେ ଲାଗିବ ନିୟନ୍ତ୍ରଣ

ଅବଢାର ରେଟ୍ ଚାର୍ଟ କଥା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା।

ମିଶନ ଶକ୍ତି ମହିଳାଙ୍କ ଧାରଣା ପ୍ରସଙ୍ଗ: ବଡ଼ ବୟାନ ଦେଲେ ଉପମୁଖ୍ୟମନ୍ତ୍ରୀ

ଯାହାକୁ ନେଇ ପ୍ରଭାତୀ ପରିଡ଼ା ବଡ଼ ପ୍ରତିକ୍ରିୟା ରଖିଛନ୍ତି।

ପୁଣି ସାମ୍ନା କୁ ଆସିଲା ଜେଏସଡବ୍ଲୁ କେଳେଙ୍କାରୀ

ବିନା ସହମତିରେ କମ୍ପାନୀ କାଟିଦେଲା ହଜାର ହଜାର ଗଛ, ଅଭିଯୋଗ କରି ଧାରଣା ଦେଲେ ଶତାଧିକ ଗ୍ରାମବାସୀ

ଜାଣନ୍ତୁ, କିଏ କିଏ ଛାଡିନାହାଁନ୍ତି ସରକାରୀ କ୍ୱାର୍ଟର

ଯାହାର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଚାଷୀଙ୍କୁ ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଚାଷୀଙ୍କ ଖାତାକୁ ଗଲା ୮୦୦ ଟଙ୍କାର ଇନ୍‌ପୁଟ୍‌ ସହାୟତା

ଦିନକୁ ୫ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ମାଗିଲା ASI

ଡିସେମ୍ବର ୧୬ ତାରିଖରୁ ରତ୍ନ ଭଣ୍ଡାର ମରାମତି

୧୨୫ଟି ଏସଏଚଜି ଗ୍ରୁପକୁ ନୋଟିସ: ପ୍ରଭାତୀ ପରିଡା

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଛତୁଆ କୁ ନେଇ ଏକ ବଡ ଉତ୍ତର ରଖିଛନ୍ତି ।

ରାଜ୍ୟରେ ବଢୁଛି ମଦ ବିକ୍ରି

ବର୍ଷକୁ ବର୍ଷ ରାଜ୍ୟରେ ବଢୁଛି ମଦ ବିକ୍ରି । ବଢୁଛି ଅବକାରୀ ରାଜସ୍ୱ । ଆଜି ବିଧାନସଭାରେ ପ୍ରଶ୍ନୋତ୍ତରକାଳରେ ଏନେଇ ଉତ୍ତର ରଖିଛନ୍ତି ଆଇନ ଓ ଅବକାରୀ ମନ୍ତ୍ରୀ...

ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ସେ କହିଛନ୍ତି, ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂଆ ବିଦ୍ୟାଳୟ...

ରଙ୍ଗିଲା ବାବାଙ୍କ କଳା କାରନାମା

ସେଠାରେ ବାବାଙ୍କ ସହ କଥାବାର୍ତ୍ତା ହେବା ପରେ ବାବା କିଛି ଔଷଧ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ।

ବିଧାନସଭାରେ ‘ପୋଲାଭରମ’ଝଡ଼

ବିଧାନସଭାରେ ଆଜି ‘ପୋଲାଭରମ ପ୍ରକଳ୍ପ’କୁ ନେଇ ବିରୋଧୀ ଓ ଶାସକ ସଭ୍ୟ ମୁହାଁମୁହିଁ ହୋଇଛନ୍ତି