Dhenkanal

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ 

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ...

କିଡନୀ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଦାବୀ 

ଆର୍ଥିକ ସାହାଯ୍ୟ ପାନୀୟ ଜଳ ଯୋଗାଇଦେବା ପାଇଁ ଆମ୍ ଆଦ୍‌ମୀ  ପାର୍ଟିର ଦାବୀ 

ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଉଦଯାପିତ

ଢେ଼ଙ୍କାନାଳ ଜିଲ୍ଲା ଭୁବନ ଉଚ୍ଚ ବିଦ୍ୟାଳୟରେ ଗତ ମାସ ୨୪ ତାରିଖ ରୁ ଅନୁଷ୍ଠିତ ହେଉଥିବା ଗ୍ରୀଷ୍ମ କାଳୀନ ଭାରୋତ୍ତଳନ ଶିବିର ଆଜି ଉଦଯାପିତ ହୋଇଯାଇଛି l

ନବନିର୍ମାଣ କୃଷକ ସଂଗଠନ ର ଲୋକ ସମ୍ପର୍କ ଅଭିଯାନ

ରାଜ୍ୟବ୍ୟାପୀ ଲୋକ ସମ୍ପର୍କ ଅଭିଯାନ ଢେଙ୍କାନାଳ ଜିଲ୍ଲା ରେ ଆଜି ଆସି ପହଞ୍ଚିଥିଲା, ମେରାମୁଣ୍ଡଳି ଭୂଷଣ ପାଖରୁ ସ୍ୱାଗତ ସମ୍ବର୍ଦ୍ଧନା

ମୁକ୍ତା ଉପଦେଷ୍ଟା ମୀରା ପରିଡ଼ା ଙ୍କ ଭୁବନ ଗସ୍ତ  

ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ( ମୁକ୍ତା) ର ଉପଦେଷ୍ଟା ମୀରା ପରିଡ଼ା ଭୁବନ ଏନ୍ଏସି ପରିଦର୍ଶନ ରେ ଆସି ମୁକ୍ତା ଯୋଜନା ର ବିଭିନ୍ନ କାର୍ଯ୍ୟାଦେଶ ଓ ପ୍ରକଳ୍ପ...

ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ପ୍ରସ୍ତୁତି ବୈଠକ 

ସମ୍ଭାବ୍ୟ ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସୱାନ ହଲ ଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ...

ଏକକ ପ୍ଲାଷ୍ଟିକ୍ ବ୍ୟବହାର ବିରୋଧରେ ସଂଗ୍ରାମ ପାଇଁ ଆହ୍ବାନ 

ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଉଭିଦବିଜ୍ଞାନ ବିଭାଗ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଟ ଆନୁକୁଲ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକର...

ମା’ ବୁଢୀ ଠାକୁରାଣୀଙ୍କ ସପ୍ତଦିନ ବ୍ୟାପି ଚଣ୍ଡୀଯଜ୍ଞ ଆରମ୍ଭ

ଢେଙ୍କାନାଳ ଜୁବୁଲି ଟାଉନ୍ ଭାପୁର ରୋଡସ୍ଥିତ ଅଧ୍ତ୍ରୀ ମା’ ବୁଢୀ ଦେବୀଙ୍କର ବିଜୟ ସ୍ଥଳୀରେ ୨୯ ତାରିଖ ଠାରୁ ଆରମ୍ଭ ହୋଇଥିବା ଚଣ୍ଡୀଯଜ୍ଞ ଓ ଶନିଶ୍ଚର ମହାଗ୍ରହ...

ଉଦଯାପିତ ହେଲା ବୈଶାଖୀ ମହୋତ୍ସବ

ଗୁଡ୍ ନାଇଟ୍ କ୍ଲବ୍ ତରଫରୁ ଢେଙ୍କାନାଳ ମିନି ଷ୍ଟାଡିୟମ୍ ପରିସରରେ ୩ ଦିନ ବ୍ୟାପି ଆୟୋଜିତ ବୈଶାଖୀ ମହୋତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି ।

ବୈଶାଖୀ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ

ଢେଙ୍କାନାଳ ମିନିଷ୍ଟାଡିୟମଠାରେ ଗୁଡନାଇଟ୍ କ୍ଲବ୍ ତରଫରୁ ବୈଶାଖୀ ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ମଙ୍ଗଳବାର ସଂଧ୍ୟାରେ ରଙ୍ଗାରଙ୍ଗ ପରିବେଶରେ ଉଦଘାଟିତ...

ମା ତାରିଣୀ ଙ୍କ ସୁନାବେଶ

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସବ ପୂର୍ଣ୍ଣାହୁତି ଦିବସରେ ମା’ଙ୍କ ସୂନାବେଶ 

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡାଙ୍କ ଅବସର

ଅବସର ନେଲେ ନେଉଳପୋଇ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା

ଆନ୍ତର୍ଜାତୀୟ ଶ୍ରମ ଦିବସ ୨୦୨୩ ପାଳିତ

ଢେଙ୍କାନାଳ ଜିଲ୍ଲା ପୁରାତନ ଜିଲ୍ଲା ପରିଷଦ ଭବନ ସମ୍ମିଳନୀ କକ୍ଷ ରେ ଜିଲ୍ଲା ଆନ୍ତର୍ଜାତୀୟ ଶ୍ରମ ଦିବସ ୨୦୨୩ ମହା ସମାରୋହରେ ପାଳିତ ହୋଇଯାଇଛି।

ତମାଖୁ ନିୟନ୍ତ୍ରଣ କର୍ମଶାଳା ଆୟୋଜିତ 

ତମାଖୁ ସେବନ ସାସ୍ଥ୍ୟପକ୍ଷେ କ୍ଷତିକାରକ, ଏହି ଅବସରରେ ତମାଖୁ ନିୟନ୍ତ୍ରଣ କର୍ମଶାଳା ଢେଙ୍କାନାଳ ପୁରୁଣା ଜିଲ୍ଲାପରିଷଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି

ପୂର୍ବତନ ସୈନିକ ସଂଘ ତରଫରୁ ସାଂସଦଙ୍କୁ ଦାବିପତ୍ର 

ଢେଙ୍କାନାଳର ପୂର୍ବତନ ସୈନିକ ସଂଘ ପକ୍ଷରୁ ସମସ୍ତ ସଦସ୍ୟମାନେ ଆଜି ସକାଳେ ଢେଙ୍କାନାଳ ବଣ୍ଡସ୍ଥିତ ସହୀଦ ସ୍ମୃତିସ୍ତମ୍ଭ ନିକଟରେ ଏକତ୍ରିତ ହୋଇ ସହୀଦ ହୋଇଥିବା...

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସବ ପାଳିତ 

ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ପୀଠରେ ୧୯ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇ ଯାଇଅଛି

ବାଲ୍ୟ ବିବାହ, ବାଳ ଶ୍ରମିକ ଓ ଚାଲାଣ ରୋକିବା ନିମନ୍ତେ ଜିଲ୍ଲା ସ୍ତରୀୟ...

ବାଲ୍ୟ ବିବାହ ବାଳ ଶ୍ରମିକଙ୍କୁ କାର୍ଯ୍ୟରୁ ନିବୃତ କରିବା ଓ ଯୁବତୀ ଚାଲାଣ ରୋକିବା ଉଦ୍ଦେଶ୍ୟରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇ ଯାଇଛି

ଶ୍ରୀଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି

ଢେଙ୍କାନାଳ ସହର ମାଣ୍ଡବାସାହି ଟାଉନ୍‌ପ୍ଲାନିଂ ଛକ ଠାରେ ଶ୍ରୀଶ୍ରୀ ଶନିଶ୍ଚରଦେବଙ୍କ ୧୩ତମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି ଉତ୍ସବ ମହାସମାରୋହରେ ପାଳିତ...

ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ...

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ