Crime o Criminal
ଡନ୍ କୁ ବିଷ
ମୁମ୍ବାଇ ଆକ୍ରମଣ ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମଙ୍କୁ ଦିଆଯାଇଛି ବିଷ ? ହସ୍ପିଟାଲରେ ଭର୍ତ୍ତି
ଘୋଡ଼ାପଙ୍କା ଗାଁରେ ଦମ୍ପତିଙ୍କୁ ହତ୍ୟା
ସୋମବାର ରାତି ପ୍ରାୟ ୯ଟା ବେଳେ ୨ ଜଣ ଦୁର୍ବୃତ୍ତ ଘରେ ପଶି ପ୍ରଥମେ କପିଳେନ୍ଦ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ।
କେନ୍ଦ୍ର ମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ହତ୍ୟା
ମୋହନଲାଲଗଞ୍ଜର ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ କୌଶଲ କିଶୋରଙ୍କ ପୁଅଙ୍କ ଘରେ ଏହି ହତ୍ୟାକାଣ୍ଡ ଘଟିଛି
୩ ବର୍ଷର ନିରୀହ ଶିଶୁକୁ ବଳି ଦେଲା ପିଉସା
ପୁତ୍ର ସନ୍ତାନ ମୋହରେ ୩ ବର୍ଷର ନିରୀହ ଶିଶୁକୁ ବଳି ଦେଲା ପିଉସା
ସିଏଫଏସଏଲ ଗଲା ଅର୍ଚ୍ଚନାଙ୍କ ମୋବାଇଲ
ସେଣ୍ଟ୍ରାଲ ଫୋରେନସିକ ଲ୍ୟାବ ଗଲା ଅର୍ଚ୍ଚନା ନାଗର ମୋବାଇଲ
୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ପୁରୀ ପୋଲିସ ।
କଟକ ରେ ଏନକାଉଣ୍ଟ,ର ଦୁର୍ଦ୍ଧାନ୍ତ ଅପରାଧି ଶଙ୍କର ଓରଫ ଦୀପକ ନାୟକ...
କଟକ ରେ ଏନକାଉଣ୍ଟ,ର ଦୁର୍ଦ୍ଧାନ୍ତ ଅପରାଧି ଶଙ୍କର ଓରଫ ଦୀପକ ନାୟକ ଆହତ, ପିସ୍ତଲ ଓ ଗୁଳି ଜବତ
ଚରମ ସୀମାରେ ସାଇବର କ୍ରାଇମ,
ଉଦବେଗ ଜନକ ସ୍ଥିତିରେ ପହଞ୍ଚିଲାଣି ସାଇବର କ୍ରାଇମ, ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି
ନବ ଦାସ ହତ୍ୟା: ସୁଶାନ୍ତଙ୍କୁ ତଦନ୍ତ ପରିସରକୁ ଆଣିବାକୁ ସାଲୁଜାଙ୍କ...
ସିବିଆଇ ଇନକ୍ୱାରି ଦାବିରେ ଅଟଳ ବିଜେପି । ୪୫ ପୁରସ୍କାର ପାଇ ଗୋପାଳ କେମିତି ହେଲା ପାଗଳ, ଉଠିଲା ପ୍ରଶ୍ନ ।
ଚାକିରି ଦେବା ନାଁରେ ଲୋକଙ୍କୁ ଠକି ଗିରଫ ହେଲା ଧର୍ମପାଲ ସିଂହ
ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିବା ଏକ ବଡ଼ ଘଠଣାର ପର୍ଦ୍ଦାଫାସ୍ ହୋଇଛି । 17 ରାଜ୍ୟର ଲୋକଙ୍କୁ ଚାକିରି ଦେବା କହି ଠକିଥିବା ମାଷ୍ଟରମାଇଣ୍ଡ ଧର୍ମପାଲ୍...
ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତାମୃତ୍ୟୁ ମାମଲା, ଗିରଫ ହେଲେ ପୁରୁଷବନ୍ଧୁ...
ବହୁଚର୍ଚ୍ଚିତ ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ୍ ସୌମ୍ୟଜିତ୍ଙ୍କୁ ଗିରଫ କଲା ପୋଲିସ |
ରାଜଧାନୀରେ ପୁଣି ବୁଲିଲା ଖଣ୍ଡା,ମାରଣାସ୍ତ୍ର ଧରି ଆତଙ୍କରାଜ କଲେ...
ରାଜଧାନୀରେ ପୁଣି ବୁଲିଲା ଖଣ୍ଡା | ରାତି ଅଧରେ ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ନିକଟରେ ବୁଲିଲା ଖଣ୍ଡା । ଷ୍ଟେସନରୁ ମାଳିସାହି ପାଲଟିଲା ରଣକ୍ଷେତ୍ର ।
ଚୌଦ୍ୱାର ଜେଲରେ ଗୋପାଳ, ଆଜି କାଟିବ ପ୍ରଥମ ରାତି
ଚୌଦ୍ୱାର ଜେଲରେ ପହଞ୍ଚିଲା ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସ । ଆଜି ଝାରସୁଗୁଡାରୁ କଟକ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇଛି ।
ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହୁଁଛି ଗୋପାଳ
ସାମ୍ବାଦିକ ସମ୍ମିଳନୀ କରିବାକୁ ଚାହୁଁଛି ଗୋପାଳ ମନକଥା ମିିଡ଼ିଆରେ କହିବାକୁ ଅଭିଯୁକ୍ତର ଇଚ୍ଛା କାହିଁକି ମାରିଲା ଗୁଳି, ଲୋକଙ୍କୁ ଜଣାଇବ ଗୋପାଳ