Bhubaneswar
ଟିକେଟ କାଉଣ୍ଟର ସ୍ଥାନାନ୍ତର
ଭୁବନେଶ୍ୱର ରେଳ ଷ୍ଟେସନରେ ନୂତନ ନିର୍ମିତ ଭୂମିସ୍ତରୀୟ ପ୍ରସ୍ଥାନ କନକୋର୍ସକୁ ଟିକେଟ କାଉଣ୍ଟର ସ୍ଥାନାନ୍ତର
ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେକ୍ସକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି...
ଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ ଯିବେ ମହାମହିମ। ରାଷ୍ଟ୍ରପତିଙ୍କ ପାଇଁ ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ହୋଇଛି।
ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ବଢ଼ୁଛି ସନ୍ଦେହ
ଧମକ ପୂର୍ଣ୍ଣ ମେଲ୍ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ସନ୍ଦେହ ବଢ଼ୁଛି।
ଖଣ୍ଡଗିରିରେ ସେକ୍ସ ରାକେଟ୍ ଠାବ, ୪ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ
ରାଜଧାନୀ ଭୁବନେଶ୍ବରରେ ସେକ୍ସ ରାକେଟ ଠାବ
ପିଲାକୁ ବିକ୍ରି କରିଦେଲେ ବାପା, ମା’
ରାଜଧାନୀ ଭୁବନେଶ୍ବରରେ ପିଲା ବିକ୍ରି ଅଭିଯୋଗ
ଷ୍ଟେସନରେ ମିଳିବ ଓ୍ବାଲ୍ଡ କ୍ଲାସ ସୁବିଧା
ସଜେଇ ହେଲାଣି ଭୁବନେଶ୍ବର ରେଳ ଷ୍ଟେସନ
ଆସନ୍ତା କାଲି ଭଙ୍ଗାଯିବ ବୈକୁଣ୍ଠ ଧାମ
ବହୁ ଚର୍ଚ୍ଚିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଉପରେ ଆସନ୍ତା କାଲି ଚାଲିବ ବୁଲଡୋଜର
କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍ ସଂଖ୍ୟା
ଖୁବଶୀଘ୍ର ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସ୍ପିଟାଲ
ରାଜଧାନୀରେ କଳ୍କୀ ଅବତାରରେ ଶିଶୁ ବାବା : ମାମଲା ରୁଜୁ କଲା ଶିଶୁ...
ଖଣ୍ଡଗିରି ଅଞ୍ଚଳରେ ଜଣେ ନାବାଳକଙ୍କୁ କଳ୍କୀ ଅବତାର କହି ପୂଜା କରିବା ପ୍ରସଙ୍ଗ ଏବେ ତେଜିବାରେ ଲାଗିଲାଣି
ରାଜଧାନୀରେ ଉଭା ହୋଇଛନ୍ତି କୁନି ବାବା
ବୟସ ପାଖାପାଖି ୧୦ ରୁ ୧୨ ବର୍ଷ। ଠିକ୍ ବାବା ସାରଥୀଙ୍କ ଭଳି ଠାଣି। ପାଦରେ ବିଛା ହୋଇଛି ତୁଳସୀ ପତ୍ର।
ବିଏମ୍ସି ଗାଡ଼ିରେ ଜିପିଏସ୍ କେଳେଙ୍କାରୀ
ବିଏମ୍ସିର ସବୁ ଗାଡ଼ିରେ ଜିପଏସ୍ ଟ୍ରାକିଂ ଯନ୍ତ୍ର ଲାଗିଛି
ଝରକା ଭାଙ୍ଗି ପଶିଲେ, ଘରେ କଳାକନା ବୁଲାଇଲେ
ଆଲମାରୀ ଭାଙ୍ଗି ପାଖାପାଖି ୨୫ ଲକ୍ଷ ଟଙ୍କାର ସୁନା ଗହଣା ଓ ମୂଲ୍ୟବାନ ସମ୍ପତି ନେଇ ଫେରାର ହୋଇଯାଇଛନ୍ତି ।
ସତ୍ୟନଗର ମଶାଣିରୁ ପୂର୍ବତନ ବିଧାୟକଙ୍କ ପତ୍ନୀଙ୍କ ଅର୍ଦ୍ଧଦଗ୍ଧ ଶବ...
ରାଜଧାନୀ ଭୁବନେଶ୍ବରର ଛାତି ଉପରେ ଆଜି ଅପରାହ୍ଣରେ ଏକ ଅଭାବନୀୟ ପରିସ୍ଥିତି ଦେଖାଯାଇଛି
ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ
ଯୁବତୀଙ୍କୁ ସୋସିଆଲ ମିଡ଼ିଆ ପ୍ରଲୋଭନ ଦେଖାଇ ବ୍ଲାକମେଲିଂ
ହଷ୍ଟେଲ ରୁମରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
ପଟିଆ ସ୍ଥିତ ଏକ ଘରୋଇ କୋଚିଂ ସେଣ୍ଟର ହଷ୍ଟେଲ ରୁମରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି
ବିମାନ ବାତିଲ: ଧାରଣାରେ ବସିଲେ ଯାତ୍ରୀ
ଭୁବନେଶ୍ବର ବିମାନ ବନ୍ଦରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି
ଏକାମ୍ର ପ୍ରକଳ୍ପର ହେବ ନବକଳେବର
ଶ୍ରୀଲିଙ୍ଗରାଜ ମନ୍ଦିର ସାମ୍ନାରେ ଥିବା ସମସ୍ତ ନିର୍ମାଣ ପର୍ଯ୍ୟାୟକ୍ରମେ ହଟାଇ ଦିଆଯାଉଛି
ବନ୍ଦ ହୋଇପାରେ ଅଦିନ ରଥଯାତ୍ରା, ଇସ୍କନକୁ ଚିଠି ଲେଖିଲେ ଗଜପତି
ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଯାତ୍ରା ଓ ରଥଯାତ୍ରା ଆୟୋଜନ କରାଯିବା ପ୍ରସଙ୍ଗ
ରାଜଧାନୀରେ ଲଜ୍ଜା
ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା
ରାଜଧାନୀରେ ବାଘ ଆତଙ୍କର ପର୍ଦ୍ଦାଫାସ
ରାଜଧାନୀରେ ବାଘ ବୁଲୁନି, ବୁଲୁଛି ବଣଭୂଆ