City
ଟିକେଟ କାଉଣ୍ଟର ସ୍ଥାନାନ୍ତର
ଭୁବନେଶ୍ୱର ରେଳ ଷ୍ଟେସନରେ ନୂତନ ନିର୍ମିତ ଭୂମିସ୍ତରୀୟ ପ୍ରସ୍ଥାନ କନକୋର୍ସକୁ ଟିକେଟ କାଉଣ୍ଟର ସ୍ଥାନାନ୍ତର
ବନ୍ଦର ଭିତ୍ତିକ ଶିଳ୍ପ ସହରରେ ଆଇଓସିଏଲ୍ ଆଣୁଛି ବୈପ୍ଳବିକ ପରିବର୍ତ୍ତନ
ନିବେଶ ହେବ ଏକ ଲକ୍ଷ କୋଟି ପୁଞ୍ଜି, ସୃଷ୍ଟି ହେବ ହଜାର ହଜାର ନିଯୁକ୍ତି ସୁଯୋଗ
ପ୍ରତିକ୍ଷା ର ଅନ୍ତ ଘଟିଲା , ଇଫକୋ ଛକରେ ନିର୍ମାଣ ହେଲା ଗୋଲେଇ ଛକ,
ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ କରିବାକୁ ସହାୟତା ର ହାତ ବଢାଇଲା ଇଫକୋ ।
ପାରାଦୀପ ପୋର୍ଟ ବଣିକ ସଂଘରେ ଶୋକସଭା
ପାରାଦୀପ ପୋର୍ଟ ବଣିକ ସଂଘର ପ୍ରାକ୍ତନ ବ୍ୟବସାୟୀ ଏମ.କେ.ଗୋପାଳକୃଷ୍ଣ ଙ୍କ ବିୟୋଗରେ ଶୋକସଭା
ପାରାଦୀପ ରେ ଆୟୋଜିତ ହେଲା ଡଃ ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି...
ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହେଲା ଡଃ ଦେବେନ୍ଦ୍ର ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା l
ଆୟୋଜିତ ହେଲା ରାଜ୍ୟ ସ୍ତରୀୟ ମକ୍ ଡ୍ରିଲ
ରାସାୟନିକ ବିପର୍ଯ୍ୟୟ ର ମୁକାବିଲା ନିମନ୍ତେ ରାଜ୍ୟ ସ୍ତରୀୟ ମକ୍ ଡ୍ରିଲ ଅନୁଷ୍ଠିତ
ଚିହ୍ନି ରଖନ୍ତୁ ଏ ଭ୍ରାତାଙ୍କ ବଦନ
ଇଏ କୁଆଡେ ଜଣେ କର୍ତ୍ତବ୍ୟ ରତ ଆମ ପାରାଦୀପ ର ସାମ୍ବାଦିକ
ପୁଣି ବାହାର ଗାଡ଼ି ର ରାଜ୍
ଏକ ସ୍କ୍ରାପ୍ ବୋଝେଇ ଗାଡ଼ି କୁ ମାଡି ବସିଲା ଜଗନ୍ନାଥ
ପାରାଦୀପ ଆନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରେ ମାଗଣା ଚକ୍ଷୁ ପରୀକ୍ଷା...
ଡକ୍ଟର ଅଗ୍ରୱାଲଙ୍କ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ପାରାଦୀପ ଆନ୍ତର୍ଜାତୀୟ କାର୍ଗୋ ଟର୍ମିନାଲରେ ମାଗଣା ଚକ୍ଷୁ ପରୀକ୍ଷା କ୍ୟାମ୍ପ ଅନୁଷ୍ଠିତ ହୋଇଛି |
ପାରାଦୀପ ରେ ଅଟକ ଥିବା ବାଂଲାଦେଶୀ ସ୍ବଦେଶ ଫେରିବେ
ସ୍ବଦେଶ ଫେରିଯିବ ଅଟକ ବାଂଲାଦେଶ ବୋଟ୍ ଓ ୭୮ ବାଂଲାଦେଶୀ, ପ୍ରତିଫଳିତ ହେଲା ଭାରତ ସରକାରଙ୍କ ମହାନତା
ପ୍ରତିକ୍ଷା ର ଅନ୍ତ ଘଟିଲା, ବଦଳିଲେ ପାରାଦୀପ ପୋର୍ଟ ବଣିକ ସଂଘ ର...
ଅସନ୍ତୋଷ ର ଶିକାର ହେଲେ ସନ୍ତୋଷ ପଟ୍ଟନାୟକ, ଗାଦିଚ୍ୟୁତ କରିଲେ କୁଶପୁତ୍ତଳିକା ପୋଡ଼ିଲେ ।
ପାରାଦୀପ ରେ ୨ଟି ମାଛଧରା ବୋଟ୍ ସମେତ ପ୍ରାୟ ୭୮ଜଣ ବାଂଲାଦେଶୀ ମତ୍ସଜୀବୀ...
ଭାରତୀୟ ଜଳ ସୀମା ମଧ୍ୟରେ ମାଛ ମାରୁଥିବା ଦୁଇଟି ବାଂଲାଦେଶୀ ବଡ଼ ଭେସେଲ୍ କୁ ଜବତ୍ କଲା ଭାରତୀୟ ତଟ୍ଟରକ୍ଷୀ ବାହିନୀ
ଆୟୋଜିତ ହେଲା ଦରିଦ୍ର ନାରାୟଣ ସେବା
ପୀଠ ପରିଷଦ - ଆଦିତ୍ୟ ବାହିନୀ - ଆନନ୍ଦ ବାହିନୀ, ପାରାଦ୍ଵୀପ ଶାଖା ଦ୍ଵାରା ଦରିଦ୍ର ନାରାୟଣ ସେବା
ରାଜ୍ୟରେ ଏମଏସଏମଇ ଅଭିବୃଦ୍ଧିକୁ ନୂଆ ବୁଷ୍ଟର
ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ)ର ଓଡିଶା ଚାପ୍ଟର ପକ୍ଷରୁ ପାରାଦୀପ ଠାରେ ସିଆଇଆଇ ଏମ୍ଏସ୍ଏମ୍ଇ କନେକ୍ଟ ୨୦୨୪ର ଆୟୋଜନ
ପାରାଦୀପ ରେ ପ୍ରତିଷ୍ଠା ହେଲା ଅତ୍ୟାଧୁନିକ ଜାହାଜ ସହାୟତା ପ୍ରତିଷ୍ଠାନ
ପାରାଦୀପ ଠାରେ ଭାରତୀୟ ତଟ ରକ୍ଷକ ବାହିନୀର ଅତ୍ୟାଧୁନିକ ଜାହାଜ ସହାୟତା ପ୍ରତିଷ୍ଠାନ ର ସ୍ଥାପନା
ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେକ୍ସକୁ ଉଦ୍ଘାଟନ କଲେ ରାଷ୍ଟ୍ରପତି...
ଆସନ୍ତାକାଲି ମୟୂରଭଞ୍ଜ ଗସ୍ତରେ ଯିବେ ମହାମହିମ। ରାଷ୍ଟ୍ରପତିଙ୍କ ପାଇଁ ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ହୋଇଛି।
ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ବଢ଼ୁଛି ସନ୍ଦେହ
ଧମକ ପୂର୍ଣ୍ଣ ମେଲ୍ ପରେ ଭୁବନେଶ୍ବର ବିମାନବନ୍ଦରରେ ଅଜଣା ବ୍ୟାଗକୁ ନେଇ ସନ୍ଦେହ ବଢ଼ୁଛି।
ଖଣ୍ଡଗିରିରେ ସେକ୍ସ ରାକେଟ୍ ଠାବ, ୪ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ
ରାଜଧାନୀ ଭୁବନେଶ୍ବରରେ ସେକ୍ସ ରାକେଟ ଠାବ
ପାରାଦୀପ ପୋଲିସ୍ ହାତରେ ବ୍ରାଉନ୍ ସୁଗାର୍ ଓ ବେପାରୀ
ପାରାଦୀପ ଅଞ୍ଚଳରେ ହେଉଥିବା ଚୋରା ବ୍ରାଉନ୍ ସୁଗାର୍ ନିଶା କରିବାର ର ବଡ ସୁରାକ ମିଳିଛି
ପିଲାକୁ ବିକ୍ରି କରିଦେଲେ ବାପା, ମା’
ରାଜଧାନୀ ଭୁବନେଶ୍ବରରେ ପିଲା ବିକ୍ରି ଅଭିଯୋଗ