Dhenkanal

ପୁରୁଷୋତ୍ତମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ବୈଠକ

ବିଦ୍ୟାଳୟର ସାମଗ୍ରିକ ବିକାଶ ରେ ଶିକ୍ଷକ, ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସମନ୍ଵୟ ହିଁ ମୂଳମନ୍ତ୍ର

ଭୁବନ ମହିଳା ମହାବିଦ୍ୟାଳୟ ରେ "ମେରି ମିଟି, ମେରା ଦେଶ"

ଭୁବନ ମହିଳା ଡିଗ୍ରୀ ମହା ବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ " ମେରୀ ମିଟି, ମେରା ଦେଶ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି

ଫାଇଲେରିଆ ନିରାକରଣ ଅଭିଯାନ ସହ  ଔଷଧ ସେବନ

ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର  ରେ ଫାଇଲେରିଆ ନିରାକରଣ ଅଭିଯାନ ସହ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି

ସାଧାରଣ ଜନତା ଙ୍କ ଉପସ୍ଥିତିରେ ଏନ୍ ଏ ସି କାଉନସିଲ ବୈଠକ ଅନୁଷ୍ଠିତ

୬ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ସହର ସାରା ଫେବର ରାସ୍ତା ନିର୍ମାଣ ହେବ ରଗଡ଼ି ଭେଣ୍ଡିଂ ଜୋନ ୧୬ ଟି ଷ୍ଟଲ ପାଇଁ ସିକ୍ୟୁରିଟି ୨୫ ହଜାର ,ମାସିକ ଭଡ଼ା ୬୦୦...

ପ୍ରସ୍ତୁତି ବୈଠକ

୭୭ ତମ ସ୍ବାଧନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଡେପୁଟି କଲେକ୍ଟର ଙ୍କୁ ଆକ୍ରମଣ କରିଥିବା ବାଲି ମାଫିଆ ଗିରଫ

ଡେପୁଟି କଲେକ୍ଟର ଙ୍କୁ ଆକ୍ରମଣ କରିଥିବା ବାଲି ମାଫିଆ ଗିରଫ

ମାନବାଧିକାର କମିଶନଙ୍କ  ତିନି ଜଣିଆ ଟିମ  ର ତଦନ୍ତ 

ଦଳିତ ବ୍ୟକ୍ତି ଙ୍କୁ ବେଆଇନ ଉଚ୍ଛେଦ ଘଟଣା, ଭୁବନରେ ମାନବାଧିକାର କମିଶନଙ୍କ  ତିନି ଜଣିଆ ଟିମ  ର ତଦନ୍ତ 

ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ରେ ମେଡିକାଲ ଅଫିସର ଡା ରମେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...

ବାଲିବୋ ଗ୍ରାମରେ ଭାଗବତ ପ୍ରଚାର ସଭା ଓ ପଦଯାତ୍ରା

ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମରେ ଭାଗବତ ପ୍ରଚାର ଓ ହିନ୍ଦୁ ସଂସ୍କୃତିକୁ ନେଇ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

ଲଗାଣ ବର୍ଷାରେ ବେହାଲ ଭୁବନ

ଲଗାଣ ବର୍ଷାରେ ଭୁବନ ବେହାଲ,ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ

ବିଦାୟ ସମ୍ବର୍ଦ୍ଧନା

ବାଜି ରାଉତ କଲେଜ ପାଠାଗାର ପରିଚାରକ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ

ଵାରୁଆଁ ସରପଞ୍ଚ ଙ୍କ ପୁଅ ବିପ୍ଳବ ସାହୁ ଓ ଏ ଏସ ପରୀକ୍ଷାରେ କୃତକାର୍ଯ୍ୟ

ବଜ୍ରପାତ ରେ ଚାଷୀ ମୃତ

ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ପଞ୍ଚାୟତ ଅନଳ ଗ୍ରାମରେ ଜଣେ ଚାଷୀ ଙ୍କ ର ବଜ୍ରପାତ ରେ ମୃତ୍ୟୁ ହୋଇଥିବା ଜଣପଡିଛି।

୮ ମାସ ହେଲା ମିଳୁନି ଗହମ କି ଅତିରିକ୍ତ ଚାଉଳ

ଗରିବ କଲ୍ୟାଣ  ନା ଗରିବ ମାରଣ ଯୋଜନା ? ଗରିବ କଲ୍ୟାଣ ସମାବେଶ ନା ଗରିବ ଙ୍କୁ ଉପହାସ ?

ପୋଖରୀ ରେ ବୁଡି ଦିନ ମଜୁରିଆ ମୃତ

ଭୁବନ ଗୋଡ଼ିପୋଖରି ରେ ବୁଡି ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି

ଆଦର୍ଶ ହରାଉଛି ଆଦର୍ଶ ବିଦ୍ୟାଳୟ

ଆଦର୍ଶ ହରାଉଛି ପୁରୁଷତ୍ତମପୁର ଓଡ଼ିଶା  ଆଦର୍ଶ ବିଦ୍ୟାଳୟ ବର୍ଷକ ମଧ୍ୟରେ କାନ୍ଥ ଫାଟିଲାଣି , ଗେଟ ରୁ ଟାଇଲ ଖସିଲାଣି ସ୍ଥାୟୀ ପରିଚାଳନା କମିଟି ଗଠନ ହେଲାନି...

କନ୍ଦାଉଛି ଟାଟା ପାୱାର

ଟାଟା ପାୱାର : ଲାଇନ କଟୁଛି ଦିନକୁ ୫୦ଥର ଗୋଡ଼ା ଗ୍ରିଡ ରେ ଗାଡି ନାହିଁ କି ସିଡି ନାହିଁ

ଭୁବନ ରେ ହନୁ ମାଙ୍କଡ ଙ୍କ ଉତ୍ପାତ

ଭୁବନ ଅଞ୍ଚଳ ରେ ଗତ କିଛି ଦିନ ହେଲା ଜଙ୍ଗଲି ହନୁ ମାଙ୍କଡ ଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି।

ପରକୀୟା ପ୍ରୀତିକୁ ନେଇ ହତ୍ୟା

ମୁଣ୍ଡ ବିହୀନ ମହିଳା ଙ୍କ ଗଳିତ ଶବ ଉଦ୍ଧାର ଘଟଣା ସ୍ବାମୀ ହିଁ ହତ୍ୟାକାରୀ