Rayagada
ଚଳନ୍ତା ଟ୍ରେନ୍ରୁ ଖସି ପଡ଼ିଲେ ମା’ ଝିଅ, କଟିଗଲା ହାତଗୋଡ଼
ଚଳନ୍ତା ଟ୍ରେନରେ ଚଢିବା ବେଳେ ଘଟିଲା ଅଘଟଣ
ଡ୍ରୋନ୍ ସାହାଯ୍ୟରେ ପହଞ୍ଚିବ ଔଷଧ, ଆଜି ହେବ ଉଦଘାଟନ
ରାୟଗଡ଼ା ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳକୁ ଔଷଧ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନର ସହଯୋଗ ନେବ
ରାୟଗଡ଼ାର କଂସାରିଗୁଡାରେ ପ୍ରତିଷ୍ଠା ହେବ ଆଲୁମିନା ରିଫାଇନରୀ
ରାୟଗଡା କଂସାରିଗୁଡ଼ାରେ ହିଣ୍ଡାଲକୋ ପ୍ରତିଷ୍ଠା କରିବ ଆଲୁମିନା ରିଫାଇନାରି ପ୍ଲାଣ୍ଟ। ୮ ହଜାର କୋଟି ଟଙ୍କା ପୁଞ୍ଜି ନିବେଶରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ
ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଡଙ୍ଗାସିଲ ଆବାସିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ।
ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଲା ଜାମିନ
ଗୁଣପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ମିଳିଛି ଆଶ୍ୱସ୍ତି
ଆମ୍ବୁଲାନ୍ସକୁ ଧକ୍କାଦେଲା ଟ୍ରେନ
ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଓ ବିଷମକଟକ ବ୍ଲକ ସୀମାନ୍ତ ବୃନ୍ଦାବାଡିଠାରେ ଏକ ଆମ୍ବୁଲାନ୍ସକୁ ମାଲବାହୀ ଟ୍ରେନ ଧକ୍କା ଦେଇଛି।
କଲଭର୍ଟ ଭୁଶୁଡ଼ି ୫ ମୃତ
ନିର୍ମାଣଧୀନ କଲଭର୍ଟ ଭୁଷୁଡ଼ି ୫ ଜଣଙ୍କ ମୃତ୍ୟୁ
ପୁଣି ମାଓବାଦୀଙ୍କ ତାଣ୍ଡବ
ରାୟଗଡ଼ାରେ ପୁଣି ମାଓବାଦୀଙ୍କ ଲାଲ ତାଣ୍ଡବ। ମାଓବାଦୀମାନେ କ୍ରସରରେ ଥିବା ୨ଟି ପ୍ରୋକଲିନ ମେସିନ, ୫ଟି ହାଇୱା ଏବଂ ୨ଟି ଲୋଡର ସମେତ ୯ ଗାଡ଼ି ନିଆଁ ଲଗାଇ ପୋଡ଼ି...
ରାୟଗଡ଼ା ଅମ୍ବାଦଳା ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ବାହାନଗା ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଛୋଟମୋଟ ଅଘଟଣ ନିୟମିତ ଭାବେ ଘଟୁଛି ।
ପୂର୍ବତନ ଯୁବ କଂଗ୍ରେସଙ୍କୁ ହତ୍ୟା ଘଟଣା
କାଶୀପୁର ବ୍ଲକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ଗଜେନ୍ଦ୍ର ନାଏକଙ୍କୁ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ
ରାୟଗଡା ଗସ୍ତରେ ୫-ଟି ସଚିବଙ୍କ ଦ୍ୱିତୀୟ ଦିନ
କାଶୀପୁର, ପଦ୍ମପୁର, ଗୁଣୁପୁର, ବିଷମକଟକ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କାଶୀପୁର ରେ କଲେଜ ପ୍ରତିଷ୍ଠା ନିଷ୍ପତ୍ତି ଖୁବ୍ ଶୀଘ୍ର. ...
ରାୟଗଡା ଗସ୍ତରେ ୫-ଟି ସଚିବ
୫-ଟି ରୂପାନ୍ତର ଉପକ୍ରମରେ ଜିଲ୍ଲାର ସବୁ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନତିକରଣ କରାଯିବ, ଏଥିପାଇଁ ୧୪.୫୦ କୋଟି ଟଙ୍କା ମଞ୍ଜୁର ଆମ ହସ୍ପିଟାଲ ଯୋଜନାରେ...
ସିଆରପିଏଫ ଅଧିକାରୀଙ୍କ ଆତ୍ମହତ୍ୟା
ଅର୍ଦ୍ଧ ସାମରିକ ବାହିନୀ ଅଫିସରଙ୍କ ଆତ୍ମହତ୍ୟା
ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ଆତ୍ମହତ୍ୟା
ରାୟଗଡ଼ା ସଦର ମହକୁମାରେ ଅବସ୍ଥାପିତ ଚତୁର୍ଥ ବାଟାଲିୟନର ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି।