Dhenkanal
କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ପ୍ରଶାସନ ଓ ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ମାଟ୍ରିକ ପରୀକ୍ଷାରେ ଏ-୧ ପ୍ରାପ୍ତ କୃତୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
ସୁସ୍ଥ ପରିବେଶ ରେ ସୁସ୍ଥ ସମାଜ
ସୁସ୍ଥ ପରିବେଶ ସୃଷ୍ଟି ହେଲେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ
ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର
ବିଶ୍ବ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ ଓ ରକ୍ତଦାନ ଶିବିର
ନ୍ୟାର୍ଯ୍ୟ ଦାବି ପୂରଣ କର
୨୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକୁ ବିଜୁଳି ହେଉଛି ସାରା ଓଡ଼ିଶାର ନ୍ୟାର୍ଯ୍ୟଦାବି।
ବିଶ୍ଵ ପରିବେଶ ଦିବସ ପାଳିତ
ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଓ ପ୍ରିୟ ସ୍ବେଚ୍ଛାସେବୀ ସଂଗଠନ ମିଳିତ ସହଯୋଗରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇ ଯାଇଅଛି
ଦେବସ୍ନାନ ଓ ଭଜନ ପରିବେଷଣ
ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଦେବସ୍ନାନ ନିତି ପାଳିତ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ବଳଦେବଜୀଉ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ
30ଜଣିଆ ସ୍ବେଚ୍ଛାସେବୀ ଦଳ ର ରକ୍ତଦାନ
ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର
ମୃତକ ଙ୍କ ପାଇଁ ଶୋକ ସଭା
ଟ୍ରେନ୍ ଦୃଘଟଣାରେ ମୃତକ ଆତ୍ମାର ସଦଗତି ନିମନ୍ତେ ନୀରବ ଶୋକ ସଭା
ସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ
ଭୁବନ ରେ ସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ
କ୍ଷତିଗ୍ରସ୍ତଙ୍କୁ ସହାୟତା
କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ଜିଲ୍ଲାପାଳଙ୍କ ସହାୟତା
ଅଫିସ୍ ଛାଡି ବାହାରେ
ଢେଙ୍କାନାଳ ଜିଲ୍ଲା ଅମଲା ମାନଙ୍କ ସାମୂହିକ ଛୁଟି, ସରକାରୀ କାର୍ଯ୍ୟାଳୟ ଖାଁ ଖାଁ
ଦୁବାଇ କୁ ଆରମ୍ଭ ହେଲା ଆମ୍ବ ରପ୍ତାନୀ
ଢେଙ୍କାନାଳରୁ ଦୁବାଇକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ
ରକ୍ତ ଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ
ସାଇ ସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ
ପୂର୍ବତନ ସୈନିକ ଙ୍କ ପକ୍ଷରୁ ଦାବିପତ୍ର
ଢେଙ୍କାନାଳ ପୂର୍ବତନ ସୈନିକ ସଂଘ ତରଫରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ
ଶ୍ରେଷ୍ଠ ସାମ୍ବାଦିକ ଭାବେ ମଧୂପ ରଞ୍ଜନ ନନ୍ଦ ସମ୍ବର୍ଦ୍ଧିତ
ଦୈନିକ ଓଡ଼ିଶା ଭାସ୍କର ର ଭୁବନ ଓ କାଳିଆପାଣି ପ୍ରତିନିଧି ମଧୁପ ରଞ୍ଜନ ନନ୍ଦ ଙ୍କୁ ଶ୍ରେଷ୍ଠ ସାମ୍ବାଦିକ ୨୦୨୩ ଭାବେ ସମ୍ବର୍ଦ୍ଧିତ କରାଯାଇଛି
ଯୋରନ୍ଦା ପୀଠରେ 5T ସଚିବ
ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା, ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସରକାର ଦେବେ ସମସ୍ତ ସହଯୋଗ, ଭକ୍ତ ଙ୍କ ପାଇଁ...
ଢେଙ୍କାନାଳ ଯୋରନ୍ଦାରେ 5T ସଚିବ ଭି.କେ ପାଣ୍ଡିଆନ
ଉନ୍ନତି ପଥରେ ଢେଙ୍କାନାଳର ବିଶ୍ବପ୍ରସିଦ୍ଧ ଯୋରନ୍ଦା ପୀଠ । ଯୋରନ୍ଦା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ
ମୁଖ୍ୟମନ୍ତ୍ରୀଙ୍କ ଦେଖା ନାହିଁ, ସଚିବ ଙ୍କ ଗ୍ରସ୍ତ କାହା ପାଇଁ
୨୩ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଯୋରନ୍ଦା ଆସିନାହାଁନ୍ତି, ସଚିବଙ୍କ ଗସ୍ତ ଏକ ପ୍ରକାର ପ୍ରହସନ- ବିଜେପି
ଜନ୍ମ ମାଟିରେ ଯବାନଙ୍କ ଶେଷକୃତ୍ୟ ସଂପନ୍ନ
ଯବାନଙ୍କ ମର ଶରୀରକୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।
ତହସିଲଦାରଙ୍କୁ ଆକ୍ରମଣ: ୮ ଗିରଫ
ପର୍ଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ୮ ଗିରଫ । ୨ଟି ଟ୍ରାକ୍ଟର,ଗୋଟିଏ ଜେସିବି ଜବତ କଲା କାମାକ୍ଷାନଗର ପୋଲିସ