National
ଦୁବାଇରେ ଭୟଙ୍କର ଜଳପ୍ରଳୟ , ପାଣିରେ ବୁଡ଼ିଲା ଘର
ସଂଯୁକ୍ତ ଆରବ ଏମିରେଟ( ୟୁଏଇ)ରେ ଜଳ ପ୍ରଳୟ ଲୋକଙ୍କ ଜୀବନକୁ ଦୁର୍ବିସହ କରି ଦେଇଛି
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରୀୱାଲଙ୍କୁ ଜେଲରେ ମାରିଦେବାକୁ ହେଉଛି...
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରୀୱାଲଙ୍କୁ ଜେଲରେ ମାରିଦେବାକୁ ହେଉଛି ଷଡଯନ୍ତ୍ର
ଆତଙ୍କବାଦୀର ସପ୍ଲାୟର ଏବେ ଅଟା ପାଇଁ ବ୍ୟାକୁଳ:ମୋଦୀ
ଦୁନିଆରେ ଯୁଦ୍ଧର ସଙ୍କଟ ଜାରି ରହିଥିବା ବେଳେ ଭାରତରେ ମଜଭୁତ ସରକାରର ଆବଶ୍ୟକତା ରହିଛି ।
ଗାନ୍ଧିନଗରରୁ ଲଢିବେ ଅମିତ ଶାହ
ଗାନ୍ଧିନଗରରୁ ନିର୍ବାଚନ ଲଢିବେ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ।
ଲାଇନ୍ରେ ଛିଡ଼ା ହୋଇ ଭୋଟ୍ ଦେଲେ ସୁପର ଷ୍ଟାର
ଚେନ୍ନାଇରେ ଭୋଟ୍ ଦେଇ ନିଜ ମତ ସାବ୍ୟସ୍ତ କରିଛନ୍ତି ଥଲାଇଭା ରଜନୀକାନ୍ତ।
ୟୁଏନଏସସିରେ ଭାରତକୁ ମିଳୁ ସ୍ଥାୟୀ ସଦସ୍ୟତା
ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି
ବଡ ପ୍ରତିଶ୍ରୁତି ଦେଲେ ମମତା
ଦେଶରେ ଲାଗୁ ହେବନି ୟୁନିଫର୍ମ ସିଭିଲ୍ କୋଡ ତଥା ୟୁସିସି
ବଦଳିବ ରିଟେଲ୍ , ଅକ୍ଟୋବର ପହିଲାରୁ ହେବ ଲାଗୁ
ଦିନକୁ ଦିନ ବ୍ୟାଙ୍କ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ହେଉଛି।
ହେଲିକପ୍ଟରରେ ଥାଇ ସୂର୍ଯ୍ୟ ତିଳକ ଦର୍ଶନ କଲେ ମୋଦୀ
ଅଯୋଧ୍ୟାରେ ରାମ ନବମୀ ଅବସରରେ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ କିରଣର ତିଲକ ଲଗାଯାଇଛି।
ଆମେଥି ଆସନରୁ ରାହୁଲଙ୍କ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ଦ୍ବନ୍ଦ୍ବ ଜାରି
ଉତ୍ତରପ୍ରଦେଶର ଉଚ୍ଚ-ପ୍ରୋଫାଇଲ୍ ଆମେଥି ଆସନରୁ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ଦ୍ବନ୍ଦ୍ବ ଜାରି ରହିଛି
VIP ଙ୍କୁ ରାମନବମୀରେ ନୋ ଏଣ୍ଟ୍ରି
ରାମନବମୀ ପାଇଁ ସଜେଇ ହୋଇଛି ଅଯୋଧ୍ୟା ନଗରୀ।
ପୋଲିସ ଗୁଳିରେ ମଲେ ୧୮ ଜଣ ନକ୍ସଲ
ନିର୍ବାଚନର ଦୁଇ ଦିନ ପୂର୍ବରୁ ଛତିଶଗଡ଼ରେ ବଡ଼ଧରଣର ମାଓ ଅପରେସନ୍
UPSC ପରୀକ୍ଷା ଫଳ ପ୍ରକାଶ
UPSC ପ୍ରଶାସନିକ ସେବା ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି
ମୋଦିଙ୍କ ବିରୋଧରେ ଲଢିବେ ମୁସଲମାନ ପ୍ରାର୍ଥୀ
ଲୋକ ସଭା ନିର୍ବାଚନ ପାଇଁ ଆଉ ୧୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବହୁଜନ ସମାଜ ପାର୍ଟି
କେଜ୍ରିୱାଲଙ୍କ ହାଜତ ମିଆଦକୁ ଏପ୍ରିଲ ୨୩ ତାରିଖକୁ ବୃଦ୍ଧି
ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହାଜତ ମିଆଦକୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି
ମେ' ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ସଂକଳ୍ପ ପତ୍ର
ମେ' ପ୍ରଥମ ସପ୍ତାହରେ ଆସିବ ରାଜ୍ୟ ବିଜେପିର ସଂକଳ୍ପ ପତ୍ର
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନଙ୍କ ଉପରକୁ ପଥରମାଡ
ନିର୍ବାଚନ ପ୍ରଚାର ସମୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆହତ ହୋଇଛନ୍ତି
ଆସିଲା ବିଜେପିର ସଂକଳ୍ପ ପତ୍ର; ମୋଦି କହିଲେ- ଆସନ୍ତା ୫ ବର୍ଷ ଯାଏଁ...
ଲୋକସଭା ନିର୍ବାଚନ ପାଇଁ ଆଜି ଜାରି ହୋଇଛି ବିଜେପିର ନିର୍ବାଚନୀ ଇସ୍ତାହାର ବା 'ସଂକଳ୍ପ ପତ୍ର'
ମୁରାଦାବାଦରେ ଗର୍ଜିଲେ ଶାହା
ଲୋକ ସଭା ନିର୍ବାଚନ ୨୦୨୪ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଉତ୍ତରପ୍ରଦେଶର ମୁରଦାବାଦରେ ଏକ ନିର୍ବାଚନ...
୨୦୪୦ରେ ଚନ୍ଦ୍ରରେ ଓହ୍ଲାଇବେ ଭାରତୀୟ, ଜୋରଦାର ପ୍ରସ୍ତୁତି ଚଳାଇଛି...
୨୦୪୦ ମସିହାରେ ଚନ୍ଦ୍ରପୃଷ୍ଠରେ ପାଦ ରଖିବେ ଭାରତୀୟ