National
ୱାୟନାଡ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୫୮କୁ ବୃଦ୍ଧି, ଶହ ଶହ ଲୋକ ଏବେବି...
କେରଳ ୱାୟନାଡ଼ ଭୂସ୍ଖଳନରେ ମୃତ୍ୟୁସଂଖା ୧୫୮କୁ ବୃଦ୍ଧି ପାଇଛି
ୱାୟନାଡରେ ୫ ବର୍ଷ ପୂର୍ବେ ଘଟିଥିଲା ଭୂସ୍ଖଳନ
କେରଳର ୱାୟନାଡ଼ସ୍ଥିତ ୪ଟି ଗ୍ରାମ ଯଥା ମୁଣ୍ଡାକାଇ, ଚୁରଲମାଲା, ଅଟ୍ଟାମାଲା ଏବଂ ନୁଲପୁଝାରେ ସୋମବାର ରାତିରେ ଭୂସ୍ଖଳନ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଛି
ଭୂସ୍ଖଳନ ସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହେଲେ...
କେରଳର ଓ୍ୱାୟନାଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି
ୱାୟନାଡ ରେ ମୃତ୍ୟୁ ର ତାଣ୍ଡବ
ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୨୨କୁ ବୃଦ୍ଧି, କେରଳ ପାଇଁ ୫ କୋଟି ସହାୟତା ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ, ୪୮ ଘଣ୍ଟାରେ ୫୭୨ ମିମି ବର୍ଷା ରେକର୍ଡ
ହାୱଡା- ମୁମ୍ବାଇ ମେଲ ଏକ୍ସପ୍ରେସ୍ ଦୁର୍ଘଟଣା: ୨ ଯାତ୍ରୀ ମୃତ, ୨୫ରୁ...
ମୃତ ଯାତ୍ରୀ ରାଉରକେଲା ବାସିନ୍ଦା ହୋଇଥିବା ସୂଚନା ମିଳିଛି : ଏକାଧିକ ଟ୍ରେନ୍ ବାତିଲ୍
କେରଳରେ ବଡ଼ ଧରଣର ଭୂସ୍ଖଳନ; ଏକାଧିକ ମୃତ, ଫସିଲେ ଶତାଧିକ
କେରଳ ୱାଏନାଡରେ ଭୂସ୍ଖଳନ
ମଦ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କ ବିରୋଧରେ ସିବିଆଇର ଆକ୍ସନ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ସିବିଆଇ ଆକ୍ସନ
ଜାମ୍ମୁକାଶ୍ମୀର ସୋପୋରରେ ଭୟଙ୍କର ବିସ୍ଫୋରଣ, ୪ ମୃତ.
ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ସୋପୋର ଅଞ୍ଚଳରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି
୧୦ ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି ରାଷ୍ଟ୍ରପତି
ରାଜ୍ୟପାଳ ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ରାଷ୍ଟପତି ଦୌପଦୀ ମୁର୍ମୁ।
୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ...
୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ କାମ
ନୀତି ଆୟୋଗ ବୈଠକ ମଝିରୁ ଉଠିଗଲେ ମମତା
ଶନିବାର ଠାରୁ ଦିଲ୍ଲୀ ଠାରେ ଆରମ୍ଭ ହୋଇଛି ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ ବୈଠକ
ବଦଳିବ ଟୋଲ୍ କଲେକ୍ସନ ସିଷ୍ଟମ୍
ହାଇଓ୍ବେରେ ଥିବା ଟୋଲ୍ କଲେକ୍ସନ ସିଷ୍ଟମ ବନ୍ଦ ହୋଇ ନୂଆ ସାଟେଲାଇଟ୍ ବ୍ୟବସ୍ଥା କରାଯିବ । ଏନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ...
କାର୍ଗିଲ ବିଜୟ ଦିବସରେ ପାକିସ୍ତାନକୁ ମୋଦିଙ୍କ କଡା ଚେତାବନୀ
କାର୍ଗିଲ ବିଜୟ ଦିବସର ୨୫ବର୍ଷ ପୂର୍ତ୍ତି ପାଳନ ଲଦ୍ଦାଖର ଦ୍ରାସ୍ ସେକ୍ଟରରେ ଆୟୋଜିତ ହୋଇଛି ବିଜୟ ଦିବସର ରଜତ ଜୟନ୍ତୀ
ସାଂସଦ ପଦ ହରାଇ ପାରନ୍ତି କଙ୍ଗନା ରଣାଓ୍ୱତ
ଅଡୁଆରେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ
ଭାରତୀୟ ରେଳପଥକୁ ୨.୬୨ ଲକ୍ଷ କୋଟିର ବ୍ୟୟବରାଦ
ବଜେଟରେ ଭାରତୀୟ ରେଳପଥକୁ ୨.୬୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି
ନିର୍ମଳାଙ୍କୁ ଧନ୍ୟବାଦ ଜଣାଇଲେ ରାଜନାଥ
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନୂଆ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ୪.୫୪ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି
NEET-UG ପରୀକ୍ଷା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ପୁନଃପରୀକ୍ଷା କରିବାକୁ ମନା କଲେ ସର୍ବୋଚ୍ଚ ଅଦାଲତ।
ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍
ଲୋକସଭାରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି
ବାଂଲାଦେଶୀଙ୍କୁ ଆଶ୍ରୟ ଦେବ ପଶ୍ଚିମବଙ୍ଗ
ବାଂଲାଦେଶରେ ଚାଲିଥିବା ଅଶାନ୍ତି ଓ ଗୃହଯୁଦ୍ଧଜନିତ ପରିସ୍ଥିତି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି ।