National
ସର୍ବକାଳୀନ ରେକର୍ଡ ସ୍ତରରେ ସୁନା
ବୁଧବାର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା
ରାମମନ୍ଦିରରେ ସୁନାର ରାମଚରିତମାନସ ସ୍ଥାପିତ, ପୂର୍ବତନ ଆଇଏଏସ୍...
ଅଯୋଧ୍ୟାର ପ୍ରସିଦ୍ଧ ଶ୍ରୀରାମମନ୍ଦିରରେ ଏବେ ଭକ୍ତମାନେ ପ୍ରଭୁ ରାମଲଲାଙ୍କ ସହିତ ସୁନାର ରାମଚରିତମାନସର ବି ଦର୍ଶନ କରିବେ
ମଣିପୁରକୁ ରକ୍ଷା କରିଛନ୍ତି କେନ୍ଦ୍ର ସରକାର: ମୋଦି
ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁର ପ୍ରସଙ୍ଗରେ ବଡ଼ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
'କ୍ଷମତାକୁ ଆସିଲେ ଲୋକଙ୍କୁ କମ୍ ଦାମରେ ଦେବି କ୍ୱାଲିଟି ମଦ'
ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସରଗରମ ହେଲାଣି ରାଜନୈତିକ ମାହୋଲ ।
ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ବିରୋଧରେ ଆଜି ଆମ୍ ଆଦମୀ ପାର୍ଟିର...
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆମ୍ ଆଦମୀ ପାର୍ଟି (ଆପ୍)ର କାର୍ଯ୍ୟକର୍ତ୍ତାମାନେ ଆଜି ଗଣ ଅନଶନ କରିବେ
୨୦୨୪ ଲୋକସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା କଂଗ୍ରେସ
ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ଆଜି ଏହାର ନିର୍ବାଚନ ଇସ୍ତାହାର ଜାରି କରିଛି। ଜାତିଗତ ଜନଗଣନା, ନିଯୁକ୍ତି ସୁଯୋଗ ଏବଂ ମହିଳାଙ୍କ ପାଇଁ ଟଙ୍କା...
କେଜରିଓ୍ବାଲଙ୍କୁ ନେଇ ବଡ଼ ରାୟ ଦେଲେ କୋର୍ଟ
ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପଦରୁ ହଟେଇବା ପାଇଁ କରାଯାଇଥିବା ଆବେଦନ ଖାରଜ।
ବିନା ସର୍ତ୍ତରେ ସୁପ୍ରିମକୋର୍ଟରେ କ୍ଷମା ମାଗିଲେ ରାମଦେବ
ଯୋଗ ଗୁରୁ ବାବା ରାମଦେବ ଏବଂ ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣା ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନ ପ୍ରସଙ୍ଗରେ...
କଂଗ୍ରେସ ଉପରେ ବର୍ଷିଲେ କେରଳ ମୁଖ୍ୟମନ୍ତ୍ରୀ
କଂଗ୍ରେସ ଉପରେ ବର୍ଷିଲେ କେରଳ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଙ୍କୁ ନେଇ କଂଗ୍ରେସକୁ କଲେ ଟାର୍ଗେଟ
ପୋଲିସ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ : ୪ ଜଣ ନକ୍ସଲ ମୃତ
ଛତିଶଗଡ଼ ବିଜାପୁରରେ ପୋଲିସ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ
ତିହାର ଜେଲ୍ ଗଲେ ଅରବିନ୍ଦ କେଜ୍ରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି
୯୦ ଟଙ୍କିଆ ସ୍ବତନ୍ତ୍ର କଏନ୍ ଜାରି କଲେ ପ୍ରଧାନମନ୍ତ୍ରୀ ମୋଦି
ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ତମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର ମୁଦ୍ରା ଜାରି କରିଛନ୍ତି।
ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି
୭୦ ହଜାର ମୁହାଁ ସୁନା ଦର
ଚମକୁଛି ସୁନା । ଲଗାତର ଏହାର ଦର ନୂଆ ରେକର୍ଡ କରିଚାଲିଛି । ବର୍ତ୍ତମାନ ଏହା ୬୮,୦୦୦ ଟଙ୍କା ପାର୍ କରି ୭୦,୦୦୦ ଆଡ଼କୁ ମୁହାଁଇଲାଣି
ବିଜେପିର ନିର୍ବାଚନ ଇସ୍ତାହାର କମିଟି ମୁଖ୍ୟ ହେବେ ରାଜନାଥ ସିଂହ
କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ବିଜେପିର ନିର୍ବାଚନ ଇସ୍ତାହାର କମିଟି ମୁଖ୍ୟ ହେବେ।
ମହାରାଷ୍ଟ୍ରରେ ବିଜେପିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ଶିବରାଜ...
ପୂର୍ବତନ କେନ୍ଦ୍ର ଗୃହ ମନ୍ତ୍ରୀ ଏବଂ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ବୋହୁ ଅର୍ଚନା ପାଟିଲ ଚାକୁରକର ଆଜି ମହାରାଷ୍ଟ୍ରରେ ବିଜେପିରେ ଯୋଗ ଦେଇଛନ୍ତି।
ଦକ୍ଷିଣ ଆଫ୍ରିକାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪୫ ଜଣଙ୍କ ମୃତ୍ୟୁ
ଦକ୍ଷିଣ ଆଫ୍ରିକାର ଲିମ୍ପୋପ ଉତ୍ତର ପ୍ରଦେଶରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ହୋଇ ୪୫ ଜଣଙ୍କ ମୃତ୍ୟୁ ହୋଇଯାଇଛି