National
ଆମେଠିରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ନୁହନ୍ତି ରାହୁଲ
ରାହୁଲ ଗାନ୍ଧୀ ଆମେଠି ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି।
ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିସାଇଲର ସଫଳ...
ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିସାଇଲର ସଫଳ ପରୀକ୍ଷଣ ହୋଇଛି
ଦିଲ୍ଲୀର ବିଭିନ୍ନ ବିଦ୍ୟାଳୟ ଉପରେ ବୋମାମାଡ଼ ଧମକ
ରାଜଧାନୀ ଦିଲ୍ଲୀର ୧୧ଟି ବିଦ୍ୟାଳୟ ଉପରେ ବୋମା ପକାଇବାକୁ ଧମକ ଦେଇ ଏକ ଇମେଲ ଆସିଛି
ଟ୍ରକ୍ ସହ ମାଡ଼ ହେଲା ପିକଅପ୍ ଭ୍ୟାନ୍: ୯ ମୃତ, ୨୩ ଆହତ
ଛତିଶଗଡ଼ର ବେମେତାରା ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା।
ତିହାରରେ ସୁସ୍ଥ ଅଛନ୍ତି କେଜ୍ରିଓ୍ବାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଏବେ ତିହାର ଜେଲ୍ରେ ଅଛନ୍ତି
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ,ହେଲିକପ୍ଟରକୁ ଚଢିବା...
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ପ୍ରଚାର ବେଳେ ଲାଗିଛି ଆଘାତ
ହେମନ୍ତ ସୋରେନଙ୍କୁ ଝଟକା
ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପୁଣି ଝଟକା
ବେଙ୍ଗାଲୁରୁରେ ଭୋଟ୍ ଦେଲେ ରାହୁଲ ଦ୍ରାବିଡ୍
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ୍ ଶୁକ୍ରବାର ବେଙ୍ଗାଲୁରୁର ଏକ ମତଦାନ କେନ୍ଦ୍ରରେ ଭୋଟ୍ ଦେଇଛନ୍ତି
ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଘରେ ବସି କରିପାରିବେ ଜେନେରାଲ୍...
ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଯାତ୍ରୀଙ୍କ ସୁବିଧା ପାଇଁ ନୂଆ ନିୟମ ଆଣିଲା ଭାରତୀୟ ରେଳ
ପାଟନା ଜଙ୍କସନ୍ ପାଖ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୬ ମୃତ
ବିହାରର ପାଟନାରେ ଜଙ୍କସନରେ ବଡ଼ ଧରଣର ଅଘଟଣ
'ଯବାନଙ୍କ ହାତ ବାନ୍ଧି ଦେଇଥିଲା କଂଗ୍ରେସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି କଂଗ୍ରେସ ଉପରେ ବର୍ଷିଛନ୍ତି
ନୋଏଡାର ଗ୍ୟାଙ୍ଗଷ୍ଟାର ରବି କାନା ଥାଇଲ୍ୟାଣ୍ଡରୁ ଗିରଫ
ଉତ୍ତର ପ୍ରଦେଶ ପୋଲିସକୁ ବଡ ସଫଳତା
ମଝି ଆକାଶରେ ୨ଟି ହେଲିକପ୍ଟର ଦୁର୍ଘଟଣା; ୧୦ ଯବାନ ସହିଦ
ମଙ୍ଗଳବାର ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ବିଜ୍ଞାପନ ଆକାରର କ୍ଷମା ପ୍ରାର୍ଥନା କରିଛ କି? ରାମଦେବଙ୍କ ଟିମ୍କୁ...
ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଯୋଗ ଗୁରୁ ବାବା ରାମଦେବଙ୍କୁ ସୁପ୍ରିମକୋର୍ଟ ଜେରା କରିବା ପରେ ପତଞ୍ଜଳି ଆୟୁର୍ବେଦ ନିଜ ପକ୍ଷରୁ ସଫେଇ ଦେଇଛି।
ଆସନ୍ତା ନିର୍ବାଚନ ପାଇଁ ପ୍ରଚାର ଜୋରଦାର କରିବ କଂଗ୍ରେସ
ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି କଂଗ୍ରେସ