ମେ' ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିର ସଂକଳ୍ପ ପତ୍ର
ମେ' ପ୍ରଥମ ସପ୍ତାହରେ ଆସିବ ରାଜ୍ୟ ବିଜେପିର ସଂକଳ୍ପ ପତ୍ର
ମେ' ପ୍ରଥମ ସପ୍ତାହରେ ଆସିବ ରାଜ୍ୟ ବିଜେପିର ସଂକଳ୍ପ ପତ୍ର । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅପ୍ରେଲ ୨୧ରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଆଣିବ ରାଜ୍ୟ ବିଜେପି । କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ଦଳ ଜାରି କରିବ ଚାର୍ଜସିଟ୍ ।
ସେପଟେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣାରେ ବିଳମ୍ବ ନେଇ ପ୍ରତିକ୍ରିୟା ରଖିଛନ୍ତି ମନମୋହନ ।
ଅସହ୍ୟ ତାତିରେ ଜଳିଲା ସାରା ରାଜ୍ୟ, ଦିନ ସାଢେ ୨ଟା ସୁଦ୍ଧା ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ








