National
ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା DA
ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ ଭେଟି
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା; ପୀଡିତାଙ୍କୁ ଭେଟିବେ...
ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ମାଲବାହୀ ଟ୍ରେନକୁ ଧକ୍କା ଦେଲା ଏକ୍ସପ୍ରେସ୍ ଟ୍ରେନ
ଦୁର୍ଘଟଣା ପରେ ଲାଗିଲା ନିଆଁ
ଦେବୀ ସିଦ୍ଧିଦାତ୍ରୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି: "ନବରାତ୍ରୀରେ ମା' ସିଦ୍ଧିଦାତ୍ରୀଙ୍କୁ କୋଟି କୋଟି ନମନ।
ଅଭ୍ୟାସ ବେଳେ ବିସ୍ଫୋରଣ, ୨ ଅଗ୍ନିବୀର ମୃତ
ଏହି ସମୟରେ ବନ୍ଧୁକର ଏକ ସେଲ୍ ବିସ୍ଫୋରଣ ଘଟିଥିଲା। ଏଥିରେ ଗୋହିଲ ବିଶ୍ୱରାଜ ସିଂହ (୨୦) ଏବଂ ସୈଫତ ଶିତ (୨୧) ଆହତ ହୋଇଥିଲେ।
ମୃତ୍ୟୁ ପରେ ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନ ଦେବା ପ୍ରସ୍ତାବ...
ଟାଟା ଗ୍ରୁପର ଅଧ୍ୟକ୍ଷ ରତନ ଟାଟାଙ୍କର ହଠାତ୍ ରକ୍ତଚାପ କମିଯିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା
ରତନ ଟାଟାଙ୍କ ଦେହାନ୍ତ ଖବର ପାଇ ଏଭଳି ପୋଷ୍ଟ କଲେ ସିମି ଗରେୱାଲ
ତାଙ୍କ ବିୟୋଗରେ ସାରା ଦେଶ ଆଜି ଶୋକପ୍ରକାଶ କରୁଥିବା ବେଳେ ଏବେ ତାଙ୍କ ପୂର୍ବ ପ୍ରେମିକା ତଥା ବଲିଉଡ ଅଭିନେତ୍ରୀ ସିମି ଗରେୱାଲଙ୍କ ପ୍ରତିକ୍ରିୟା ସାମ୍ନାକୁ...
ରାଜକୀୟ ସମ୍ମାନ ସହ ରତନ ଟାଟାଙ୍କୁ ଦିଆଯିବ ଅନ୍ତିମ ବିଦାୟ
ଭାରତୀୟ ଶିଳ୍ପ ଜଗତକୁ ଶକ୍ତ ଧକ୍କା
ସୁସ୍ଥ ଅଛନ୍ତି ରତନ ଟାଟା
ପ୍ରସିଦ୍ଧ ଶିଳ୍ପପତି ରତନ ଟାଟା ମୁମ୍ୱାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି
କ୍ରାଶ ହେଲା ହେଲିକପ୍ଟର, ୩ ମୃତ
ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର
ଗୋବିନ୍ଦାଙ୍କ ଦେହରେ ବାଜିଲା ଗୁଳି, ହସ୍ପିଟାଲରେ ଭର୍ତ୍ତି
ବଲିଉଡର ବର୍ଷିଆନ୍ ଅଭିନେତା ଗୋବିନ୍ଦା ଆହତ
ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର
ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ବାବଦରେ ସୂଚନା ଦେଇଛନ୍ତି
'ମନ୍ କି ବାତ୍'କୁ ୧୦ ବର୍ଷ; ମୟୂରଭଞ୍ଜର ଯୁବକଙ୍କୁ ପ୍ରଶଂସା କଲେ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍' ଆଜି ୧୦ ବର୍ଷ ପୂରଣ କରିଛି
ବିଶ୍ୱ ପାଳୁଛି ହୃଦୟ ଦିବସ
ହୃତପିଣ୍ଡ ମଣିଷ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଆଜିର ବ୍ୟସ୍ତବହୁଳ ସମୟରେ ଏହାକୁ କିପରି ସୁସ୍ଥ ରଖିବା ତାହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ
ଲତା ମଙ୍ଗେଶକରଙ୍କୁ ମନେ ପକାଇଲେ ପିଏମ ମୋଦୀ
'ସ୍ବର କୋକିଳା' ଲତା ମଙ୍ଗେଶକର ହିନ୍ଦୀ ସିନେମାର ଭେଟରାନ ଏବଂ ମହାନ ସିଙ୍ଗର ଥିଲେ ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ପଞ୍ଜିକୃତ ହେବ ଏତଲା
ନିର୍ବାଚନୀ ବଣ୍ଡ ମାଧ୍ୟମରେ ହେରଫେର ମାମଲାରେ ବେଙ୍ଗାଲୁରୁର ସ୍ୱତନ୍ତ୍ର ପ୍ରତିନିଧୀ କୋର୍ଟ ଶୁକ୍ରବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଲଡୁ ବିବାଦରେ ଶନିବାର ତିରୁପତି ଯିବେ ୱାଇଏସଆର ସିପି ମୁଖ୍ୟ ଜଗନମୋହନ...
ଲଡୁ ବିବାଦ ଭିତରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ସେପ୍ଟେମ୍ବର ୨୮ରେ ତିରୁପତୀ ପହଁଚିବେ ଓ ମନ୍ଦିରରେ କ୍ଷମା ପ୍ରାର୍ଥନା କରିବେ
ଦୀପାବଳି ପୂର୍ବରୁ ଦିଲ୍ଲୀ ଶ୍ରମିକଙ୍କୁ ଆତିଶୀଙ୍କ ବଡ଼ ଉପହାର
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଦାୟିତ୍ୱ ସମ୍ଭାଳିବା କ୍ଷଣି ରାଜଧାନୀରେ କାମ କରୁଥିବା ଶ୍ରମିକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି
ମୁଖ୍ୟମନ୍ତ୍ରୀ ଚୌକିରେ ବସିଲେନି ଆତିଶୀ
ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ