National
ବିହାର ରାଜଧାନୀ ପାଟନାକୁ ପୁଣି ଥରେ ବୁଡ଼େଇଲା ଗଙ୍ଗା
ପାଟନା ଓ ମୁଙ୍ଗେର ଭଳି ସହରର ଅନେକ ଅଞ୍ଚଳକୁ ବନ୍ୟାଜଳ ପ୍ରବେଶ କରିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ଆତିଶୀ
ଆମ୍ ଆଦମୀ ପାର୍ଟି ନେତା ଆତିଶୀ ମାର୍ଲେନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି
ତିରୁପତି ବାଲାଜୀ ମନ୍ଦିର ପ୍ରସାଦକୁ ନେଇ ବଡୁଛି ବିବାଦ
ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ବିବାଦ ଉପୁଜୁଥିବା ବେଳେ ଏହି ମାମଲା ବର୍ତ୍ତମାନ ଆଦଲତାରେପହଞ୍ଚିଛି।
୩ ଦିନିଆ ଆମେରିକା ଗସ୍ତରେ ମୋଦି
ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
'ନୂଆ ମିଶନ'ରେ କେଜ୍ରିୱାଲ
ନୂଆ ମିଶନରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲ।
ପାକିସ୍ତାନକୁ ସିଧା ଜବାବ ଦେବେ ମୋଦି
ଜମ୍ମୁ କଶ୍ମୀର ନିର୍ବାଚନ ମଧ୍ୟରେ ପଡୋଶୀ ଦେଶରୁ ଧାରା ୩୭୦କୁ ନେଇ ଏକ ବିବାଦୀୟ ବିବୃତ୍ତି ଆସିଛି
ଆତିଶି ମର୍ଲେନା ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ବିଧାୟକ ଦଳ ବୈଠକରେ ଆତିଶିଙ୍କ ନାଁ ଉପରେ ମୋହର ଲାଗିଛି
ଇସ୍ତଫାର ୧୫ ଦିନ ମଧ୍ୟରେ ନିଜ ବଙ୍ଗଳା ଛାଡିବେ କେଜ୍ରିୱାଲ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହଠାତ୍ ତାଙ୍କ ଇସ୍ତଫା ଘୋଷଣା କରିଥିଲେ
କେଜରିୱାଲ ଇସ୍ତଫା ଦେଲେ କିଏ ହେବେ ମୁଖ୍ୟମନ୍ତ୍ରୀ
ତେବେ କେଜରିୱାଲ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଲୋକେ ତାଙ୍କୁ ‘ସଚ୍ଚୋଟ ପ୍ରମାଣପତ୍ର’ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଚୌକିରେ ପୁଣି ଥରେ ବସିବେନି।...
କାଲି ବନ୍ଦେ ଭାରତର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ଚକ୍ରଧରପୁରରେ ପହଞ୍ଚିବ। ହାୱଡା-ରାଉରକେଲା ମଧ୍ୟରେ ଦୂରତା ୪୧୩ କିମି ଅତିକ୍ରମ କରିବାକୁ ଟ୍ରେନ୍କୁ ମୋଟ ୫ଘଣ୍ଟା ୫୦ ମିନିଟ୍ ସମୟ ଲାଗିବ।
୧୭ରେ ଓଡ଼ିଶାର ୧୦ ଲକ୍ଷ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ
୧୭ରେ ଓଡ଼ିଶାର ୧୦ ଲକ୍ଷ ହିତାଧିକାରୀଙ୍କୁ ଆବାସ ବାଣ୍ଟିବେ ପ୍ରଧାନମନ୍ତ୍ରୀ
ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେପି
୨୦୧୫ ବିଧାନସଭା ନିର୍ବାଚନରେ କିରଣ ବେଦୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ବିଜେପି ମୈଦାନକୁ ଓହ୍ଲାଇଥିଲା ।
କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ମହାରାଷ୍ଟ୍ରର ରାଏଗଡ଼ ଜିଲ୍ଲାରେ ଘଟିଛି ଏହି ଘଟଣା। ସେହିପରି ଏହି ଦୁର୍ଘଟଣାରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି।
ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବେଲ୍
ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ
ଲୋକଙ୍କ ହିତ ଏବଂ ନ୍ୟାୟ ପାଇଁ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ।
ରାଜଧାନୀରେ ବ୍ୟାନ ହେଲା ବାଣ
ବର୍ଦ୍ଧିତ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର
ମଣିପୁରରେ ପୁଣି ବ୍ୟାପିଲା ହିଂସା, ଜିରିବାମରେ ୫ ମୃତ
ଗତ କିଛିମାସ ହେବ ମଣିପୁର ହିଂସାର ନିଆଁରେ ଜଳିବାରେ ଲାଗିଛି
ଟାଇମ୍ସ ଟାୱାରରେ ଭୀଷଣ ଅଗ୍ନିକାଣ୍ଡ
ହୁ ହୁ ହୋଇ ଜଳିଲା ଟାଇମ୍ସ ଟାୱାର
ହସିନାଙ୍କୁ ଚେତାବନୀ ଦେଲ ୟୁନୁସ, କହିଲେ ମୁହଁରେ ତାଲା
ଗତ ଅଗଷ୍ଟ ୫ ତାରିଖରେ ବାଂଲାଦେଶରେ ସରକାର ବଦଳିବା ପରଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତରେ ଅଛନ୍ତି