National
କୃଷକଙ୍କ ମୁହଁରେ ହସ ଫୁଟାଇଲେ ମୋଦି ସରକାର
କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ କରାଯାଇଛି।
ଲଗାଣ ବର୍ଷାରେ ବେହାଲ ଗୁଜୁରାଟ
ଲଗାଣ ବର୍ଷା ପରେ ଉବୁଟୁବୁ ଗୁଜରାଟର ବିଭିନ୍ନ ଅଞ୍ଚଳ। ଚାରିଆଡେ କେବଳ ପାଣି ଆଉ ପାଣି। ତୁହାକୁ ତୁହା ବର୍ଷା ଲାଗି ରହିଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା...
ପୁଣେରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଦୁର୍ଘଟଣାର ଖବର ମିଳିବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି ।
ଟ୍ରେନରେ ପୋଲାଣ୍ଡ ଯିବେ ମୋଦୀ
ଟ୍ରେନର କ୍ୟାବିନ ବିଶେଷ ପ୍ରକାରର କାଠରେ ତିଆରି କରାଯାଇଛି । ମିଟିଂ ପାଇଁ ଟେବୁଲ ଏବଂ ସୋଫାର ବ୍ୟବସ୍ଥା ରହିଛି ।
ମୋ ଭାଇ କୁ କଡା ଶାସ୍ତି ମିଳୁ
ତେବେ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ନେଇ ସବୁଠି ଚର୍ଚ୍ଚା ।
ଏମ୍ସ, ଓପୋଲୋ ସମେତ ଅନେକ ହସ୍ପିଟାଲକୁ ବୋମା ମାଡ଼ ଧମକ
ଦେଶର ବଡ଼ ବଡ଼ ହସପିଟାଲକୁ ଉଡ଼ାଇବାକୁ ଧମକ
ଆଜି ବି ନିରାଶ ହେଲେ କେଜ୍ରିୱାଲ, ମିଳିଲାନି ଜାମିନ
ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି
ଭାରତର ଦାବି ଆଗରେ ମୁଣ୍ଡ ନଇଁଲା ଋଷିଆ
ଭାରତର ଲଗାତାର ଚାପ ପରେ ଋଷିଆ ଶେଷରେ ତା' ସେନାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଆଶ୍ୱସନା ଦେଇଛି
ବ୍ରାଜିଲ୍ରେ ବିମାନ ଦୁର୍ଘଟଣା, ୬୨ ମୃତ
ଅପରାହ୍ନ ୧ଟା ୩୦ରେ ବିମାନ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।
ବାଂଲାଦେଶ ହିଂସା: ଆଲର୍ଟରେ ଓଡ଼ିଶା
ବାଂଲାଦେଶରେ ଦେଖାଦେଇଥିବା ହିଂସା ଏବେ ଚରମ ସୀମାରେ ପହଂଚିଛି
ବାଂଲାଦେଶରେ ଅଶାନ୍ତି, ସଂକଟରେ ଭାରତର ୧୨ କମ୍ପାନି
ବାଂଲାଦେଶରେ ଜାରି ପରିସ୍ଥିତି ଯୋଗୁ ଭାରତର ଅନେକ କମ୍ପାନି ପ୍ରଭାବିତ ହୋଇପାରନ୍ତି
ହସିନା ବାଂଲାଦେଶ ଛାଡ଼ିବା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନରେ କ'ଣ...
ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାହୁଁ ନଥିଲେ ଶେଖ ହସିନା।
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ ଦିଲ୍ଲୀରେ ବଡ଼ ହଲଚଲ
ବାଂଲାଦେଶରେ ରାଜନୈତିକ ଅସ୍ଥିରତା ନେଇ ଦିଲ୍ଲୀରେ ବଡ଼ ହଲଚଲ
କୋରବା ଏକ୍ସପ୍ରେସରେ ଅଗ୍ନିକାଣ୍ଡ
ଛତିଶଗଡ଼ର କୋରବାରୁ ବିଶାଖାପାଟଣାରେ ପହଞ୍ଚିଥିବା କୋରବା ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ
ବସ୍-କାର୍ ମୁହାଁମୁହିଁ ଧକ୍କା; ୭ ମୃତ, ୨୫ରୁ ଅଧିକ ଆହତ
ଭୟଙ୍କର ଦୁର୍ଘଟଣା । ବସ୍ ସହ ମୁହାଁମୁହିଁ ଧକ୍କା ହେଲା କାର୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି ।
ଦିଲ୍ଲୀ-ଏନସିଆରରେ ବର୍ଷା ତାଣ୍ଡବ; ବିଭିନ୍ନ କାରଣରୁ ୯ମୃତ, ୩ଜଣ...
ଦିଲ୍ଲୀ-ଏନସିଆରରେ ବର୍ଷା ବିତ୍ପାତ
ଆଇଏଏସ ପଦ ହରାଇଲେ ପୂଜା, ଭବିଷ୍ୟତରେ ବି ଦେଇ ପାରିବେନି ପରୀକ୍ଷା
ବିବାଦରେ ଥିବା ଟ୍ରେନି ଆଇଏଏସ୍ ପୂଜା ଖେଡ଼କରଙ୍କୁ ଶକ୍ତ ଝଟକା ଲାଗସିଛି