Politics

ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ଦେଲେ ନବୀନ

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହେଲେ ସାଂସଦ ମାନସ ମଙ୍ଗରାଜ

ଓଡିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଅନୁରାଗ

ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇକେନ୍ଦ୍ର ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଧମକାଇବା ଲାଗି ଚେଷ୍ଟା କରୁଛନ୍ତି:ଜୟ ନାରାୟଣ

ମୁଖ୍ୟମନ୍ତ୍ରୀଙ୍କ ବିବୃତି ଉପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର

ଶ୍ରଦ୍ଧା କିଏ: ବସନ୍ତ ପଣ୍ଡା

ଶ୍ରଦ୍ଧା କିଏ ବୋଲି ପଚାରିଲେ ବିଜେପି ସାଂସଦ ବସନ୍ତ ପଣ୍ଡା

ବିଜୁ ଯୁବ ବାହିନୀ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ...

ବନ୍ଦ ହୋଇଯାଇଥିବା ବିଜୁ ଯୁବ ବାହିନୀ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ଦେଇଛନ୍ତି ସରକାର ।

ମୁଁ ରାଜନୀତିରୁ ସନ୍ନ୍ୟାସ ନେବି

୫-ଟି ହେଉଛି ଏକ ଚିନ୍ତାଧାରା । ଯିଏ ପ୍ରଭାବିତ ହୁଅନ୍ତୁ କି ନ ହୁଅନ୍ତୁ କିନ୍ତୁ ଦୁଇ ବିରୋଧୀ ମିଶ୍ର ବେଶୀ ପ୍ରଭାବିତ ହୋଇଛନ୍ତି

ସସପେଣ୍ତ୍‌ ହେଲେ ୨ ବିଜେପି ବିଧାୟକ

ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗିଲେ; ସସପେଣ୍ତ୍‌ ହେଲେ ୨ ବିଜେପି ବିଧାୟକ

ପ୍ରତାପ ଜେନାଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କଲେ କୋର୍ଟ

ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡୁଆ ଦିନକୁ ଦିନ ବଢିବାକୁ ଲାଗିଛି

ପଦ୍ମ ଧରିଲେ ଅର୍କ କେଶରୀ

ଅର୍କ କେଶରୀଙ୍କ ସହ ତାଙ୍କ ପତ୍ନୀ ମାଳକ୍କା ଦେବୀ ବି ପଦ୍ମ ଧରିଲେ ।

ଅତନୁଙ୍କୁ ଘେରିଲେ ନରସିଂହ ଓ ତାରା

ଆଜି ବିଧାନସଭା ଅଧିବେଶନରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗ ଆଦି‌କୁ ନେଇ ଆଲୋଚନା ଚାଲିଥିବା ବେଳେ ଉଚଶିକ୍ଷା ମନ୍ତ୍ରୀ ଅତନୁ...

ବଢିଲା ପ୍ରତାପ ଜେନାଙ୍କ ଅଡୁଆ

ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମଡର କେସ ର ନୂଆ ମୋଡ ନେଇଛି

ସମୀର ରଞ୍ଜନ ଦାଶଙ୍କୁ କଳାପତାକା

ନିମାପଡା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ବିରୋଧ

ବିଧାନସଭାରେ ଉଠାଇବୁ ସୌମ୍ୟ ପ୍ରସଙ୍ଗ: ଜୟନାରାୟଣ

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରାଯିବା ଘଟଣାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ନେତା

ସବ୍‌ସିଡି ସ୍କାମ୍‌ ମାମଲାରେ ସୁଧାଂଶୁ ବହିଷ୍କାର

ଦୁଇ ଜଣ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

‘ସମ୍ବାଦ’ ଲୋନ୍‌ ସ୍କାମ୍‌ ନେଇ ସୌମ୍ୟ ବହିଷ୍କାର

‘ସମ୍ବାଦ’ ଲୋନ୍‌ ସ୍କାମ୍‌ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି।

ଏଭଳି ବହିଷ୍କାର ନିଷ୍ପତ୍ତି ନିନ୍ଦନୀୟ: ଜୟନାରାୟଣ

ବିଜେଡିରୁ ଦୁଇ ବିଧାୟକଙ୍କୁ ବହିଷ୍କୃତ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ।

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଦାୟିତ୍ୱ

ପ୍ରମିଳା ଇସ୍ତଫା ଦେବା ପରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଦିଆଯାଇଛି ରାଜସ୍ୱ ବିଭାଗ