Politics
ଧର୍ମେନ୍ଦ୍ରଙ୍କୁ ପରାମର୍ଶ ଦେଲେ ଭର୍ତ୍ତୃହରି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରଶଂସା କରିବା ସହ କିଛି ପରାମର୍ଶ ଦେଇଛନ୍ତି
ପୁରୀରେ ନିର୍ମାଣ ହେବ ୭ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ
ବ୍ରହ୍ମଗିରୀ, କୃଷ୍ଣପ୍ରସାଦ, କଣାସ ଓ ପୁରୀ ସଦର ବ୍ଲକରେ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରାଯିବ ।
ବିଜେଡି କାର୍ଯ୍ୟକାରିଣୀରେ ପାଣ୍ଡିଆନଙ୍କ ବଡ ଘୋଷଣା : ଲଢ଼ିବେନି ନିର୍ବାଚନ,
ମୁଖ୍ୟମନ୍ତ୍ରୀ ମୋ ଗୁରୁ ନବୀନ ମୋ ‘ବାପା’ ବୋଲି ସମ୍ବୋଧନ କଲେ ଭି କାର୍ତ୍ତିକେୟ ପାଣ୍ଡିଆନ୍
ବିଜେଡି ନିରାଶାରେ ଭାଙ୍ଗି ପଡିଛି-ବିଜେପି
ମଦ ବ୍ୟବସାୟୀଙ୍କ ଘରୁ କଳାଟଙ୍କା ଜବତ ଘଟଣାରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି ।
ପୁରୀ ଗସ୍ତକରି ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ...
ପୁରୀ ଗସ୍ତକରି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ଲୋକସଭାରୁ TMC ସାଂସଦ ମହୁଆ ମୈତ୍ର ବହିଷ୍କୃତ
ଲୋକସଭାରୁ ବହିଷ୍କାର ହେଲେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ।
ଆଜିଠୁ ତେଲେଙ୍ଗାନାରେ ଶପଥ ନେବେ ରେବନ୍ତ ରେଡ୍ଡୀ
ଆଜିଠୁ ତେଲେଙ୍ଗାନାରେ ରେବନ୍ତ ସରକାର । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୫୪ ବର୍ଷୀୟ କଂଗ୍ରେସ ନେତା ରେବନ୍ତ ରେଡ୍ଡୀ ।
ରାଜ୍ୟରେ ମହିଳା ଓ ଶିଶୁ ମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି:ବିଜେପି
ରାଜ୍ୟରେ ଅସୁରକ୍ଷିତ ମହିଳା ଓ ଶିଶୁ
ଆଗୁଆ ଶୁଭେଚ୍ଛା ଦେଇ ନିଲମ୍ବିତ ହେଲେ ତେଲେଙ୍ଗାନା DGP
ମହଙ୍ଗା ପଡ଼ିଲା ଆଗୁଆ ଶୁଭେଚ୍ଛା, ନିଲମ୍ବିତ ହେଲେ ତେଲେଙ୍ଗାନା DGP
ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେସିଆର
ତେଲେଙ୍ଗାନାରେ ଚାଲିଲା ନାହିଁ କେସିଆରଙ୍କ ଯାଦୁ । ବିଆରଏସକୁ ଚକମା ଦେଇ ପୂର୍ଣ୍ଣ ବହୁମତ ଅଭିମୁଖେ କଂଗ୍ରେସ
ତିନି ରାଜ୍ୟରେ ଫୁଟିବ ପଦ୍ମ, ତେଲେଙ୍ଗାନାରେ ସୀମିତ ରହିବ କଂଗ୍ରେସର...
ଗତ ମାସରେ ତେଲେଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମିଜୋରାମରେ ବିଧାନସଭା ନିର୍ବାଚନ ହୋଇଥିଲା।
ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ
ମିଜୋରାମରେ ବଦଳିଲା ଭୋଟ ଗଣତି ତାରିଖ। ଡିସେମ୍ବର ୩ ପରିବର୍ତ୍ତେ ଡିସେମ୍ବର ୪ରେ ହେବ ମତ ଗଣନା।
ଡିସେମ୍ବର ୩୧ ସୁଦ୍ଧା ସରିବ ଭୁବନେଶ୍ବର ବରମୁଣ୍ଡା ବସ୍ ଟର୍ମିନାଲ୍
ଗ୍ରାଉଣ୍ଡରେ ସ୍ଥିତି ପରଖିଲେ ଫାଇଭ୍ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ୍
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ନୂଆ ହେଲପଲାଇନ୍ ନମ୍ବର
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ହେଲପଲାଇନ୍ ନମ୍ବର ମଧ୍ୟ ଲୋକାର୍ପିତ ହୋଇଛି ।
‘ବିଜୁ ବାବୁ ଜଣେ ସ୍ୱାଭିମାନୀ ଓଡ଼ିଆ ଥିଲେ, ତାଙ୍କ ଆତ୍ମା ଏବେ କଷ୍ଟ...
ଦୀର୍ଘଦିନର ଚର୍ଚ୍ଚା ପରେ ଶେଷରେ ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି 5T ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍