Politics
ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଅପରାଜିତା ଷଡଙ୍ଗୀଙ୍କ ପ୍ରତିକ୍ରିୟା
ଯେବେ ବି ଓଡିଶାରେ ନିର୍ବାଚନ ହେବ ଆମେ ପ୍ରସ୍ତୁତ ରହିଛୁ
ଭୁବନେଶ୍ୱରରେ ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱରରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା
କଂଗ୍ରେସକୁ ଢଳୁଛନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗୀ
କଂଗ୍ରେସ ଆଡେ ଢଳୁଛନ୍ତି ବରିଷ୍ଠ ନେତା ଜୟରାମ ପାଙ୍ଗୀ
ରାଜନୀତି ମୈଦାନକୁ ଓହ୍ଲାଇବେ ପ୍ରିୟଙ୍କା ଗାନ୍ଧୀ , ଲଢିବେ ୨୦୨୪...
ପ୍ରିୟଙ୍କା ଲଢିବେ ୨୦୨୪ ସାଧାରଣ ନିର୍ବାଚନ? ରବର୍ଟ ଭଦ୍ରା ଦେଲେ ବଡ଼ ସଂକେତ
ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଛି
ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ...
ଆଜି ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ। ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ, ୬ଟି ସରପଞ୍ଚ, ୬୪ଟି ୱାର୍ଡ ମେମ୍ବର ଓ ୯ଟି ପଞ୍ଚାୟତ ସମିତି ସଦସ୍ୟ ପଦ ପାଇଁ...
ସାଂସଦ କୁ ଫେରିବେ ରାହୁଲ ଗାନ୍ଧୀ
ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟତା ପୁନରୁଦ୍ଧାର କରାଯାଇଛି। ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।
ସୁପ୍ରିମ କୋର୍ଟ ରୁ ରାହୁଲ ଗାନ୍ଧୀଙ୍କୁ ମିଳିଲା ଆଶ୍ବସ୍ତି, କଂଗ୍ରେସ...
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ବଡ ଆଶ୍ୱସ୍ତି ମିଳିଛି ସାଂସଦ ପଦ ଫେରିବା ନେଇ ଚର୍ଚ୍ଚା, କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ
ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା
ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାଁ ଘୋଷଣା
ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି
ମଣିପୁର ପ୍ରସଙ୍ଗରେ ଲୋକସଭାରେ ବିରୋଧୀ ଆଇଏନଡିଆଇଏ ମେଣ୍ଟ ଦ୍ୱାରା ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିଜୁ ଜନତା ଦଳ ବିରୋଧ କରିବ
ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ୍
ଟାଟା ବିରୋଧୀ ଆନ୍ଦୋଳନର ନାୟକ, ପୂର୍ବତନ ବିଧାୟକ ତଥା ବିଶିଷ୍ଟ କମ୍ଯୁନିଷ୍ଟ ନେତା ନାରାୟଣ ରେଡ୍ଡିଂକ ସମେତ ୧୩ ଜଣଂକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏନଡିଏକୁ ଫେରିବେ ନୀତିଶ
ପୁଣି ବିଜେପି ନେତୃତ୍ବାଧୀନ ଏନଡିଏକୁ ଫେରିବେ କି ନୀତିଶ କୁମାର
ରତ୍ନଭଣ୍ଡାର ପ୍ରସଙ୍ଗ: ସରକାରଙ୍କୁ ଘେରିଲା କଂଗ୍ରେସ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ପ୍ରଦେଶ କଂଗ୍ରେସ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି
ବର୍ଷା ସିଂ ବରିହାଙ୍କ ବିରୋଧରେ ମାମଲା ରୁଜୁ
ପାଇକମାଳ ବ୍ଲକ୍ କାର୍ୟ୍ୟାଳୟରେ ମାରପିଟ୍ ସହ ଗାଳିଗୁଲଜ ଅଭିଯୋଗରେ ପାଇକମାଳ ଥାନାରେ ପଦମପୁର ବିଧାୟିକା ବର୍ଷା ସିଂ ବରିହାଙ୍କ ସହ ଅନ୍ୟମାନଙ୍କ ବିରୋଧରେ...
ବିରୋଧୀ ମେଣ୍ଟକୁ ମୋଦୀଙ୍କ କଟାକ୍ଷ
ବିରୋଧୀ ମେଣ୍ଟ ‘ଇ-ଣ୍ଡି-ଆ’ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କଟାକ୍ଷ କରିଛନ୍ତି
ମହାନଦୀ, ପୋଲାଭରମ, କୋଟିଆ ପ୍ରସଙ୍ଗକୁ ବିଜେଡି ଭୁଲିଗଲା କେମିତି...
ଗତକାଲି ହୋଇଥିବା ବିଜୁ ଜନତା ଦଳର ସଂସଦୀୟ ଦଳ ବୈଠକରେ ମହାନଦୀ, ପୋଲାଭରମ, କୋଟିଆ ପ୍ରସଙ୍ଗ ସ୍ଥାନ ନପାଇବା ବଡ ଆଶ୍ଚର୍ଯ୍ୟର ବିଷୟ
୨୨ରେ କଂଗ୍ରେସର କାର୍ଯ୍ୟକାରିଣୀ
ଆସନ୍ତା ୨୨ ତାରିଖରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଏପ୍ରିଲ ୨୪ ତାରିଖରେ କଂଗ୍ରେସର ଏକ୍ଜିକ୍ୟୁଟିଭ୍ କମିଟି ଗଠନ ହେବା ପରେ ଏହା...