Politics
ଆଜିଠୁ ଆରମ୍ଭ ହେଲା ଭୋଟର ତାଲିକା ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ...
୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ଆମ ଓଡିଶା ନବୀନ ଓଡିଶା : ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଶୁଭାରମ୍ଭ...
ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ଵାକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା...
ପାଣ୍ଡିଆନଙ୍କୁ ନେଇ ସରଗରମ ରାଜ୍ୟ ରାଜନୀତି
ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଲମ୍ଫ ପ୍ରଦାନ କରିଥିବା ଭିକେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଥମୁନି
ମୁଁ ମିଛୁଆ ନୁହେଁ କହିଲେ ଦେବୀ
ଦେବୀ ମିଶ୍ର ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ କହିବା ଭିଡିଓ ଭାଇରାଲ ପ୍ରସଙ୍ଗ
ରଘୁବର ଦାସ ହେଲେ ଓଡ଼ିଶାର ରାଜ୍ୟପାଳ
ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମିଳିଛି ନୂଆ ଦାୟିତ୍ୱ।
ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ
ରଘୁବର ଦାସ ହେବେ ଓଡ଼ିଶାର ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଜାରି ହେଲା ସୂଚନା ।
ସବରେଜିଷ୍ଟ୍ରାର ଅଫିସରେ ସୋମାଲିକା
ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ଧୀରେ ଧୀରେ ବଢିବାରେ ଲାଗିଛି
ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ଅପରାଜିତା
ଡେରାସ ଜମି ଦୁର୍ନୀତି ବିରୋଧରେ ବିଶାଳ ଜନ ଆନ୍ଦୋଳନ
ଚର୍ଚ୍ଚାରେ ପୁରୀ : ମୋଦୀ-ନବୀନ ଲଢ଼େଇ
୨୦୨୪ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ...
ପୁରୀରୁ ଲଢ଼ିବେ ନବୀନ
ପୁରୀରୁ ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବଦଳିଲା ବିଧାନସଭା ନିର୍ବାଚନ ତାରିଖ
ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ । ନଭେମ୍ବର ୨୩ ବଦଳରେ ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟଗ୍ରହଣ ।
'ଆମ ଓଡ଼ିଶା ନବୀନ ଓଡ଼ିଶା'ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।
ନୂଆ ବୋତଲ, ପୁରୁଣା ମଦ:ଅପରାଜିତା
ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସମାଲୋଚନା କରିଛନ୍ତି
କୋର୍ଟ ଯିବ ବିଜେପି : ମୋହନ ମାଝୀ
ଆମ ଓଡିଶା ନବୀନ ଓଡିଶା ବିଜ୍ଞାପନରେ ଶଙ୍ଖ ଚିହ୍ନ ସ୍ଥାନିତ ପ୍ରସଙ୍ଗ
ବଢିଲା ବିଜୟଙ୍କ ଅଡୁଆ
'ମତେ ନ୍ୟାୟ ମିଳିନି । ସେ କେମିତି ବାହା ହେଇଯିବେ ? କୋର୍ଟଙ୍କ ଦ୍ୱାରସ୍ଥ ହେବି ଓ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବି
ଅନୁଗୁଳ ଜିଲ୍ଲା ବିଜେଡିର ଦୁଇ ନେତା ନିଲମ୍ବିତ
ଦଳବିରୋଧୀ କାର୍ଯ୍ୟ ପାଇଁ ଆଉ ଦୁଇ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ