Politics

କଂଗ୍ରେସରୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ମଥ ରାଉତରାୟ

ମନ୍ମଥ କହିଛନ୍ତି, କଂଗ୍ରେସରେ ମୁଁ ସଦସ୍ୟ ନଥିଲି, ନିଲମ୍ବନ କଣ ହେବି?

ମନ୍ମଥଙ୍କୁ ନିଲମ୍ବନ, ସୁରଙ୍କ ପ୍ରତିକ୍ରିୟା

ମନ୍ମଥ ରାଉତରାୟଙ୍କ ସସପେଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ ସୁର ରାଉତରାୟ

ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ କଂଗ୍ରେସରୁ ନିଲମ୍ବିତ

ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତରେ କେତେ ଟଙ୍କା ଖର୍ଚ୍ଚ ହୋଇଛି? ଜବାବ...

5-T ସଚିବ ଭି.କେ ପାଣ୍ଡିଆନ ହେଲିକପ୍ଟରରେ ସମଗ୍ର ଓଡ଼ିଶା ବୁଲୁଛନ୍ତି

ବିଜେଡିରୁ ବିଦା ହେଲେ ବିପିନ ଚନ୍ଦ୍ର ପ୍ରଧାନ

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ

ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ

ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପନିର୍ବାଚନ ସ୍ଥଗିତ

ମାତୃଶକ୍ତିର କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ୟାସ ମୂଲ୍ୟ ଶସ୍ତା...

ରକ୍ଷା ବନ୍ଧନର ଦିନକ ପୂର୍ବରୁ କେନ୍ଦ୍ର ସରକାର ରନ୍ଧନ ଗ୍ୟାସ ସିଲିଣ୍ଡର ଦାମ୍ ହ୍ରାସ କରିଛନ୍ତି

ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ ଜଗଦ୍ଦେବ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ରେ ମିଶିବା ସମ୍ଭାବନା

ସୌମ୍ୟ ଅତିଷ୍ଠ ହୋଇପଡିଛନ୍ତି : ସୁର

ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ନିଜ ଖବର କାଗଜ ସମ୍ପାଦକୀୟରେ ଯେଉଁ ଆଲେଖ୍ୟ ଲେଖୁଛନ୍ତି ତାହାକୁ ନେଇ ବିଭିନ୍ନ ମହଲରୁ...

ସୌମ୍ୟ ବାବୁ ଯେଉଁ କଥା କହୁଛନ୍ତି ତା ଉପରେ ବିଚାର କରିବା ଦରକାର:ଅପରାଜିତା

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଘରର ହାଲଚାଲ ସମ୍ପାଦକୀୟକୁ ନେଇ ପୁଣି ରାଜନୈତିକ ଚର୍ଚ୍ଚା ସୃଷ୍ଟି ହୋଇଛି

୫-ଟି ସଚିବଙ୍କ ଗଞ୍ଜାମ ଗସ୍ତ: ରାଜ୍ୟର ପ୍ରଗତିରେ ଭାଗିଦାରୀ ହୁଅନ୍ତୁ...

୫-ଟି ସଚିବଙ୍କ ଗଞ୍ଜାମ ଗସ୍ତ: ରାଜ୍ୟର ପ୍ରଗତିରେ ଭାଗିଦାରୀ ହୁଅନ୍ତୁ ମହିଳା ଓ ଯୁବ ଗୋଷ୍ଠୀ

ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡା-ବୋତଲ ମାଡ଼

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କଲେ ବିଜେଡି କର୍ମୀ

ଓଡିଶା ପାଇଁ ଲଜ୍ଜ୍ୟା ଜନକ- ଲେଖାଶ୍ରୀ

ନିର୍ଯାତନା ପାଇଁ ମହିଳା ହୋମଗାର୍ଡ ଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା

ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ରାଜ୍ୟସ୍ତରୀୟ ପଂଚାୟତ ପ୍ରତିନିଧି...

ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ରାଜ୍ୟସ୍ତରୀୟ ପଂଚାୟତ ପ୍ରତିନିଧି ସମ୍ମିଳନୀ

ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ଼ ଘଟଣା ପରେ ବିଜୟ ପଟ୍ଟନାୟକଙ୍କ...

ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ଼ ଘଟଣା ପରେ ଏମିତି ପରାମର୍ଶ ଦେଲେ ବିଜୟ ପଟ୍ଟନାୟକ

ଭାରତ ସୀମାରେ ଅନୁପ୍ରବେଶ କରିଛନ୍ତି ଚୀନ୍ ସୈନ୍ୟ; ରାହୁଲ ଗାନ୍ଧୀ

ମିଛ କହିଛନ୍ତି ପ୍ରଧାନମନ୍ତ୍ରୀ, ଭାରତ ସୀମାରେ ଅନୁପ୍ରବେଶ କରିଛନ୍ତି ଚୀନ୍ ସୈନ୍ୟ; ରାହୁଲ ଗାନ୍ଧୀ

ବିଜେଡିକୁ ଦୋହଲାଇ ଦେଲା ସୌମ୍ୟଙ୍କ ଲେଖା

ବିଜେଡିକୁ ଦୋହଲାଇ ଦେଲା ସୌମ୍ୟଙ୍କ ଲେଖା, କଡ଼ା କାଉଣ୍ଟର କଲେ ଅନୁଭବ

କଂଗ୍ରେସ ତରଫରୁ ବ୍ଲକ ଘେରାଉ

" ବିଜେଡି ବିଜେପି ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ବ "

ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ