City
ଟ୍ୱିନ୍ ସିଟିରେ ଆରମ୍ଭ ହେଲା ଭସାଣୀ
ସରିଲା ଦଶହରା । ଆରମ୍ଭ ହେଲା ଭସାଣୀ ଯାତ୍ରା
ଶ୍ରୀମନ୍ଦିରରେ ଓମ୍ଫେଡ୍ ଘିଅ ବ୍ୟବହାର କରିବାକୁ ନିର୍ଦ୍ଦେଶ
ସେହିପରି ଖଜା ୫ ଓ ୧୦ ଟଙ୍କା ସ୍ଥାନରେ ପ୍ରାୟ ୨୦ ଓ ୪୦ ଟଙ୍କା ହୋଇଛି ।
ପୁଣି ସାଲିଆ ସାହିରେ ଠାବ ହେଲା ଚୋରା ଦେଶୀ ମଦଭାଟି
ସାଲିଆ ସାହିରେ ପୁଣି ଅବକାରୀ ବିଭାଗର ରେଡ୍
ଥାନାରେ ପଢ଼ାଇଲେ ଆଇନର ପାଠ
ଥାନାରେ ପୋଲିସକୁ ମହିଳାଙ୍କ ଦୁର୍ବ୍ୟବହାର ଅଭିଯୋଗ
ଭାରତୀୟ ତଟ ରକ୍ଷୀ ବାହିନୀ ର ଅଭ୍ୟାସ କାର୍ମଶାଳା
ଭାରତୀୟ ତଟ ରକ୍ଷକ ପକ୍ଷରୁ ୦୭-୦୮ ଅକ୍ଟୋବର ୨୦୨୪ ରେ ପାରାଦୀପ ଉପକୂଳରେ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କର୍ମଶାଳା ଏବଂ ସାମୁଦ୍ରିକ ଅଭ୍ୟାସର ଆୟୋଜନ
ପୀଠ ପରିଷଦ - ଆଦିତ୍ୟ ବାହିନୀ - ଆନନ୍ଦ ବାହିନୀ ପାରାଦ୍ଵୀପ ଶାଖାର...
ପାରାଦ୍ଵୀପ ଶାଖାର ଦ୍ଵିତୀୟ ବାର୍ଷିକ ମହୋତ୍ସବ ପବିତ୍ର ମହାଳୟା ତିଥିରେ ଇଂ ତା-୦୨.୧୦.୨୦୨୪ ପାରାଦ୍ଵୀପ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି।
ଗୋଟିଏ ବୋଟ୍ କୁ ଉଦ୍ଧାର କରିବାକୁ ଯାଇ ଆଉ ଗୋଟିଏ ବୋଟ୍ ଫସିଲା
ଏକ ସମ୍ବେଦନଶୀଳ ପରିସ୍ଥିତି ରେ ଧର୍ମସାଖୀ କମ୍ପାନୀ ର ୨ଟି ବୋଟ୍ କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣିଛି ପାରାଦୀପ ବନ୍ଦର ପ୍ରଶାସନ ର ଟଗ୍ ବୋଟ୍ ସାନଭି ।
ଶ୍ରେଷ୍ଠ ମେଢ଼ ପୂଜା ମଣ୍ଡପ କୁ ପୁରସ୍କୃତ
ପାରାଦୀପ ବିଶ୍ଵକର୍ମା ପୁଜା ମହୋତ୍ସବ ର ଶ୍ରେଷ୍ଠ ମେଢ଼ ମଣ୍ଡପ ସବୁ ଚୟନ କରାଯାଇ ପୁରସ୍କୃତ କରାଯାଇଛି
ଆନ୍ତର୍ଜାତୀୟ ଉପକୂଳ ସ୍ଵଚ୍ଛତା ଦିବସ-୨୦୨୪ ର ଆୟୋଜନ
ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ପାରାଦ୍ଵୀପ ଠାରେ ସମୁଦ୍ର ବେଳାଭୂମିରେ ଉପକୂଳ ସ୍ବଚ୍ଛତା ଅଭିଯାନ ର ଆୟୋଜନ କରାଯାଇଥିଲ।
ଭାରତୀୟ ତଟ ରକ୍ଷକ ଦ୍ଵାରା ପ୍ରଦୁଷଣ ପ୍ରତିକ୍ରିୟା କାର୍ଯ୍ୟଶାଳା...
ଏହି ପ୍ରଦୂଷଣ ପ୍ରତିକ୍ରିୟା କାର୍ଯ୍ୟଶାଳା ୧୮-୧୯ ସେପ୍ଟେମ୍ବର ୨୦୨୪ରେ ଓଡ଼ିଶା ରାଜ୍ୟର ପ୍ରାମୁଖ୍ୟ ହିତାଧିକାରୀଙ୍କୁ ନେଇ ଭାରତୀୟ ତଟ ରକ୍ଷକ ଜିଲ୍ଲା ମୁଖ୍ୟାଳୟ-୭,...
ପାରାଦୀପ ରିଫାଇନରୀରେ ଇଣ୍ଡିଆନ୍ ଅଏଲ୍ ଦିବସ -2024 ପାଳିତ
ପାରାଦୀପ ରିଫାଇନରୀରେ ୬୫ ତମ ଇଣ୍ଡିଆନ୍ ଅଏଲ୍ ଦିବସକୁ ଅତି ଉତ୍ସାହ ଏବଂ ଆନନ୍ଦ ସହିତ ପାଳନ
ପାରାଦୀପରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
ପାରାଦୀପ ବାଉରିଆପାଳନ୍ଦା ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି
ରାଜଧାନୀରେ ଗୁଣି ଗାରେଡ଼ି
ରାଜଧାନୀରେ ଚାଲିଥିଲା ଗୁଣି ଗାରେଡ଼ି । ଘର ଭିତରେ ଚାରି ଆଡେ଼ ଗାତ ଖୋଳି ଚାଲିଥିଲା ତନ୍ତ୍ର ପୂଜା
ସମୁଦ୍ର ମଧ୍ୟରେ ବଞ୍ଚିଲା ୧୧ଟି ମୂଲ୍ୟବାନ ଜୀବନ
ସମୁଦ୍ର ମଧ୍ୟରେ ବୁଡ଼ି ଯାଉଥିବା ଜାହାଜ ରୁ ୧୧ଟି ମୂଲ୍ୟବାନ ଜୀବନ ବଞ୍ଚାଇଲେ ଭାରତୀୟ ତଟରକ୍ଷୀ ବାହିନୀ
ପରଲୋକ ରେ ବରିଷ୍ଠ ଉପ ପ୍ରବନ୍ଧକ ରବିନ୍ଦ୍ର ଶୁକ୍ଳା
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ର ପୁର୍ବତନ ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ରବିନ୍ଦ୍ର ଶୁକ୍ଳା ଙ୍କ ଗତ ମଙ୍ଗଳବାର ଦିନ ଭୁବନେଶ୍ଵରସ୍ଥିତ ଆପୋଲୋ ହସ୍ପିଟାଲରେ ପରଲୋକ ହୋଇ...
ପାରାଦୀପ ରାସ୍ତା ଟ୍ରକ୍ ଜାମ୍ ର ମୁଖ୍ୟ କାରଣ ଜେଏସଡବ୍ଲ୍ୟୁ
ପୋଲ୍ ଖୋଲିଲା ପୋର୍ଟ୍, ନିଜର କ୍ଷମତା ବାହାରେ ଅଧିକ ଗାଡ଼ି ଲୋଡ୍ କରୁଛି, କିନ୍ତୁ ଅନ୍ ଲୋଡ୍ କରୁଛି କମ୍ ଗାଡ଼ି, ବର୍ଷିଲେ ଶୀଳ୍ପମନ୍ତ୍ରୀ ଓ ଜିଲ୍ଲାପାଳ ,...
ପୁଣି ଏକ ଜାହାଜକୁ ଗିରଫ ନିର୍ଦ୍ଦେଶ
ବାଂଲାଦେଶରୁ ପାରାଦୀପ ବନ୍ଦର କୁ ଆସିଥିବା ଏମଭି ୱାଡି ଆଲବୋସ୍ତାନ ନାମକ ଜାହାଜକୁ ଆରେଷ୍ଟ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦେଶ ।
ପାରାଦୀପ ଥାନା ରେ ୧୧ ସନ୍ଦିଗ୍ଧ ଅଟକ
କାଗଜ ପତ୍ର ଯାଞ୍ଚ୍ ସହ ଚାଲିଛି ପଚରା ଉଚରା , ବାଂଲାଦେଶୀ ଓ ବାଂଲାଭାଷୀ ନେଇ ଦ୍ବନ୍ଦ
ଅଚଳ ହେବାକୁ ଯାଉଛି ପାରାଦୀପ ବନ୍ଦର
ଜେସିସି ର ଆନ୍ଦୋଳନ ଡାକରାରେ ପରିବହନ ବ୍ୟବସ୍ଥା ରେ ସୃଷ୍ଟି ହେବାକୁ ଯାଉଛି ଅଚଳାବସ୍ଥା
ରାଜଧାନୀରେ ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ
ରାଜଧାନୀରେ ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ। ଏୟାରଫିଲଡ ଥାନା କୁହା ଗ୍ରାମରେ ଦୁଇ ସାଙ୍ଗଙ୍କୁ ନିର୍ମମ ହତ୍ୟା