State
ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ହିନ୍ଦୀ ଶିକ୍ଷୟିତ୍ରୀ...
ବଲାଙ୍ଗୀରରେ ଧରାପଡିଲେ ନକଲି ହିନ୍ଦୀ ଶିକ୍ଷୟିତ୍ରୀ
ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ ବଦଳିବ ରାଜ୍ୟରେ : ୬ ହଜାରରୁ ଅଧିକ...
ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ
ଚନ୍ଦ୍ରଠାରୁ ୧,୪୩୭କିମି ଦୂରରେ ଚନ୍ଦ୍ରଯାନ-୩
ଚନ୍ଦ୍ରଠାରୁ ୧,୪୩୭କିମି ଦୂରରେ ଚନ୍ଦ୍ରଯାନ-୩
ଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ
ସୁନ୍ଦରଗଡ ଜିଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଚୁନାଘାଟିରେ ଏକ ଲୁହା ବୋଝେଇ ଟ୍ରକ୍ ଘାଟିକୁ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି
ବାପାର କୋଦାଳ ଚୋଟରେ ପୁଅ ମୃତ
ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ
ଜାତୀୟ ଭୂମି ପୁରସ୍କାର ପାଇଥିବା ୧୯ଟି ଜିଲ୍ଲାକୁ ଆଜି ସମ୍ବର୍ଦ୍ଧିତ...
ଜମିଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡିଶା ଦେଶରେ ଶ୍ରେଷ୍ଠ ରାଜ୍ୟ ଭାବେ ସ୍ୱୀକୃତ ହୋଇଛି
ରନ୍ଧା ମଦ ସହ ତିନି ଅଭିଯୁକ୍ତ ଗିରଫ
ଟିଟିଲାଗଡ ଉପଖଣ୍ଡ ଅବକାରୀ ବିଭାଗ ତରଫରୁ ସଇଁତଲା ଥାନା ଅଞ୍ଚଳ ରୁ ରନ୍ଧାମଦ ସହ ତିନି ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଖଣି ମାଫିଆ ପ୍ରକାଶ କ୍ରସର ୟୁନିଟ୍ରେ ଚଢ଼ଉ
ଗିରଫ ଖଣି ମାଫିଆ ପ୍ରକାଶ ରାଉତରାୟ କ୍ରସର ୟୁନିଟ୍ରେ ଚଢ଼ଉ
ସେଲ୍ଫି ହେଲା କାଳ
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଗୋଟିଏ ଦିନରେ ନଦୀରେ ଭାସି ୪ଜଣ ନିଖୋଜ ହୋଇଯାଇଛନ୍ତି।
ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି।
ପୁଣି ଜବତ ହେଲା ମାଙ୍କଡା ପଥର ଗାଡି
ପଥର ଚୋରାଚାଲାଣ ବେଳେ ର ଚଢ଼ାଉ ଦୁଇଟି ଗାଡି ଜବତ ଡ୍ରାଇଭର ଫେରାର।
ଟ୍ରିପଲ୍ ମର୍ଡର ମାମଲାରେ ବାପାକୁ ଫାଶୀ ଓ ପୁଅକୁ ଆଜୀବନ ଜେଲ୍ ଦଣ୍ଡାଦେଶ
ପ୍ରାୟ ତିନି ବର୍ଷ ତଳେ ଏକ ଜମିଜମା ବିବାଦକୁ କେନ୍ଦ୍ରକରି ସମ୍ବଲପୁର ଜିଲ୍ଲାରେ ସଂଘଟିତ ଟ୍ରିପଲ ମର୍ଡର ମାମଲାରେ ଆଜି ରାୟ ଆସିଛି
ଛାତ୍ରୀଙ୍କ ଗାଲକୁ ଚିମୁଟି ବନ୍ଧା ହେଲେ ରସିକିଆ କଲେଜ ଅଧ୍ୟକ୍ଷ
୨ ଛାତ୍ରୀଙ୍କ ଗାଲକୁ ଚିମୁଟି ବନ୍ଧା ହେଲେ ରସିକିଆ କଲେଜ ଅଧ୍ୟକ୍ଷ
ଟମାଟୋ ପରେ ଏବେ ପିଆଜ ଦାମ ୧୦୦ ଟଙ୍କା ମୁଁହା
ଟମାଟୋ ରାସ୍ତାରେ ପିଆଜ, କଣ କରୁଛି ବିଭାଗ lଟମାଟୋ ପରେ ଏବେ ପିଆଜ ଦାମ ୧୦୦ ଟଙ୍କା ମୁଁହା
ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ୍ୟୁ
ଅଜଣା ଗାଡ଼ି ଧକ୍କାରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିବା ଜଣାପଡ଼ିଛି
ମୟୁରଭଞ୍ଜ ପୋଲିସ କୁ ବଡ ସଫଳତା
ମୟୁରଭଞ୍ଜ ପୋଲିସକୁ ବଡ ସଫଳତା, ୨୧ ଜଣ ଶିକାରୀଙ୍କୁ ଗିରଫ ସହ ୧୬୫ଟି ବନ୍ଧୁକ ଜବତ
ଆଦିବାସୀଙ୍କ ସମସ୍ୟା ବୁଝିବାକୁ ନବୀନଙ୍କ ନିର୍ଦ୍ଦେଶ
ଆଜି ବିଶ୍ବ ଆଦିବାସୀ ଦିବସ
କଲ୍ୟାଣୀ ସେବା ଟ୍ରଷ୍ଟ ମହାନତା
ଅସହାୟ ରୋଗୀ ଙ୍କୁ କଲ୍ୟାଣୀ ସେବା ଟ୍ରଷ୍ଟ ପକ୍ଷରୁ ସହଯୋଗ l
କୋର୍ଟ କୁ ଆସିଥିବା ବେଳେ ଉଠାଇନେଲା ପୋଲିସ
ପୋଲିସ କୁ ନିସ୍ତୁକ ମାଡ ଘଟଣା,, କୋର୍ଟ କୁ ଆସିଥିବା ଜଣେ ଦିବ୍ୟାଙ୍ଗ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଉଠାଇନେଲା ପୋଲିସ l









