State
ଭୁବନରେ ୭୭ତମ ସ୍ବାଧିନତା ଦିବସ ପାଳିତ
ଭୁବନରେ ୭୭ତମ ସ୍ବାଧିନତା ଦିବସ ପାଳିତ
ବଟି ମାଗିବାକୁ ଯାଇ ହଟହଟା, ଛେଚା ଖାଇଲେ ସରପଞ୍ଚ
ବଟି ମାଗିବାକୁ ଯାଇ ହଟହଟା ହେବା ସହ ଛେଚା ଖାଇଲେ ସରପଂଚ ।
ମହିଳାଙ୍କୁ ଖାଇଦେଲା କୁମ୍ଭୀର
ମହିଳାଙ୍କୁ ଟାଣିନେଇ କୁମ୍ଭୀର ଖାଇଦେଇଥିବା ସୂଚନା ମିଳିଛି।
ପାଣିରେ ଉଡିଲା ‘ତ୍ରିରଙ୍ଗା’
ଆକାଶ ନୁହେଁ, ପାଣିରେ ଉଡିଲା ‘ତ୍ରିରଙ୍ଗା’ ପତାକା: ଭାରତୀୟ ତଟ୍ଟରକ୍ଷୀ ବାହିନୀ କଲେ କମାଲ
ବାହାନଗା ଦୁର୍ଘଟଣା, ଏବେବି ପରିଚୟ ଖୋଜୁଛି ୨୯ ମୃତଦେହ
ବାହାନଗା ରେଳ ଦୁର୍ଘଟଣାକୁ ଦୁଇ ମାସରୁ ଅଧିକ ସମୟ ହୋଇଗଲାଣି
ନିଖିଳ ଉତ୍କଳ ଖଡୁରା ସମାଜ ଫୁଲବାଣୀ ତରଫରୁ ସ୍ଵେଛାକୃତ ରକ୍ତଦାନ...
ଗତ କିଛି ଦିନ ପୂର୍ବେ କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ପ୍ରତିଷ୍ଠା ହୋଇଥିଲା।
ଅର୍ଥନୀତିରେ ସମୃଦ୍ଧ ହୋଇଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ
ଅର୍ଥନୀତିରେ ସମୃଦ୍ଧ ହୋଇଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ
କୃଷି କ୍ରାନ୍ତି କୁ ନେଇ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଟିତ।
ବଲାଙ୍ଗୀର ଜିଲ୍ଲାର ବ୍ଲକ ଅଧିନସ୍ଥ ଅଦାବାହାଲ ଓ ମହୁଲପଡ଼ା ରେ ସ୍ବତନ୍ତ୍ର ଗ୍ରାମ ସଭା ଆୟୋଜକ କରିଥିଲେ ଲୋକ ଉନ୍ନତି ସଂଗଠନ
୭୭ ତମ ସ୍ବାଧନତା ଦିବସ ପାଳିତ।
ସାରା ଦେଶ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସର ରେ ଏହି ଟିଟିଲାଗଡ ହାଇସ୍କୁଲ ଖେଳ ପଡିଆରେ ୭୭ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି
ବାଇକ୍ କୁ ଧକ୍କା ଦେଲା ବାଇକ୍, ୪ ଜଣ ଗୁରୁତର
କନ୍ଧମାଳ ଜିଲ୍ଲା ଟିକାବାଲି ଇଲେକ୍ଟ୍ରି ଅଫିସ୍ ସମୂଖରେ ବାଇକ୍ କୁ ବାଇକ୍ ଧକା ହେବାରୁ ଶିଶୁ ସମେତ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି
ଫିରିଙ୍ଗିଆ ରେ ସ୍ୱାଧୀନତା ଦିବସ ପାଳିତ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ଧୁମ ଧାମରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି
ପତାକା ଉତ୍ତୋଳନ କରି ସାରି ଟଳି ପଡ଼ିଲେ ପ୍ରଧାନ ଶିକ୍ଷକ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମଲେଶ୍ଵରି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ପତାକା ଉତ୍ତୋଳନ କରି ସାରି ଟଳି ପଡ଼ିଲେ ପ୍ରଧାନ ଶିକ୍ଷକ
ଧାନ ବିଲରେ ସ୍ୱାଧୀନତା ଦିବସ ପାଳନ
ଧାନ ବିଲରେ ଚାଷୀ ଭାଇ ପାଳନ ୭୭ ତମ ସ୍ବାଧିନତା ଦିବସ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିକୋ ଠାରେ ବହୁ ଆଡ଼ମ୍ବର ସହିତ ପାଳନ...
୭୭ ତମ ସ୍ବାଧିନତା ଦିବସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିକୋ ଠାରେ ବହୁ ଆଡ଼ମ୍ବର ସହିତ ପାଳନ କରା ଯାଇଛି
ରାତି ପାହିଲେ ସ୍ୱାଧୀନତା
ରାତି ପାହିଲେ ଦେଶ ପାଳିବ ୭୭ ତମ ସ୍ୱାଧୀନତା ଦିବସ, ସଜେଇ ହୋଇଛି ଦେଶ , ସହର, ରାଜ୍ୟ ,
ଜେସିବି ଜବତ ଜଣେ ଗିରଫ
କୁଣ୍ତା ପଥର ପାହାଡ଼ ଉପରେ ଚଢ଼ାଉ ଗୋଟିଏ ଜେସିବି ଜବତ ଜଣେ ଗିରଫ
ବରଗଡ ସାଂସଦ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି
ବରଗଡ ସାଂସଦ ସୁରେଶ ପୂଜାରୀ ଗୁରୁତର ଅସୁସ୍ଥ
ପଞ୍ଚଭୂତରେ ଲୀନ ହେଲେ ସହିଦ୍ ନୀଳାଞ୍ଚଳ ପଟେଲ
ବୀର ପୁଅକୁ ଅଶ୍ରୁଳ ବିଦାୟ
ଓଡ଼ିଶାରେ ୪ଜଣ ପାଇବେ ରାଷ୍ଟ୍ରପତି ପଦକ
ଓଡ଼ିଶାରେ ୪ଜଣ ପାଇବେ ରାଷ୍ଟ୍ରପତି ପଦକ
ପୁଣି କଳା ପଲସର୍ ଆତଙ୍କ
ଭୁବନ ରେ ପୁଣି କଳା ପଲସର୍ ଆତଙ୍କ, ବନ୍ଧୁକ ଦେଖାଇ ଶିକ୍ଷୟିତ୍ରୀ ଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୁତ୍ତ









