State
ସାମ୍ନାକୁ ଆସିଲା ଚନ୍ଦ୍ରର ପ୍ରଥମ ଫଟୋ
ସଫଳତା ଦିଗରେ ଚନ୍ଦ୍ରୟାନ-୩ , ଗତକାଲି ସଫଳତାର ସହ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷରେ ପ୍ରବେଶ କରିଛି। ଆଜି ଏହା ଚନ୍ଦ୍ରର ପ୍ରଥମ ଫଟୋ ପଠାଇଛି। ଭାରତୀୟ ମହକାଶ...
ଅନିଶ୍ଚିତତା ମଧ୍ୟରେ ଉପକୂଳ ରାଜପଥ |
କୋଷ୍ଟାଲ ହାଇୱେ’ ପ୍ରକଳ୍ପର ସବୁ ଟେଣ୍ଡର ବାତିଲ: ପ୍ରକଳ୍ପକୁ ନେଇ ଅନିଶ୍ଚିତତା ବଢ଼ିଲା
ଫିରିଙ୍ଗିଆ ଥାନା ପୋଡି ମାମଲା : ୧୯ ଗିରଫ, ୫୦ରୁ ଅଧିକ ଲୋକଙ୍କ ନାଁରେ...
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଥାନା ପୋଡି ଓ ଭଙ୍ଗାରୁଜା ଘଟଣାରେ ଏ ପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରାଯାଇଛି। ୫୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ ହୋଇଛି
ଅମୃତ ଭାରତ ଯୋଜନାରେ ଯୋଡିହେଲା ଭବାନୀପାଟଣା ରେଳ ଷ୍ଟେସନ
ଅମୃତ ଭାରତ ଯୋଜନାରେ ଯୋଡିହେଲା ଭବାନୀପାଟଣା ରେଳ ଷ୍ଟେସନ,ପୁନଃ ବିକାଶ ପାଇଁ ଖର୍ଚ୍ଚ ହେବ ୨୬ କୋଟି
ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର
ଦେଶ ଗଠନରେ ଶ୍ରମିକଙ୍କ ଜୀବନ ବହୁ ମୂଲ୍ୟବାନ: ମନ୍ତ୍ରୀ ନିରଞ୍ଜନ ପୂଜାରୀ
ଦୁଇଦିନିଆ ବଲାଙ୍ଗୀର ଗସ୍ତରେ 5T ସଚିବ
ଆଜିଠୁ 5T ସଚିବ ଭି.କେ ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗୀର ଗସ୍ତ
ମହିଳାଙ୍କୁ ଦଳିଦେଲା ଦନ୍ତା
ମହିଳାଙ୍କୁ ଦଳିଦେଲା ଦନ୍ତା। ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ପାଟମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କଦମଡ଼ିହି ନିକଟସ୍ଥ ନାଳିଆଡ଼ିହି ଠାରେ ଏଭଳି ଅଘଟଣ ଘଟିଛି
ବଦଳିଲେ ଫିରିଙ୍ଗିଆ IIC
ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ ଗତକାଲି ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ପରେ, ଆଜି ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି
ବାଳକାଟୀ-ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ
ପିପିଲି ପୋପରଙ୍ଗା ପଞ୍ଚାୟତ ପାଚଲପୁର ଗାଁର ୩୦ ପରିବାର ଜଳବନ୍ଦୀ । ଗଙ୍ଗୁଆ ନାଳ ପାଣି ଗାଁରେ ପଶିବାରୁ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି
ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ
ଝାରସୁଗୁଡା ସିଡିପିଓ ସରୋଜିନୀ ଏକ୍କା ଛତୁଆ ପ୍ରସ୍ତୁତକାରୀଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି
ପୁଣି ଖୋଲିଲା ୩ଟି ଗେଟ୍, ଚିନ୍ତା ବଢ଼ାଉଛି ଜଳସ୍ତର
ହୀରାକୁଦ ଜଳଭଣ୍ଡାରରୁ ପୁଣି ଖୋଲିଲା ୩ଟି ଗେଟ୍, ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
‘ଆମ ଗାଁ ଆମ ବିକାଶ’ ହେଲା ‘ଆମ ଓଡିଶା ନବୀନ ଓଡିଶା’
ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ ସମସ୍ତ...
ଯୋଜନା “ମୋ ଘର”
“ମୋ ଘର” ଯୋଜନାରେ ପକ୍କା ଘର ନିର୍ମାଣ ପାଇଁ ଆଶାୟୀ ଆବେଦନକାରୀମାନଙ୍କୁ ବ୍ୟାଙ୍କ ତରଫରୁ ଋଣ ପ୍ରଦାନ ସମ୍ପର୍କରେ ଏକ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ...
ଫିରିଙ୍ଗିଆ ଥାନା ଜାଳି ଦେଲେ ଉତ୍ତ୍ୟକ୍ତ ଲୋକେ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାକୁ ଉତ୍ତ୍ୟକ୍ତ ଲୋକେ ଜାଳିଦେବା ସହ ପୋଲିସ ଅଧିକାରୀଙ୍କୁ ମାରପିଟ କରିଛନ୍ତି।
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଶିଶୁ ବିକାଶ ପ୍ରକଳ୍ପ...
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ
ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ
ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସଭାଗୃହ ରେ ମେଡିକାଲ ଅଫିସର ଡା ରମେଶ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଫାଇଲେରିଆ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...
ବାଲିବୋ ଗ୍ରାମରେ ଭାଗବତ ପ୍ରଚାର ସଭା ଓ ପଦଯାତ୍ରା
ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ଗ୍ରାମରେ ଭାଗବତ ପ୍ରଚାର ଓ ହିନ୍ଦୁ ସଂସ୍କୃତିକୁ ନେଇ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି









