State
ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ
ଆଇଏଏସ ସ୍ତରରେ ରାଜ୍ୟ ସରକାର ଛୋଟଧରଣର ଅଦଳବଦଳ
ସ୍ତ୍ରୀର ପରକୀୟା ପ୍ରୀତିକୁ ଧରିଲା ସ୍ବାମୀ
ସ୍ତ୍ରୀର ପରକୀୟା ପ୍ରୀତିକୁ ଧରିଲା ସ୍ବାମୀ। ଅସଂଯତ ଅବସ୍ଥାରେ ଅଶୋକ ନଗର ସ୍ଥିତ ଲଜରୁ ଉଦ୍ଧାର କଲା ସ୍ବାମୀ।
ଭୁଶୁଡ଼ି ପଡ଼ିଲା ୨ ମହଲା ବିଶିଷ୍ଟ ପରିତ୍ୟକ୍ତ କୋଠା
ଭୁଶୁଡ଼ି ପଡ଼ିଲା ୨ ମହଲା ବିଶିଷ୍ଟ ପରିତ୍ୟକ୍ତ କୋଠା
ହନୁମାନ ପଇସା ବିକ୍ରି କରି ପୁଲିସ ହାତରେ ଧରାପଡ଼ିଲେ ୩ ଅଭିଯୁକ୍ତ
ହନୁମାନ ପଇସା ବିକ୍ରି କରି ଧନୀ ହେବାର ସ୍ବପ୍ନ ଦେଖିଥିଲେ, ପୁଲିସ ହାତରେ ଧରାପଡ଼ି ଗଲେ ୩ ଅଭିଯୁକ୍ତ
ଜିଲ୍ଲା ଦାବି ନେଇ ଟିଟିଲାଗଡ ରେ ୧୨ ଘଣ୍ଟିଆ ବନ୍ଦ ଡାକରା
ଜିଲ୍ଲା ଦାବି ନେଇ ଟିଟିଲାଗଡ ରେ ୧୨ ଘଣ୍ଟିଆ ବନ୍ଦ ଡାକରା।
ରାଜଗାଙ୍ଗପୁରରେ ତ୍ୱରାନ୍ୱିତ ହେବ ରେଳ ଓଭରବ୍ରିଜ ନିର୍ମାଣ କାମ
ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ସିଧାସଳଖ ଜମି...
ଖୁବଶୀଘ୍ର ରାଜଧାନୀରେ ଆରମ୍ଭ ହେବ ମେଟ୍ରୋ ରେଳ ପ୍ରକଳ୍ପ
ଖୁବଶୀଘ୍ର ରାଜଧାନୀରେ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେବ, ଏହି ପ୍ରକଳ୍ପକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି
ତ୍ରୁଟିପୂର୍ଣ୍ଣ ମାର୍କସିଟ୍: ସିବିଆଇ ତଦନ୍ତ ନର୍ଦ୍ଦେଶ
୨୦୨୨ ଜେଇଇ ମେନ୍ ପରୀକ୍ଷାରେ ଜଣଙ୍କର ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲା । ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ହେଲେ ହାଇକୋର୍ଟ
ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ନିର୍ମଳା ସୀତାରମଣ
ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ
ଗର୍ଜିଲା କଂଗ୍ରେସ, ୧୮ ରେ ବ୍ଲକ୍ ଘେରାଉ
ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ରଣହୁଙ୍କାର: ୧୮ରେ ସମସ୍ତ ବ୍ଲକ୍ ଘେରାଉ ପାଇଁ ଆହ୍ବାନ
ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଜଂକିଆ ଥାନା ଗୟାବନ୍ଧ ଅଞ୍ଚଳ ର ଏକ ସରକାରୀ ଜମି ରୁ ଜବର ଦଖଲ ଉଚ୍ଛେଦ କରାଯାଇଛି
ବୃଦ୍ଧ ଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପଡୋଶୀ ଯୁବକ
ବାଲିଗୁଡା ଆମ୍ବ ସାହି ରେ ବୃଦ୍ଧ ଙ୍କୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପଡୋଶୀ ଯୁବକ l
କଣ କହିବ କହିଲ, ବଗିକୁ ଛାଡ଼ି ପଳାଇଲା ଇଞ୍ଜିନ୍
ଟିଟିଲାଗଡ଼ ନିକଟରେ ୮ଟି ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍ର ଇଞ୍ଜିନ୍, ୨ ଘଣ୍ଟା ବନ୍ଦ ରହିଲା ଫାଟକ
ସ୍ୱାଧୀନତା ଦିବସ ରେ ୨୧୪ ଜଣ ଙ୍କୁ ଭତ୍ତା ବଣ୍ଟନ
ସ୍ୱାଧୀନତା ଦିବସ ରେ ୨୧୪ ଜଣ ଙ୍କୁ ଭତ୍ତା ବଣ୍ଟନ
ବାଣୀ ସାହିତ୍ୟ ଆନୁକୁଲ୍ୟରେ ଅମୃତ ମହୋତ୍ସବର ପୂର୍ଣ୍ଣାହୁତି
ଭୁବନ ସହରର ସର୍ବ ପୁରାତନ ତଥା ସମ୍ଭ୍ରାନ୍ତ ସାରସ୍ବତ ବାଣୀ ପୀଠ,ବାଣୀ ସାହିତ୍ୟ ସ°ସଦ ର ପ୍ରତିଷ୍ଠାତା ସଭାପତି ରବୀନ୍ଦ୍ର କୁମାର ହୋତା ଙ୍କ ପୈ।ରୋହିତ୍ୟରେ...
ସରକାରୀ ଭତ୍ତା ଓ କେତେ କେଜି ଚାଉଳ ରେ ବିତୁଛି ଜୀବନ....
ଆଖି ଓ ପାଟି ରେ ରହିଛି ସେହି ଦିନ ର ଇତିହାସ l ଝାଟି ମାଟି, ଚାଳ ଛପର ଘରେ ଦୁଇଟି ଜୀବନ l କନ୍ଧମାଳ ଜିଲ୍ଲା ର ଚକାପାଦ ବ୍ଲକ ର କୁସୁମେଣ୍ଡି ଗ୍ରାମ ପଂଚାୟତ...
ଶାନ୍ତି ପାଇଁ ଶାନ୍ତି କମିଟି
ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଉପାନ୍ତ ଅଞ୍ଚଳ ତଳଦଣ୍ଡିକିଆ ପଞ୍ଚାୟତ ସଭା ଗୃହ ରେ ଫିରିଙ୍ଗିଆ ଥାନା ତରଫରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ l
ଉଦଯାପିତ ହେଲା ଭଲି ବଲ ଟୁର୍ଣ୍ଣାମେଣ୍ଟ
ଗାର୍ଡିଙ୍ଗିଆ ରେ ହେଲା ଉଦଯାପନୀ ଭଲି ବଲ ଟୁର୍ନାମେଣ୍ଟ,
ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା, ରାଜ୍ୟରେ ନିର୍ମାଣ ହେବ ୩ଟି ନୂଆ...
ରାଜ୍ୟରେ ୩ଟି ବୃହତ ସେତୁ ନିର୍ମାଣ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।









