State
ବିଜେପି ର ଭୁବନ ବନ୍ଦ ସଫଳ
ଭାରତୀୟ ଜନତା ପାର୍ଟି ଭୁବନ ନଗର ମଣ୍ଡଳ ତରଫରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନ,ପାନୀୟ ଜଳ ଯୋଗାଣ ସମସ୍ୟା ଇତ୍ୟାଦି ୧୨ ଦଫା ଦାବିରେ ଦିଆଯାଇଥିବା ଭୁବନ ବନ୍ଦ...
ମେଘା କମ୍ପାନୀ ଚୋରୀ ମାଲ ଉଦ୍ଧାର , ୬ ଗିରଫ, ଟ୍ରକ ଜବତ
ମେଘା କମ୍ପାନୀ ପାନୀୟ ଜଳ ପ୍ରକଳ୍ପ ରୁ ୧୦ କ୍ଵିଣ୍ଟାଲ ଲୁହା ଛଡ଼ ଚୋରି ମାମଲାରେ ୬ ଗିରଫ , ଟ୍ରକ ଜବତ
ଭୁବନ ଦର୍ଜି ସଂଘ ପକ୍ଷରୁ ବୈଠକ
ଭୁବନ ଦର୍ଜୀ ସଂଘ ପକ୍ଷରୁ ପ୍ରସିଦ୍ଧ ଶୈବ ପୀଠ ବୁଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି
୨୮ରେ ନବୀନ ବାଣ୍ଟିବେ ଜାଗା ମିଶନ ପଟ୍ଟା
ବିଏମ୍ସି ପକ୍ଷରୁ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଜାଗାମିଶନ ଜରିଆରେ ଆସନ୍ତା ୨୮ ତାରିଖରେ ପ୍ରମାଣପତ୍ର ପ୍ରଦାନ କରାଯିବ
ନୃତ୍ୟଧାରା ଓଡିଶୀ ର ତୃତୀୟ ବାର୍ଷିକ ଉତ୍ସବ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ଠାରେ ନୃତ୍ୟଧାରା ଓଡିଶୀର ତୃତୀୟ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି
ତିନୋଟି ସନ୍ତାନ ପାଇଁ ସରପଞ୍ଚ ପଦବୀ ହରାଇଲେ ଝିଲିପ୍ରଭା
ବିଜେଡି ସମର୍ଥିତ ଦେବଶ୍ରୀ ଦାଶ ବିଜୟୀ
କଟକ ପାରାଦୀପ ରାସ୍ତା ରେ ଦୁର୍ଘଟଣା, ମା ମୃତ, ବାପା ପୁଅ ଗୁରୁତର
ଚକା ଫାଟିବାରୁ ବାଇକ୍କୁ ଧକ୍କା ଦେଲା କାର୍ : ଜଣେ ମୃତ, ଦୁଇ ଗୁରୁତର
ବଣ୍ଡା ଘାଟିରୁ ଆସିଲା ଅଭାବନୀୟ ଚିତ୍ର
ବଣ୍ଡା ଘାଟିରୁ ଆସିଲା ଅଭାବନୀୟ ଚିତ୍ର, ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ
ନିଆଁ ଲାଗି ୨୫ ବଖରା ଭସ୍ମ
ଡେଲାଙ୍ଗର ଧାନକେରା ପଞ୍ଚାୟତ ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡଘଟିଛି।
ଏମିତି ଚାଲୁଛି ଅବକାରୀ ଚଢ଼ଉ
ଏମିତି ଚାଲୁଛି ଅବକାରୀ ଚଢ଼ଉ; ମଦ ବୋଝେଇ ସ୍କୋର୍ପିଓକୁ ଧରି ଛାଡ଼ିଦେଲେ, କାର୍ଯ୍ୟ କଳାପ ନେଇ ସନ୍ଦେହ
ସ୍ମାର୍ଟ ସ୍କୁଲ ନିର୍ମାଣ ନାଁରେ ଚାଲିଛି ବ୍ୟାପକ ଦୁର୍ନୀତି
ସ୍ମାର୍ଟ ସ୍କୁଲ ନିର୍ମାଣ ନାଁରେ ଚାଲିଛି ବ୍ୟାପକ ଦୁର୍ନୀତି
୬୦୦ ଲିଟର ସ୍ପିରିଟ ଜବତ,୨ ଗିରଫ
ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୬୦୦ ଲିଟର ସ୍ପିରିଟ ଜବତ,୨ ଗିରଫ
କାଳୀ ମାଡ଼ କୁ ଭୁବନ ବିଜେଡି ସାମ୍ବାଦିକ ସମ୍ମିଳନୀ ଜରିଆରେ ତୀବ୍ର...
ପାଣ୍ଡିଆନ ଙ୍କୁ କାଳୀ ମାଡ଼ ଅସହିଷ୍ଣୁତା ର ପ୍ରତିଫଳନ, ୨୨ ତାରିଖରେ ବିଜେପି ର ଭୁବନ ବନ୍ଦ ଡ଼ାକରା ନିରାଧାର
ବିଜେପି ନେତା ଙ୍କ ଝିଅ ଙ୍କୁ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ
ବିଜେପି ନେତା ଙ୍କ ଝିଅ ଙ୍କୁ ନିର୍ଯ୍ୟାତନା ଓ ହତ୍ୟା ଉଦ୍ୟମ : ଅଧ୍ୟାପିକା ଶାଶୁ ଓ ଜ୍ବାଇଁ ଗିରଫ
ଝାରସୁଗୁଡ଼ା ଜିଲ୍ଲାରେ ୫-ଟି ସଚିବ
ଝାରସୁଗୁଡ଼ା ଜିଲ୍ଲାରେ ୫-ଟି ସଚିବ
ଲଦାଖ ଦୁର୍ଘଟଣାରେ ୯ ଯବାନଙ୍କ ପ୍ରାଣହାନି ନେଇ ମୁଖ୍ୟମନ୍ତ୍ରୀଙ୍କ...
ଲଦାଖରେ ଗଭୀର ଖାତକୁ ଗାଡ଼ି ଖସିଯିବାରୁ ୯ ଯବାନଙ୍କ ପ୍ରାଣହାନି ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବାରିପଦାରେ ହେବ କ୍ୟାନସର ହସ୍ପିଟାଲ
ପୁରା ହେବ ମୟୁରଭଞ୍ଜବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ , ବାରିପଦାରେ ହେବାକୁ ଯାଉଛି କ୍ୟାନସର ହସ୍ପିଟାଲ
ଜାତୀୟ ରାଜପଥରେ ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଆଉ ଏକ ତୀର୍ଥଯାତ୍ରୀ...
ବାଲେଶ୍ବର ଜିଲ୍ଲାରେ ସକାଳୁ ସକାଳୁ ସଡ଼କ ଦୁର୍ଘଟଣା
ଅପରାଧିକ କାର୍ଯ୍ୟକଳାପ ନେଇ ପୋଲିସ୍ ର ସ୍ୱତନ୍ତ୍ର ପୋର୍ଟାଲ
ଆଜିର ଦୁନିଆରେ ଇଣ୍ଟରନେଟ ସେବା ଦ୍ୱାରା ସବୁ କାର୍ଯ୍ୟ କରାଯାଉଛି ।
ନକଲି ସାର୍ଟିଫିକେଟ ରେ ଅସଲି ଚାକିରି,ତଦନ୍ତ ଦାବି
ଟିଟିଲାଗଡ ଟାଟା ପାୱାର କମ୍ପାନୀ ଅଧୀନରେ କାର୍ଯ୍ୟରତ ଜଣେ ଅଧିକାରୀ ନିଜର ଜାଲ ମ୍ୟାଟ୍ରିକ ପ୍ରମାଣ ପତ୍ର ଦେଇ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଅଭିଯୋଗ...









