ଜେସିବି ଜବତ ଜଣେ ଗିରଫ

କୁଣ୍ତା ପଥର ପାହାଡ଼ ଉପରେ ଚଢ଼ାଉ ଗୋଟିଏ ଜେସିବି ଜବତ ଜଣେ ଗିରଫ

ଜେସିବି ଜବତ ଜଣେ ଗିରଫ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଆଇଆଇସି ଆଜି ଉକ୍ତ ଥାନା ଅନ୍ତର୍ଗତ ଡମଣଭୁମି ଖଜୁରୀଆ କୁଣ୍ଡା ପଥର ପାହାଡ଼ ରେ ଆଜି ଚଢାଉ କରି ଗୋଟିଏ ଜେସିବି ଜବତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୁଚନା ଯୋଗ୍ୟ କି ଏହା ପାହାଡ଼ରୁ ବେଆଇନ ଭାବେ ପଥର ଚୋରା ଚାଲାଣ ହେଉଥିବା ଖବର ପାଇ ଜଙ୍କିଆ ଥାନା ଆଇଆଇସି ଚଢ଼ାଉ କରିଥିଲେ।ଏହି ସମୟ ରେ କାମରେ ନିୟୋଜିତ ଏକ ଜେସିବି ଜବତ କରିବା ସହିତ ଦିବ୍ୟ ରଞ୍ଜନ ଭୋଳ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ