ଧାନ ବିଲରେ ସ୍ୱାଧୀନତା ଦିବସ ପାଳନ

ଧାନ ବିଲରେ ଚାଷୀ ଭାଇ ପାଳନ ୭୭ ତମ ସ୍ବାଧିନତା ଦିବସ।

ଧାନ ବିଲରେ ସ୍ୱାଧୀନତା ଦିବସ ପାଳନ

ଦେଶ ଆଜି ପାଳନ କରୁଛି ୭୭ତମ ସ୍ୱାଧିନତା ଦିବସ।ସୀମାରେ ଜବାନ ,ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ,ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସାଧାରଣ ଲୋକେ ସ୍ୱାଧିନତା ଦିବସ ପାଳନ କରୁଥିବା ବେଳେ ଚାଷୀଭାଇ ଧାନ ବିଲରେ ପାଳନ କରିଛନ୍ତି ସ୍ୱାଧିନତା ଦିବସ ଧାନ ବିଲରେ ଉଡାଇଛନ୍ତି ଜାତୀୟ ପତାକା।୭୭ତମ ସ୍ୱାଧିନତା ଦିବସରେ ଧାନ ବିଲରେ ଉତୁଛି ଜାତୀୟ ତ୍ରିରଙ୍ଗା ପତାକା।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଜଂକିଆର କେତେକ ଚାଷୀ ଧାନ ବିଲରେ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ବୋଲି ସ୍ୱାଧୀନତା ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି।ସମସ୍ତ ଚାଷୀ ମାନେ ଜାତୀୟ ସଂଗୀତ ବୋଲି ଭାରତ ମାତାକି ଜୟ ଧ୍ୱନିରେ ସ୍ୱାଧିନତା ଦିବସ ପାଳନ କରିଛନ୍ତି।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ