Khordha

ଚିଲିକା ଖନନ ପାଇଁ କେନ୍ଦ୍ର ର ୨୩ କୋଟି ଟଙ୍କା ଅନୁଦାନ, ସାଂସଦ...

ଏସିଆର ବୃହତ୍ତମ ଲୁଣାହ୍ରଦ ଚିଲିକାର ଖନନ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୨୩ କୋଟି ଟଙ୍କା ଅନୁଦାନ ଦିଆଯାଇଛି। ସାଂସଦ...

ଜଙ୍କିଆ ଥାନା ର ରେକର୍ଡ ସଂଖ୍ୟକ ଚଢାଉ , ପୁଣି ପଥର ଗାଡି ଜବତ, ଡ୍ରାଇଭର...

ପଥର ଚୋରାଚାଲାଣ ବେଳେ ର ଚଢ଼ାଉ ଦୁଇଟି ଗାଡି ଜବତ ଜଣେ ଡ୍ରାଇଭର ଗିରଫ

ଖଣି ମାଫିଆ ପ୍ରକାଶ କ୍ରସର ୟୁନିଟ୍‌ରେ ଚଢ଼ଉ

ଗିରଫ ଖଣି ମାଫିଆ ପ୍ରକାଶ ରାଉତରାୟ କ୍ରସର ୟୁନିଟ୍‌ରେ ଚଢ଼ଉ

ପୁଣି ଜବତ ହେଲା ମାଙ୍କଡା ପଥର ଗାଡି

ପଥର ଚୋରାଚାଲାଣ ବେଳେ ର ଚଢ଼ାଉ ଦୁଇଟି ଗାଡି ଜବତ ଡ୍ରାଇଭର ଫେରାର।

ବେଆଇନ ଖଣିରେ ପୋଲିସର ଚଢ଼ାଉ ଦୁଇଟି ଗାଡି ଜବତ ଦୁଇ ଗିରଫ

ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କଟକପାଟଣା ମୈ।ଜାରେ ବେଆଇନ ଭାବରେ ମାଙ୍କଡା ପଥର ଓ ମୋରମ ଚୋରାଚାଲାଣ ଚାଲିଛି।

ଶିକ୍ଷକ ଙ୍କ ମହାନତା

ପାଗଳ ବ୍ୟକ୍ତିକୁ ସ୍ନାନ କରି ନୂତନ ବସ୍ତ୍ର ଦେଲେ ଶିକ୍ଷକ

ଉଈ ହୁଙ୍କା ଓ ପାଣି ଝରା ରେ ଚାଲିଛି ଆର.ଆଇ ଅଫିସ

ନିରାକାରପୁର  ଆର.ଆଇ ଅଫିସ , ସନ୍ତସନ୍ତିଆ ଜାଗାରେ ବସିଛନ୍ତି ଆର ଆଇ : ତଳେ ଉଈ ହୁଙ୍କା, ଉପରୁ ଝରୁଛି ପାଣି

ଦୁଇଟି ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ

ଦୁଇଟି ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ: ପୋଲିସ ତତ୍ପର

ପଥର ବୋଝେଇ ଟ୍ରାକ୍ଟର ଜବତ

ଦୁଇଟି ବେଆଇନ ପଥର ବୋଝେଇ ଟ୍ରାକ୍ଟର ଜବତ

କ୍ଷେତ୍ରବାସୀ ସରକାରୀ ହାଇସ୍କୁଲରେ ବିଜ୍ଞାନ ମେଳା

ଟାଙ୍ଗୀ ବ୍ଲକସ୍ତରୀୟ ବିଜ୍ଞାନ ମେଳାରୁ ୧୦ ଟି ପ୍ରକଳ୍ପ ମନୋନୀତ

ଆଇଆଇସିଙ୍କ ପଥର ଖଣି ଚଢ଼ାଉ, ଟ୍ରାକ୍ଟର ଓ ପାୱାର ଟିଲର ଜବତ, ଜଣେ...

ଫିଲ୍ମ ଷ୍ଟାଇଲିରେ ମିନିଟ୍ରକ ରେ ଯାଇ ଆଇଆଇସିଙ୍କ ପଥର ଖଣି ଚଢ଼ାଉ: ପଥର ବୋଝେଇ ଟ୍ରାକ୍ଟର ଓ ପାୱାର ଟିଲର ଜବତ, ଜଣେ ଅଟକ

ବାଣପୁର ର ଶାଳିଆ କେନାଲ ରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର

ବାଣପୁର ମୁକ୍ତଦେଇ ପୁର ଶାଳିଆ କେନାଲ ରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର କାରଣ ଅସ୍ପଷ୍ଟ

ଗୋ ସୁରକ୍ଷା, ସଡ଼କ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଏକ ସଚେତନତା

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର "ସହଯୋଗ"  ପରିବାର ତରଫରୁ ଗୋ ସୁରକ୍ଷା, ସଡ଼କ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଏକ ସଚେତନତା ଶୋଭାଯାତ୍ରା ହେବ ସହିତ ବୃକ୍ଷରୋପଣ...

ସହିନପାରି ଆତ୍ମହତ୍ୟା

ରୋଗବ୍ୟାଧି ସହିନପାରି ଆତ୍ମହତ୍ୟା, ଥାନାରେ ଏତଲା   

୪୯ ପେଟି ବିଦେଶୀ ମଦ ଜବତ, ଜଣେ ଗିରଫ

ଜଙ୍କିଆ ପୋଲିସ ବଡ଼ ଧରଣର ଚଢ଼ାଉ: ବୋଲେରୋ ସହିତ ୪୯ ପେଟି ବିଦେଶୀ ମଦ ଜବତ, ଜଣେ ଗିରଫ

ଲୁଟି ନେଲେ ଚୋର, ନିଷ୍କ୍ରିୟ ପୋଲିସ

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତାଲା କାଟି ଚୋରୀ

ବୃକ୍ଷ ରୋପଣ ଓ ସ୍ଵଛଭାରତ ମିଶନ

ମା କାମନା ଦେବୀ ଏଚ ପିଗ୍ୟାସ ପକ୍ଷରୁ ବୃକ୍ଷ ରୋପଣ ଓ ସ୍ଵଛଭାରତ ମିଶନ କାର୍ଯ୍ୟକ୍ରମ।

ରାଜ୍ୟରେ ଡରାଉଛି ଡେଙ୍ଗୁ

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୩୦୦ ।

ବିଏମ୍‌ସିର ଡେଙ୍ଗୁ ବିରୋଧି ସଚେତନତା ପଦଯାତ୍ରା

‘ଆମରି ହାତରେ ଆମରି ସ୍ୱାସ୍ଥ୍ୟ ; ଡେଙ୍ଗୁ ପ୍ରତିକାର ଆମ ଦାୟିତ୍ଵ ’ ନାରା ଆଜି ଦେଖିବାକୁ ମିଳିଛି ମଂଚେଶ୍ବର ସ୍ଥିତ ମଣିନାଗେଶ୍ଵର ବସ୍ତି ଅଂଚଳରେ ।