Khordha
ହଜ ନୂଆ ସାହି ଠାରେ ସ୍ୱଛ ଭାରତ ଅଭିଯାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ରେ ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ସ୍ୱଛ ଭାରତ ଅଭିଯାନ ଆରମ୍ଭ ହୋଇଛି।
ଯୁବକଙ୍କୁ ଏସିଡ ମାଡ଼, ଜୀବନରେ ମାରିଦେବାକୁ ଧମକ
ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମର ଜଣେ ଯୁବକଙ୍କୁ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ଜଂକିଆ ପଲ୍ଲୀ ଉତ୍ସବ ଉଦଯାପିତ
ଜଂକିଆ ପଲ୍ଲୀ ଉତ୍ସବ ଉଦଯାପିତ ସଂସ୍କୃତିକୁ ବଞ୍ଚାଇ ଭାଇଚାରା ସୃଷ୍ଟି କରିବାରେ ମହୋତ୍ସବର ଆବଶ୍ୟକ ରହିଛି
ଜଙ୍କିଆ ପଲ୍ଲୀ ଉତ୍ସବ ଉଦଘାଟିତ
ସଂସ୍କୃତିକୁ ବଞ୍ଚାଇ ଭାଇଚାରା ସୃଷ୍ଟି କରିବାରେ ମହୋତ୍ସବର ଆବଶ୍ୟକ ରହିଛି
ଜଙ୍କିଆ ପଲ୍ଲୀ ଉତ୍ସବର ଦ୍ୱିତୀୟ ସଂନ୍ଧ୍ୟା
ପୁରୀ ଶିଳ୍ପିକା କଳାକାରଙ୍କ ଶିବ ଦାଣ୍ଡବ ସମସ୍ତଙ୍କୁ ବିମୋହିତ କଲା
ନାରୀ ସିଏ କିନ୍ତୁ ସାହାସୀ ରିୟା ନାୟକ
ଆପଣ ମାନେ ସମସ୍ତେ ଜାଣିଥିବେ ପୁରୁଷ ମାନେ ସାପ ଧରନ୍ତି କିନ୍ତୁ ଏକ ଆଶ୍ଚର୍ଯ୍ୟ ର କଥା ଜଣେ ମହିଳାବି ସାପ ଧରୁଛନ୍ତି ।
ବୃଦ୍ଧା ଆଶ୍ରମ ରେ ଖାଦ୍ୟ ବଣ୍ଟନ
ସହଯୋଗ ପରିବାର ତରଫରୁ ବୃଦ୍ଧା ଆଶ୍ରମ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ଚାରୋଟି ଗାଡି ଜବତ
ମାଙ୍କଡ଼ା ପଥର ଚୋରା ଚାଲାଣ ବେଳେ ଚାରୋଟି ଗାଡି ଜବତ
ବେଆଇନ ଖଣି ଉପରେ ଚଢାଉ
ବେଆଇନ ଖଣି ଉପରେ ଚଢାଉ: ୧ ଜେସିବି ଓ ହାଇୱା ଜବତ, ଜଣେ ଗିରଫ
ଜଙ୍କିଆ ଏଏସଆଇ ନିଲମ୍ବିତ
ୱାର୍ଡ ସଭ୍ୟଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ଖୋର୍ଦ୍ଧା ଜଙ୍କିଆ ଏଏସ୍ଆଇ ନିରଞ୍ଜନ ମହାନ୍ତି
ମଦ୍ୟପ ପୁଲିସ ଅଫିସରଙ୍କ ଉନ୍ମୋକ୍ତ କାଣ୍ଡ
ମଦ୍ୟପ ପୁଲିସ ଅଫିସରଙ୍କ ଉନୋକ୍ତ କାଣ୍ଡ ସମିତି ସଭ୍ୟ ଆହତ, ୱାର୍ଡ ସଭ୍ୟ ଗୁରୁତର ଆହତ ଗ୍ରାମ ବାସୀଙ୍କ ପକ୍ଷରୁ ଥାନା ଘେରାଉ
ଗୋମାଂସ ବୋଝେଇ ଟ୍ରକ ଜବତ
ବାଲୁଗାଁ ୧୬ନଂ ଜାତୀୟ ରାଜପଥରୁ ଗୋମାଂସ ବୋଝେଇ ଟ୍ରକ ଜବତ ହୋଇଥିବାବେଳେ ଟ୍ରକ ଡ୍ରାଇଭର୍ ଏବଂ ହେଲ୍ପର୍ ଥାନାରେ ଅଟକ ରହିଛନ୍ତି।
ବୀର ପାଇକ ମାଟି ବରୁଣେଇରେ ‘ମୋ ମାଟି ମୋ ଦେଶ’ ଅଭିଯାନରେ ସାମିଲ...
ଜ୍ଞାନର ନୂଆ ପରମ୍ପରା ତିଆରି କରିବା ସହ ଦେଶକୁ ନୂଆ ଉଚ୍ଚତାକୁ ନେବା ପାଇଁ ସଂକଳ୍ପ କରିବା - ଧର୍ମେନ୍ଦ୍ର ପ୍ରଧାନ
ନୃତ୍ୟଧାରା ଓଡିଶୀ ର ତୃତୀୟ ବାର୍ଷିକ ଉତ୍ସବ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନିରାକାରପୁର ଠାରେ ନୃତ୍ୟଧାରା ଓଡିଶୀର ତୃତୀୟ ବାର୍ଷିକ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି
ସ୍ତ୍ରୀର ପରକୀୟା ପ୍ରୀତିକୁ ଧରିଲା ସ୍ବାମୀ
ସ୍ତ୍ରୀର ପରକୀୟା ପ୍ରୀତିକୁ ଧରିଲା ସ୍ବାମୀ। ଅସଂଯତ ଅବସ୍ଥାରେ ଅଶୋକ ନଗର ସ୍ଥିତ ଲଜରୁ ଉଦ୍ଧାର କଲା ସ୍ବାମୀ।
ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅନ୍ତର୍ଗତ ଜଂକିଆ ଥାନା ଗୟାବନ୍ଧ ଅଞ୍ଚଳ ର ଏକ ସରକାରୀ ଜମି ରୁ ଜବର ଦଖଲ ଉଚ୍ଛେଦ କରାଯାଇଛି
ଧାନ ବିଲରେ ସ୍ୱାଧୀନତା ଦିବସ ପାଳନ
ଧାନ ବିଲରେ ଚାଷୀ ଭାଇ ପାଳନ ୭୭ ତମ ସ୍ବାଧିନତା ଦିବସ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିକୋ ଠାରେ ବହୁ ଆଡ଼ମ୍ବର ସହିତ ପାଳନ...
୭୭ ତମ ସ୍ବାଧିନତା ଦିବସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିକୋ ଠାରେ ବହୁ ଆଡ଼ମ୍ବର ସହିତ ପାଳନ କରା ଯାଇଛି
ଜେସିବି ଜବତ ଜଣେ ଗିରଫ
କୁଣ୍ତା ପଥର ପାହାଡ଼ ଉପରେ ଚଢ଼ାଉ ଗୋଟିଏ ଜେସିବି ଜବତ ଜଣେ ଗିରଫ