ନିଖୋଜ ଶିଶୁପୁତ୍ର ମୃତଦେହ ଉଦ୍ଧାର

ନିଖୋଜ ଶିଶୁପୁତ୍ର ମୃତଦେହ ଖଣିରୁ ଉଦ୍ଧାର।

ନିଖୋଜ ଶିଶୁପୁତ୍ର ମୃତଦେହ ଉଦ୍ଧାର

ନିଖୋଜ ୪ବର୍ଷ ଶିଶୁପୁତ୍ର ର ମୃତ ଦେହ ଖଣିରୁ ଉଦ୍ଧାର ୪ଦିନ ପରେ ଖଣିରୁ ଉଦ୍ଧାର।ଶିଶୁପୁତ୍ର କୁ ଲୁଗିଂ ରେ ବାନ୍ଧି ପଥର ଗୁଡାଇ ଖଣିକୁ ଫୋପାଡି ଦେଇଥିଲେ ଦୁର୍ବୂତ୍ତ।

ସୂଚନାରୁ ଜଣାପଡିଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ଥାନା ଉଜ୍ୱଳା ଗୋପିନାଥପୁର ଗ୍ରାମର ସୁବାଷ ପ୍ରଧାନଙ୍କ ୪ବର୍ଷର ଶିଶୁପୁତ୍ର ସୈ।ମ୍ୟରଂଜନ ପ୍ରଧାନ ୧୭/୧୧/୨୩ ତାରିଖରେ ଦାଣ୍ଡରେ ଖେଳୁଥିଲା ପରିବାର ଲୋକେ ସେହି ସମୟରେ ଘରେ ବ୍ୟସ୍ତ ଥିଲେ।ଦିନ ୧୧ଟା ସମୟରେ ଶିଶୁପୁତ୍ର ଜଣଙ୍କ ନିଖୋଜ ହୋଇଯାଇଥିଲେ।

ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ଶିଶୁପୁତ୍ରକୁ ନ ପାଇବାରୁ ଥାନାରେ ଏତଲା ଦେଇଥିଲେ।ପୋଲିସ ଏତଲା କୁ ଆଧାର କରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।ଦୁଇଦିନ ଧରି ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ଖୋଜାଖୋଜି କରିବା ପରେ ଶିଶୁପୁତ୍ର ର ସନ୍ଧାନ ମିଳିନଥିଲା।

ପରିବାର ଲୋକେ ଶିଶୁପୁତ୍ର କୁ ନ ପାଇ ସଂପୂର୍ଣ୍ଣ ଭାଗିଂ ପଡିଥିଲେ।ନିଖୋଜ ର ୪ଦିନ ପରେ ଶିଶୁପୁତ୍ର ର ମୃତ ଦେହ ଗାଁ ନିକଟସ୍ଥ ଏକ ଖଣିରୁ ମିଳିଛି।ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ମେଡ଼ିକାଲ କୁ ପଠାଇ ତଦନ୍ତ ଜାରି ରଖିଛି।ଶିଶୁପୁତ୍ର ଜଣଙ୍କୁ ହତ୍ୟା କରି ଲୁଗିଂ ରେ ବାନ୍ଧି ପଥର ଗୁଡାଇ ଖଣିରେ ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି।ହତ୍ୟା କାରୀକୁ ଗିରଫ କରିବା ପାଇଁ ଦାବି ଜୋର ଧରିଛି।୪ଦିନ ପରେ ଖଣିରୁ ଶିଶୁପୁତ୍ର ମୃତ ଦେହ ମିଳିବା ପରେ ଗ୍ରାମରେ ଉତ୍ତେଜନା ଦେଖାଦେଇଛି।

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ