Tag: #odisha news makers

Bhubaneswar

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି

୩ ଦିନିଆ ଓଡିଶା ଗ୍ରସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ଗାଡିରୁ ଓଲ୍ଲାଇ ଲୋକଙ୍କ ପାଖକୁ ଚାଲି ଚାଲି ଗଲେ ।

Sports

ଏସିଆନ ଚାମ୍ପିଅନସ ଟ୍ରଫି ହକି ପାଇଁ ଘୋଷିତ ଭାରତୀୟ ଦଳରେ ଅମିତ ରୋହିଦାସ...

ଆସନ୍ତାମାସରେ ଚେନ୍ନାଇରେ ଖେଳାଯିବାକୁ ଥିବା ଏସିଆନ ଚାମ୍ପିଅନସ ଟ୍ରଫି ହକି ପାଇଁ ୧୮ ଜଣିଆ ହକି ଦଳ ଘୋଷଣା କରାଯାଇଛି

Politics

ବିରୋଧୀ ମେଣ୍ଟକୁ ମୋଦୀଙ୍କ କଟାକ୍ଷ

ବିରୋଧୀ ମେଣ୍ଟ ‘ଇ-ଣ୍ଡି-ଆ’ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କଟାକ୍ଷ କରିଛନ୍ତି

State

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

State

ରାଜ୍ୟରେ ସାପ କାମୁଡାରେ ଆଉ ୪ ମୃତ

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାପ କାମୁଡାରେ ୪ଜଣଙ୍କ ମୃତ୍ୟୁ ଘଟିଛି

State

ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି

Sambalpur

ହୀରାକୁଦରେ ଖୋଲିଲା ୩ଟି ଗେଟ୍

ହୀରାକୁଦରେ ମୋଟ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

State

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ଆସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Puri

ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିଲା

State

ସମ୍ବଲପୁରୀ ବସ୍ତ୍ରକୁ ମିଳିବ ଜିଆଇ ଟ୍ୟାଗ

ସମ୍ବଲପୁରୀ ବସ୍ତ୍ରକୁ ଜିଆଇ ଟ୍ୟାଗ୍‌ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ନିଆଯାଉଛି ବୋଲି କେନ୍ଦ୍ର ବୟନଶିଳ୍ପ କମିଶନର ରୂପ୍‌ ରାଶି ସୂଚନା ଦେଇଛନ୍ତି...

State

ସାପ କାମୁଡ଼ା ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ

ଓଡ଼ିଶାରେ ସାପ କାମୁଡ଼ା ମୃତ୍ୟୁସଂଖ୍ୟା ବଢ଼ିଚାଲିଛି

Balangir

ଯୁବକଙ୍କୁ ପିଟିପିଟି ହତ୍ୟା

ବଲାଙ୍ଗୀର ସଦରଥାନା ଅଧିନ ପଣ୍ଡରାପିଟା ଗାଁରେ ଅଭାବନୀୟ ଘଟଣା

Ganjam

ପୁରା ଗାଁକୁ ଠକିଦେଲା ସାଇବର ଠକ

ସବୁ ବେଳେ ଅଧିକ ଲୋଭ ମଣିଷକୁ ଅସୁବିଧାରେ ପକାଇଥାଏ

Mayurbhanj

ଜବତ ହେଲା ୪ ବାଘ ଛାଲ: ୩ ଗିରଫ

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବାରିପଦା ବନ ବିଭାଗ ଚଢ଼ାଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି

Life Style

ଶ୍ରାବଣ ମାସରେ କେଉଁସବୁ ପକ୍ଷୀ ଘରକୁ ଆସିଲେ ଶୁଭ ହୋଇଥାଏ

ଶ୍ରାବଣ ମାସରେ ଏହି ପକ୍ଷୀ ଘରକୁ ଆସିବାର ଅର୍ଥ ସାକ୍ଷତ ଭଗବାନ ଶିବ ଘରକୁ ଆସିବା

Cuttack

ବନ୍ଦ ଘର ଭିତରେ ପଡିଛି ଡାକ୍ତରଙ୍କ ମୃତଦେହ

ବନ୍ଦ ଘର ଭିତରେ ପଡିଛି ଡାକ୍ତରଙ୍କ ମୃତଦେହ

State

ଆସୁଛି ଆଉ ଏକ ଲଘୁଚାପ

ରାଜ୍ୟରେ ସକ୍ରିୟ ମୌସୁମୀ ଓ ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ବେଳେ ଆସନ୍ତାକାଲି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି

State

ଏକ ସଫଳ ରାଜନୈତିକ ଯାତ୍ରାର ‘ନବୀନ’ ମାଇଲଖୁଣ୍ଟ

ନିଜର କର୍ମମୟ ଓ ସଫଳ ରାଜନୈତିକ କ୍ୟାରିୟରର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ