Tag: #odisha news makers

Life Style

ପ୍ଲାଷ୍ଟିକରେ ଭରି ପଡ଼ିଛି ସମୁଦ୍ର

ସମ୍ପୂର୍ଣ୍ଣ ସମୁଦ୍ର ବର୍ତ୍ତମାନ ପ୍ଲାଷ୍ଟିକରେ ଭରି ପଡ଼ିଛି । ମଣିଷ ଯେଉଁଭଳି ସମୁଦ୍ର ପାଣିକୁ ନଷ୍ଟ କରୁଛି ତାହା ଆଗାମୀ ଭବିଷ୍ୟତରେ ଭୟଙ୍କର ହେବ

State

୧୬ରୁ ଘରୋଇ ବସ୍‌ ଧର୍ମଘଟ ଚେତାବନୀ

ମୋ ବସ୍‌ ଚଳାଚଳକୁ ନେଇ ଘରୋଇ ବସ୍‌ ମାଲିକ ଚିନ୍ତାରେ ପଡ଼ିଛନ୍ତି

Sambalpur

ବନ୍ଦ ହେଲା ଆଉ ୬ ଗେଟ୍‌

ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍‌‌

Puri

ଶ୍ରୀମନ୍ଦିରରେ ପୁଣି ଅଘଟଣ ଘଟିଛି

ଶ୍ରୀମନ୍ଦିର ଦାନବାକ୍ସରୁ ଚୋରି

Sports

ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଲୋ ସ୍କୋରିଂ ପ୍ରଥମ ଦିନିକିଆରେ ଭାରତ ପାଞ୍ଚ ୱିକେଟରେ ସହଜ ବିଜୟ ହାସଲ କରିଛି

State

ଦିଲ୍ଲୀ ଫେରିଗଲେ ମହାମହିମ ରାଷ୍ଟ୍ରପତି

୨୫ ତାରତଖରୁ ୩ ଦିନ ଗସ୍ତରେ ଆସିଥିଲେ ମହାମହିମ

State

୩୨୫ ସ୍ନାତକତ୍ତୋର ଶିକ୍ଷକଙ୍କୁ ନିଯୁକ୍ତି

ଯୁବଶକ୍ତି ପାଇଁ ନୂଆ ସୁଯୋଗ

State

ପୁଣି ଶ୍ରୀକ୍ଷେତ୍ର ଅଶାନ୍ତ

ଜଣେ ବିଜେଡି ନେତାଙ୍କୁ ହତ୍ୟା ଉଦ୍ୟମ କରାଯାଇ ପୁଣି ଅଶାନ୍ତ ହୋଇଛି ପୁରୀ

State

ଓଏସଏସସି ଜେଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା, ବିହାରରୁ ମାଷ୍ଟରମାଇଣ୍ଡ...

ଓଏସଏସସି ଜେଇ ସିଭିଲ ମେନ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟର ମାଇଣ୍ଡକୁ ବିହାରରୁ ଗିରଫ କରାଯାଇଥିବା କହିଛି ବାଲେଶ୍ଵର ପୋଲିସ

Sports

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ, ରେକର୍ଡ ସୁଧାରିବାକୁ...

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ଗୁରୁବାର ଏଠାରେ ଖେଳାଯିବ

Cuttack

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ଉପରେ କଟକଣା ହଟାଇଲେ...

୨୦୨୧ ଓପିଏସସି ପରୀକ୍ଷା ଫଳ ପ୍ରକାଶ ଉପରୁ କଟକଣା ହଟାଇଛନ୍ତି ହାଇକୋର୍ଟ

State

ଆଜି ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଆଜି ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

Malkangiri

ବର୍ଷାରେ ବୁଡିଲା ପୋଲ : ଯାନବାହାନ ଚଳାଚଳ ବନ୍ଦ

ଲଗାଣ ବର୍ଷାରେ କାଲିମେଳାରେ ପୁଣି ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ

State

ନିଯୁକ୍ତ ହେବେ ୭ ହଜାର ନୂଆ ମେଡିକାଲ ଅଫିସର

ରାଜ୍ୟରେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଆଉ ୭ ହଜାର କ୍ଲାସ-୧ ମେଡିକାଲ ଅଫିସର ପଦବୀ ସୃଷ୍ଟି କରିଛନ୍ତି

State

ରୁଟି ସନ୍ତୁଳା ଖାଇଲେ ଦ୍ରୌପଦୀ ମୁର୍ମୁ

ଓଡିଶା ଗ୍ରସ୍ତରେ ଆସି ମଙ୍ଗଳବାର ରାଜଭବନରେ ରାତ୍ରିଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

State

କଟକ ଚଣ୍ଡୀଙ୍କ ଦର୍ଶନ କଲେ ରାଷ୍ଟ୍ରପତି, ଶୈଳବାଳା କଲେଜରେ ମଧୁବାବୁଙ୍କ...

କଟକ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସକାଳେ ଭୁବନେଶ୍ବରରୁ ସଡକ ପଥରେ କଟକ ଯାଇ ପ୍ରଥମେ ଚଣ୍ଡୀମନ୍ଦିରରେ ମା’ଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି

Cuttack

ଆଜି ବନ୍ଦ ରହିବ କଟକସ୍ଥିତ ବିଭିନ୍ନ କାର୍ୟ୍ୟାଳୟ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ବୁଧବାର  କଟକ ଗସ୍ତରେ ଯାଇ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି