Tag: #odisha news makers
ହୀରାକୁଦକୁ ଆସୁଛି ୪.୭୫ ଲକ୍ଷ କ୍ୟୁସେକ, ପୁଣି ୫ ଗେଟ ଖୋଲିଲା
ତଳମୁଣ୍ଡରେ ବନ୍ୟା ପରିସ୍ଥିତି ବେଳେ ଉପରମୁଣ୍ଡରେ ବି ପ୍ରବଳ ବର୍ଷା ହୋଇଛି
ପ୍ରତି ଶନିବାର ସାଧାରଣ ଲୋକଙ୍କ ପାଇଁ ଖୋଲାରହିବ ହାଇକୋର୍ଟ
ଓଡ଼ିଶା ହାଇକୋର୍ଟ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛି। ହାଇକୋର୍ଟକୁ ସ୍କୁଲ କଲେଜ ପିଲାମାନେ ପରିଦର୍ଶନ କରି ବିଭିନ୍ନ ଅଦାଲତି ପ୍ରକ୍ରିୟା ସମ୍ପର୍କରେ...
ବାଘ ସଫାରୀରେ ଫସି ରହିଲେ ୩୦ ପର୍ଯ୍ୟଟକ
ନନ୍ଦନକାନନରେ ଅଘଟଣ । ଅଳ୍ପକେ ବର୍ତ୍ତିଛନ୍ତି ପାଖାପାଖି ୩୦ ପର୍ଯ୍ୟଟକ
ରତ୍ନ ଭଣ୍ଡାରରେ ରହିଛି ଦେଢ କ୍ବିଣ୍ଟାଲ ସୁନା,ସରକାର ଦେଲେ ତଥ୍ୟ
ଶ୍ରୀମନ୍ଦିର ରତ୍ନବଣ୍ଡାରରେ ରହିଛି ପାଖାପାଖି ଦେଢ କ୍ବିଣ୍ଟାଲ ସୁନା ଓ 184 କିଲୋ ରୂପା
ମହାନଦୀ ସିଷ୍ଟମରେ ଛୋଟରୁ ମଧ୍ୟମ ଧରଣର ବନ୍ୟା ହେବ : ଜଳସମ୍ପଦ ସର୍ବୋଚ୍ଚ...
ବିପଦ ସଂକେତ ଉପରେ ଥିବା ବୈତରଣୀର ଜଳସ୍ତର ଆଖୁଆପଦା ଓ ଆନନ୍ଦପୁରଠାରେ କମିବାକୁ ଲାଗିଲାଣି
ପ୍ରବଳ ବର୍ଷାରେ କନ୍ଧମାଳ ଉବୁଟୁବୁ
ଗତ କିଛି ଦିନ ଭଳି ବୁଧବାର ମଧ୍ୟ ପ୍ରବଳ ବର୍ଷାରେ ଭିଜିଛି କନ୍ଧମାଳ ଜିଲ୍ଲା
ପୋଲ ଉପରେ ପାଣି, ସମ୍ବଲପୁର- ସୋନପୁର ଯୋଗାଯୋଗ ବିଚ୍ଛିନ୍ନ
ପ୍ରବଳ ବର୍ଷାରେ ସବୁ ନଦୀ ଏବଂ ନାଳ ଭରିବାରେ ଲାଗିଛି
ପାହାଡ଼ରୁ ବଡ଼ ପଥର ଖଣ୍ଡ ଖସି ଟ୍ରେନ୍ ଇଞ୍ଜିନ ଲାଇନ୍ଚ୍ୟୁତ
ପାହାଡ଼ରୁ ଖସିଲା ବଡ଼ ପଥର ଖଣ୍ଡ । ଆଉ ସେହି ପଥର ଖଣ୍ଡ ଏକ ମାଲ୍ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଖସି ପଡ଼ିଲା
ରାଜ୍ୟରେ ୭ ବରିଷ୍ଠ ଓଏଏସ୍ଙ୍କ ବଦଳି
ଓଡିଶା ପ୍ରଶାସନିକ ସେବା ବା ଓଏଏସ୍ ସ୍ତରରେ ରାଜ୍ୟ ସରକାର ବଦଳି କରିଛନ୍ତି
ଗଭୀର ଅବପାତ ପ୍ରଭାବରେ ପ୍ରବଳ ଛେଚିଲା
ଗଭୀର ଅବପାତର ପ୍ରଭାବରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି
ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବିଜେଡି
ମଣିପୁର ପ୍ରସଙ୍ଗରେ ଲୋକସଭାରେ ବିରୋଧୀ ଆଇଏନଡିଆଇଏ ମେଣ୍ଟ ଦ୍ୱାରା ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ବିଜୁ ଜନତା ଦଳ ବିରୋଧ କରିବ
ବର୍ଷାଙ୍କୁ ଜେରା ଶେଷ
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସାକ୍ଷ୍ୟ ଗ୍ରହଣ କରି କଟକ ପରିବାର ଅଦାଲତରେ ଜେରା ଶେଷ ହୋଇଛି








