Tag: #odisha news makers
ସାପ କାମୁଡାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ
କୋଚିଂ ସେଣ୍ଟରରେ ଅଘଟଣ। ସାପ କାମୁଡ଼ାରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଓଡ଼ିଶା ସାମ୍ବାଦିକ ୟୁନିୟନ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଓଡ଼ିଶା ସାମ୍ବାଦିକ ୟୁନିୟନ
ହୀରାକୁଦ ଡ୍ୟାମ୍: ଜଳପତ୍ତନ ରହିଛି ୬୧୪.୮୭ ଫୁଟ
ପୂର୍ବ ଘୋଷଣା ଅନୁଯାୟୀ ରବିବାର ସକାଳ ୯ଟାରେ ଖୋଲାଯାଇଛି ହୀରାକୁଦ ଡ୍ୟାମ୍ର ଗେଟ୍। ଏହା ସହିତ ନିଷ୍କାସିତ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ରାଜ୍ୟରେ ଡେଙ୍ଗୁ ଏବେ ନିୟନ୍ତ୍ରଣରେ
ରାଜ୍ୟରେ ଡେଙ୍ଗୁ ଏବେ ନିୟନ୍ତ୍ରଣରେ ରହିଛି। ଗତକାଲି ସୁଦ୍ଧା ୧୭୩୪୮ ଜଣଙ୍କର ପରୀକ୍ଷା ହୋଇଛି
ହୀରାକୁଦ ଖୋଲିଲେ କିଛି ଅସୁବିଧା ନାହିଁ : ଏସଆରସି
ସାରା ରାଜ୍ୟରେ ବର୍ଷା ଜାରି ରହିଛି । କେତେକ ସ୍ଥାନରେ ମୂଷଳ ଧାରାରେ ବର୍ଷା ମଧ୍ୟ ହୋଇଛି
ରାଜ୍ୟରେ ଭଲ ବର୍ଷା ହେବା ସମ୍ବାବନା
ଆସୁଥିବା ଦୁଇ ସପ୍ତାହ ରାଜ୍ୟର ସମସ୍ତ ଅଂଚଳରେ ଭଲ ବର୍ଷା ହେବାର ସୂଚନା ଦେଇଛି ପାଣିପାଗ ବିଭାଗ
ମହିଳା ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ
୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ମହିଳା ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ
ଫୁଟିଲା ବୋମା, ୩ ଗୁରୁତର
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଫୁଟିଲା ବୋମା । ନୟାଗଡ ଦଶପଲ୍ଲା ଥାନା ଟାକେରା ଗ୍ରାମରେ ଏହି ବୋମାମାଡ ହୋଇଛି
ମଣିପୁର ଭାଇରାଲ ଭିଡ଼ିଓ ଘଟଣାରେ ୪ ଗିରଫ
ସମଗ୍ର ଦେଶକୁ ସ୍ତବ୍ଧ କରିଥିବା ମଣିପୁର ଭାଇରାଲ ଭିଡ଼ିଓ ଘଟଣାରେ ମାଷ୍ଟର ମାଇଣ୍ଡ ସହ ଏଯାବତ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଘରେ...
ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି
ଭଦ୍ରକରେ ବସ୍ ଦୁର୍ଘଟଣା; ୨୫ ଆହତ, ୫ ଗୁରୁତର
ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ତୀର୍ଥଯାତ୍ରୀ ବସ୍
ଉଦ୍ଘାଟିତ ହେଲା ‘ୱଣ୍ଡର କେଭ୍ସ’
ଖଣ୍ଡଗିରି ପଦ ଦେଶରେ ଫୋର୍ଟ ଆଣ୍ଡ୍ କେଭ୍ସ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ ‘ୱଣ୍ଡର କେଭ୍ସ’ ଉଦ୍ଘାଟିତ ହୋଇଯାଇଛି
ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ
୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି
ମଣିପୁର ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ: ସୁପ୍ରିମକୋର୍ଟ
ମଣିପୁରର ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା କରି ନେବା ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ ବୋଲି କହିବା ସହ ଏହା ସମ୍ବିଧାନର ଘୋର ଉଲ୍ଲଘଂନ...
୨୩ରେ ଖୋଲିବ ହୀରାକୁଦ
ହୀରାକୁଦ ବନ୍ଧକୁ ନେଇ ଏକ ବଡ଼ ଖବର ଆସିଛି । ଆସନ୍ତା ୨୩ରେ ହୀରାକୁଦ ଡ୍ୟାମ ଖୋଲାଯିବ
ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।








