State
ଏବେବି ସର୍ବନିମ୍ନ ମୌଳିକ ସୁବିଧା ରୁ ବଞ୍ଚିତ ଝାରପଡା ଗ୍ରାମବାସୀ
ଏବେବି ସର୍ବନିମ୍ନ ମୌଳିକ ସୁବିଧା ରୁ ବଞ୍ଚିତ ସୁବର୍ଣ୍ଣପୁର ଜ଼ିଲ୍ଲାର ଝରାପଡା ଗ୍ରାମବାସୀ
କେନ୍ଦୁପତ୍ର ବୋଝେଇ ପିକଅପ ଜବତ,4 ଗିରଫ
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ପିପଲକଟା ଗ୍ରାମରେ ବନବିଭାଗର ଚଢ଼ାଉ l
ଯୁବକଙ୍କୁ ପିଟିପିଟି ହତ୍ୟା
ବଲାଙ୍ଗୀର ସଦରଥାନା ଅଧିନ ପଣ୍ଡରାପିଟା ଗାଁରେ ଅଭାବନୀୟ ଘଟଣା
ପୁରା ଗାଁକୁ ଠକିଦେଲା ସାଇବର ଠକ
ସବୁ ବେଳେ ଅଧିକ ଲୋଭ ମଣିଷକୁ ଅସୁବିଧାରେ ପକାଇଥାଏ
ଜବତ ହେଲା ୪ ବାଘ ଛାଲ: ୩ ଗିରଫ
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବାରିପଦା ବନ ବିଭାଗ ଚଢ଼ାଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି
ବନ୍ଦ ଘର ଭିତରେ ପଡିଛି ଡାକ୍ତରଙ୍କ ମୃତଦେହ
ବନ୍ଦ ଘର ଭିତରେ ପଡିଛି ଡାକ୍ତରଙ୍କ ମୃତଦେହ
ଆସୁଛି ଆଉ ଏକ ଲଘୁଚାପ
ରାଜ୍ୟରେ ସକ୍ରିୟ ମୌସୁମୀ ଓ ଲଘୁଚାପ ଯୋଗୁଁ ବିଭିନ୍ନ ସ୍ଥାନରେ ବର୍ଷା ହେଉଥିବା ବେଳେ ଆସନ୍ତାକାଲି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି
ଏକ ସଫଳ ରାଜନୈତିକ ଯାତ୍ରାର ‘ନବୀନ’ ମାଇଲଖୁଣ୍ଟ
ନିଜର କର୍ମମୟ ଓ ସଫଳ ରାଜନୈତିକ କ୍ୟାରିୟରର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ସାପ କାମୁଡାରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ
କୋଚିଂ ସେଣ୍ଟରରେ ଅଘଟଣ। ସାପ କାମୁଡ଼ାରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଓଡ଼ିଶା ସାମ୍ବାଦିକ ୟୁନିୟନ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲା ଓଡ଼ିଶା ସାମ୍ବାଦିକ ୟୁନିୟନ
ହୀରାକୁଦ ଡ୍ୟାମ୍: ଜଳପତ୍ତନ ରହିଛି ୬୧୪.୮୭ ଫୁଟ
ପୂର୍ବ ଘୋଷଣା ଅନୁଯାୟୀ ରବିବାର ସକାଳ ୯ଟାରେ ଖୋଲାଯାଇଛି ହୀରାକୁଦ ଡ୍ୟାମ୍ର ଗେଟ୍। ଏହା ସହିତ ନିଷ୍କାସିତ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ହୀରାକୁଦର ୫ ଗେଟ ଖୋଲିଲା
ଆଜି ହୀରାକୁଦରୁ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି
ରାଜ୍ୟର ୫ ଜଣ ସାମ୍ବାଦିକ ସମ୍ମାନିତ
ରାଜ୍ୟର ୫ ଜଣ ସାମ୍ବାଦିକଙ୍କୁ ମିଳିଲା ‘ଓଡ଼ିଶା ଜର୍ଣ୍ଣାଲିଜମ୍ ଆୱାର୍ଡ: ବିଜେତାଙ୍କୁ ସମ୍ମାନିତ କଲେ ଧର୍ମେନ୍ଦ୍ର ପ୍ରଧାନ
ମାନବିକତା ଦେଖାଇଲେ ଆରଟିଓ
ଆହତ ବ୍ୟକ୍ତି ଙ୍କୁ ଉଦ୍ଧାର ଓ ଚିକିତ୍ସା କରି ମାନବିକତା ଦେଖାଇଲେ ଆରଟିଓ ଏବଂ ପରିବହନ ବିଭାଗ ର କର୍ମଚାରୀ
ଓଭର ଡୋଜ ମେଡିସିନ ରେ ଶିଶୁପୁତ୍ର ମୃତ
ଓଭର ଡୋଜ ଭେକସିନ ପାଇ ଦୁଇ ମାସର ଶିଶୁପୁତ୍ର ମୃତ, ଥାନା ରେ ଅଭିଯୋଗ
ମଦୁଆ ର ଉତ୍ପାତ
ମଦ ନିଶାରେ ଚୁର ଯୁବକ ଯୋଗୁଁ ଯାତାୟତ ବାଧାପ୍ରାପ୍ତ, ଦୃଷ୍ଟି ଦେବେ କି ଥାନା ଅଧିକାରୀ ?
ସହର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ
ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସହର ସ୍ଥିତ ବିଭିନ୍ନ ଅନୁଷ୍ଠାନ ପରିଦର୍ଶନ
ସହିନପାରି ଆତ୍ମହତ୍ୟା
ରୋଗବ୍ୟାଧି ସହିନପାରି ଆତ୍ମହତ୍ୟା, ଥାନାରେ ଏତଲା









