State
କେନ୍ଦୁପତ୍ର ହିତାଧିକାରୀ ପାଇବେ ୫୬ କୋଟି
ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା...
୨ ରେଳ କର୍ମଚାରୀ ନିଲମ୍ବିତ
ନୀଳଗିରି ରୋଡ଼ରେ ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା । ଷ୍ଟେସନମାଷ୍ଟର ଓ ପଏଣ୍ଟମ୍ୟାନଙ୍କୁ ନିଲମ୍ବନ କଲା ଖଡ଼ଗପୁର ରେଳ ଡିଭିଜନ
ସୁବର୍ଣ୍ଣପୁର ଫୁଟବଲ ଲିଗ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର ଫୁଟବଲ ଲିଗ ପାଇଁ ଜିଲ୍ଲା କ୍ରିଡା ସଂଘର କାର୍ଯ୍ୟକାରୀ ସଭ୍ୟମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ପରକୀୟା ପ୍ରୀତିକୁ ନେଇ ହତ୍ୟା
ମୁଣ୍ଡ ବିହୀନ ମହିଳା ଙ୍କ ଗଳିତ ଶବ ଉଦ୍ଧାର ଘଟଣା ସ୍ବାମୀ ହିଁ ହତ୍ୟାକାରୀ
ନିଶାରେ ମାତାଲ ହୋଇ ରାସ୍ତାରେ ଶୋଇଲେ ଶିକ୍ଷକ
ନିଶାରେ ମାତାଲ ହୋଇ ରାସ୍ତାରେ ଶୋଇଛନ୍ତି ଜଣେ ଶିକ୍ଷକ। ଏଭଳି ଏକ ଅଭାବନୀୟ ତଥା ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି
ନୀଳଗିରି ରୋଡ୍ ଷ୍ଟେସନ ମାଷ୍ଟରଙ୍କୁ ଡିଆରଏମଙ୍କ ସମନ
ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଭଦ୍ରକ-ବାଲେଶ୍ଵର ମେମୁ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିବା ଘଟଣା ଗଣମାଧ୍ୟମରେ ପ୍ରସାର ପରେ ପଚରାଉଚରା ପାଇଁ ନୀଳଗିରି...
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ବୃଦ୍ଧି...
କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ...
ମହିଳା ପୋଷ୍ଟମାଷ୍ଟରଙ୍କୁ ପଥରରେ ଛେଚି ହତ୍ୟା
ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ କୁରୁମକେଲ ବେଲସରିଆପଡ଼ା ବିଲରୁ ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି
ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି
ପ୍ରବଳ ବର୍ଷା କାରଣରୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୬୩.୧୯ ମିଲିମିଟର ତଥା ମୋଟରେ ୪୪୨.୩...
ଦୁର୍ଘଟଣାରୁ ବର୍ତ୍ତିଲା ମେମୁ ଟ୍ରେନ
ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ମେମୁ ଟ୍ରେନ୍
ମାତିଛି ଗୋଠ ଛଡା ଦନ୍ତା
ପାଟଣା ରେଞ୍ଜରେ ମାତିଛି ଗୋଠ ଛଡା ଦନ୍ତା। ବିଳମ୍ବିତ ରାତିରେ ଖିରେଇଟାଙ୍ଗୀରୀ ଗ୍ରାମର ବଳଭଦ୍ର ନାଏକଙ୍କ ଘର ଭାଙ୍ଗି ଖାଇଗଲା ଧାନ
ରସୁଲପୁରରେ ଦାବିଗଲା ପୋଲ
ଅଳ୍ପକେ ବର୍ତ୍ତିଲେ ଲୋକେ , ବାଲେଶ୍ୱର ଓ ଯାଜପୁରରୁ କଟକ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ
ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଉତ୍ସବ
ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଯାତ୍ରା ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ।
ବିସ୍ଫୋରଣରେ କଟିଗଲା ନାବାଳକଙ୍କ ୪ ଆଙ୍ଗୁଳି
ବିସ୍ଫୋରଣରେ କଟିଗଲା ନାବାଳକଙ୍କ ୪ଟି ଅଙ୍ଗୁଳି। ଏପରି ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଲଖନା ଥାନା ଅନ୍ତର୍ଗତ ବଙ୍ଗମୁଣ୍ଡା ଗାଁରେ।
ବର୍ଷା ବିତ୍ପାତ ରେ ଜଳମଗ୍ନ ଓଡ଼ିଶା
ସାମାନ୍ୟ ବର୍ଷା ରେ ସମଗ୍ର ରାଜ୍ୟ ଜଳମଗ୍ନ, ଅପାରଗତା ପରିଚାଳନା ଓ ଦୁରଦୃଷ୍ଟି କୁ ଦାୟୀ କଲା ରାଜ୍ୟ ବିଜେପି
ଆଲୋକ ବେହେରା ହେଲେ ଆରପିଏଫ ର ପ୍ରିନସିପାଲ ଚିଫ ସେକୁରିଟି କମିଶନର
ଆଲୋକ ବୋହରା, ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ (ଆରପିଏଫ୍) ର ନୂତନ ପ୍ରମୁଖ ସୁରକ୍ଷା ଆୟୁକ୍ତ (ପ୍ରିନସିପାଲ ଚିଫ ସେକୁରିଟି କମିଶନର)
ପୃଥିବୀର ଦ୍ୱିତୀୟ କକ୍ଷରେ ପ୍ରବେଶ କଲା ଚନ୍ଦ୍ରଯାନ-୩
ଚନ୍ଦ୍ରଯାନ-୩ର ଦ୍ବିତୀୟ ଅର୍ବିଟ ରେଇଜିଂ ମାନ୍ୟୁଭରିଂ ସୋମବାର ସଫଳତାର ସହ ସମ୍ପନ୍ନ ହୋଇଛି । ଅର୍ଥାତ ଚନ୍ଦ୍ରଯାନ-୩ ପୃଥିବୀର ଦ୍ୱିତୀୟ କକ୍ଷପଥରେ ପ୍ରବେଶ...
ଓଟିପି ସେୟାରିଂ ମାମଲା : ଅଭିଯୁକ୍ତ ପଠାଣି ସାମନ୍ତକୁ ପଚରାଉଚରା...
ବହୁଚର୍ଚ୍ଚିତ ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କାକୁ ପଶ୍ଚିମବଙ୍ଗ ଏସଟିଏଫ ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ...
ଧରାପଡିଲେ ନକଲି ଏମ୍ସ ଡାକ୍ତର
ଧରାପଡିଲେ ନକଲି ଏମ୍ସ ଡାକ୍ତର। ଏମ୍ସ ଡାକ୍ତର କହି କ୍ଲିନିକ ଖୋଲିଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ।
ନର୍ସିଂ ଅଫିସର ଓ ନର୍ସିଂ ଶିକ୍ଷକଙ୍କ ପାଇଁ ଖୁସି ଖବର
ନର୍ସିଂ ଅଫିସର ଓ ନର୍ସିଂ ଶିକ୍ଷକଙ୍କ ପାଇଁ ଖୁସି ଖବର । ଏଣିକି ଉଚ୍ଚଶିକ୍ଷା ପାଇଁ ଷ୍ଟଡି ଲିଭ୍ ବାବଦକୁ ସେମାନେ ପାରିଶ୍ରମିକ ପାଇବେ।









