State

ଭଦ୍ରକରେ ବସ୍‌ ଦୁର୍ଘଟଣା; ୨୫ ଆହତ, ୫ ଗୁରୁତର

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ତୀର୍ଥଯାତ୍ରୀ ବସ୍‌

ଭୁବନ ରେ ହନୁ ମାଙ୍କଡ ଙ୍କ ଉତ୍ପାତ

ଭୁବନ ଅଞ୍ଚଳ ରେ ଗତ କିଛି ଦିନ ହେଲା ଜଙ୍ଗଲି ହନୁ ମାଙ୍କଡ ଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି।

ମାଲକାନଗିରିରେ ଭୂସ୍ଖଳନ, ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ବାୟାପଡା ଘାଟୀରେ ଭୂସ୍ଖଳନ। ଗଙ୍ଗାପଡା ଗାଁ ନିକଟରେ ଭୂସ୍ଖଳନ ହୋଇଛି

ଖଡଗ ନଦୀରେ ନିର୍ମାଣ ହେବ ନଦୀଗର୍ଭ ଜଳାଶୟ

୧୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି

୨୩ରେ ଖୋଲିବ ହୀରାକୁଦ

ହୀରାକୁଦ ବନ୍ଧକୁ ନେଇ ଏକ ବଡ଼ ଖବର ଆସିଛି  । ଆସନ୍ତା ୨୩ରେ ହୀରାକୁଦ ଡ୍ୟାମ ଖୋଲାଯିବ

ନୟାଗଡ଼ରେ ୫-ଟି ସଚିବ

ନୟାଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍

ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।

ଜଷ୍ଟିସ ସୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଆଜି ଓଡ଼ିଶା ସମେତ କେରଳ,ତେଲେଙ୍ଗାନା ଓ ଗୁଜୁରାଟ ହାଇକୋର୍ଟରେ ନୂଆ ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି...

5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ

ରାଜ୍ୟରେ ଏ ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ 6883 ହାଇସ୍କୁଲ ରୂପାନ୍ତର କାମ ସମ୍ପୂର୍ଣ୍ଣ ହୋଇଛି। ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ 8654 ସରକାରୀ ହାଇସ୍କୁଲଗୁଡିକରେ...

ଉପସଭାପତି ପଦକୁ ନେଇ ରାଜନୀତି ସରଗରମ

ଜଗତସିଂହପୁର ଜିଲ୍ଲା ବିଜେଡି ର କର୍ମକର୍ତ୍ତା ଙ୍କ ତାଲିକା ଘୋଷଣା ହେବା ପରେ ଜିଲ୍ଲାର ଉପ ସଭାପତି ପଦକୁ ନେଇ ଏବେ ରାଜନୀତି ସରଗରମ ହେବାରେ ଲାଗିଛି।

ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ହତ୍ୟା କରୁଛନ୍ତି ରାଜ୍ୟ ସରକାର

ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷା ଓ ହଜାର ହଜାର ଛାତ୍ରଛାତ୍ରୀଙ୍କର ଭବିଷ୍ୟତକୁ ରାଜ୍ୟ ସରକାର ହତ୍ୟା କରୁଛନ୍ତି । ଗୁଣାତ୍ମକ ଶିକ୍ଷା ଓ ପ୍ରାଥମିକ ସ୍ତରରୁ ଭିତିଭୂମି...

ପୁଣି ଜୀବନ ନେଲା ମୁକୁଳା ଡ୍ରେନ

କଟକ ବାରପଥର ଅଞ୍ଚଳରେ ଜଣେ ବ୍ୟକ୍ତି ମୁକୁଳା ଡ୍ରେନରେ ପଡି ମୃତ୍ୟୁବରଣ କରିଛନ୍ତି

ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନାର IIC

ପୁଣି ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀଙ୍କୁ ନେଇ ମୁଖ୍ୟମନ୍ତ୍ରୀ...

ବରଗଡ଼ ଜିଲ୍ଲା ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌରସଂସ୍ଥା ଅଧିକାରୀ ମାନଙ୍କ ପାଇଁ...

ବନ୍ଧା ହେବେ ଶ୍ରଦ୍ଧାଞ୍ଜଳି

ଅର୍ଚ୍ଚନା ନାଗ କେଳେଙ୍କାରୀ ପ୍ରସଙ୍ଗ । ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ

ଲଗାଣ ବର୍ଷାରେ ଭାସିଗଲା ଅସ୍ଥାୟୀ ପୋଲ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠର ଗୋଷାଣି ଡାଳିମ୍ବପୁର-କେରାଣ୍ଡି ରାସ୍ତାରେ ଥିବା ଏକ ବଡ଼ ନାଳ...