State
ପୋଖରୀ ରେ ବୁଡି ଦିନ ମଜୁରିଆ ମୃତ
ଭୁବନ ଗୋଡ଼ିପୋଖରି ରେ ବୁଡି ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି
ଆଦର୍ଶ ହରାଉଛି ଆଦର୍ଶ ବିଦ୍ୟାଳୟ
ଆଦର୍ଶ ହରାଉଛି ପୁରୁଷତ୍ତମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବର୍ଷକ ମଧ୍ୟରେ କାନ୍ଥ ଫାଟିଲାଣି , ଗେଟ ରୁ ଟାଇଲ ଖସିଲାଣି ସ୍ଥାୟୀ ପରିଚାଳନା କମିଟି ଗଠନ ହେଲାନି...
ଆଇଆଇସିଙ୍କ ପଥର ଖଣି ଚଢ଼ାଉ, ଟ୍ରାକ୍ଟର ଓ ପାୱାର ଟିଲର ଜବତ, ଜଣେ...
ଫିଲ୍ମ ଷ୍ଟାଇଲିରେ ମିନିଟ୍ରକ ରେ ଯାଇ ଆଇଆଇସିଙ୍କ ପଥର ଖଣି ଚଢ଼ାଉ: ପଥର ବୋଝେଇ ଟ୍ରାକ୍ଟର ଓ ପାୱାର ଟିଲର ଜବତ, ଜଣେ ଅଟକ
ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି ତିଗିରିଆ ପୋଲିସ୍
ଗୋରୁ ଚୋରାଚାଲାଣ ବେଳେ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି ତିଗିରିଆ ପୋଲିସ୍ l
ଅଭିଯୋଗ ଶୁଣାଣି ଶିବିର
ଲାଞ୍ଜିଗଡ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
ରାଜ୍ୟ ସୁଟିଂ ଚମ୍ପିଅନରେ କଳାହାଣ୍ଡି କୁ ସଫଳତା
୧୨ତମ ଓଡିଶା ଷ୍ଟେଟ ସୁଟିଂ ଚମ୍ପିଅନ ସିପ ୨୦୨୩ ରେ ପ୍ରଥମ ସ୍ଥାନ ରେ ବିଜୟ ଲାଭ କରିଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ଅରବିନ୍ଦ ସାହୁ
ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠୁ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।
ରାଜ୍ୟରେ ସାପ କାମୁଡାରେ ଆଉ ୪ ମୃତ
ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାପ କାମୁଡାରେ ୪ଜଣଙ୍କ ମୃତ୍ୟୁ ଘଟିଛି
ବାଣପୁର ର ଶାଳିଆ କେନାଲ ରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର
ବାଣପୁର ମୁକ୍ତଦେଇ ପୁର ଶାଳିଆ କେନାଲ ରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର କାରଣ ଅସ୍ପଷ୍ଟ
କନ୍ଦାଉଛି ଟାଟା ପାୱାର
ଟାଟା ପାୱାର : ଲାଇନ କଟୁଛି ଦିନକୁ ୫୦ଥର ଗୋଡ଼ା ଗ୍ରିଡ ରେ ଗାଡି ନାହିଁ କି ସିଡି ନାହିଁ
ଗୋ ସୁରକ୍ଷା, ସଡ଼କ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଏକ ସଚେତନତା
ଖୋର୍ଦ୍ଧା ଜିଲ୍ଲା ନିରାକାରପୁର "ସହଯୋଗ" ପରିବାର ତରଫରୁ ଗୋ ସୁରକ୍ଷା, ସଡ଼କ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଏକ ସଚେତନତା ଶୋଭାଯାତ୍ରା ହେବ ସହିତ ବୃକ୍ଷରୋପଣ...
ଓଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି
ହୀରାକୁଦରେ ଖୋଲିଲା ୩ଟି ଗେଟ୍
ହୀରାକୁଦରେ ମୋଟ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି
ଆସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର
ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ଆଜିଠାରୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଖୋଲିଲା
ସମ୍ବଲପୁରୀ ବସ୍ତ୍ରକୁ ମିଳିବ ଜିଆଇ ଟ୍ୟାଗ
ସମ୍ବଲପୁରୀ ବସ୍ତ୍ରକୁ ଜିଆଇ ଟ୍ୟାଗ୍ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଦ୍ୟମ ନିଆଯାଉଛି ବୋଲି କେନ୍ଦ୍ର ବୟନଶିଳ୍ପ କମିଶନର ରୂପ୍ ରାଶି ସୂଚନା ଦେଇଛନ୍ତି...
ସାପ କାମୁଡ଼ା ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ
ଓଡ଼ିଶାରେ ସାପ କାମୁଡ଼ା ମୃତ୍ୟୁସଂଖ୍ୟା ବଢ଼ିଚାଲିଛି
ଆମେରିକା ଗଲେ 5T ସଚିବ
ଆମେରିକା ରେ ଥିବା ଓଡ଼ିଆ ଙ୍କ ସହିତ ବିଶେଷ ଆଲୋଚନା









