State
ବଜ୍ରପାତ ରେ ଚାଷୀ ମୃତ
ଭୁବନ ବ୍ଲକ ଅନ୍ତର୍ଗତ ଧଳପଡା ପଞ୍ଚାୟତ ଅନଳ ଗ୍ରାମରେ ଜଣେ ଚାଷୀ ଙ୍କ ର ବଜ୍ରପାତ ରେ ମୃତ୍ୟୁ ହୋଇଥିବା ଜଣପଡିଛି।
ପୂର୍ବତନ ଜିଏମଙ୍କଠାରୁ ୫ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ
ଆଦିବାସୀ ବିକାଶ ସମବାୟ ନିଗମ ଲିମିଟେଡ- ଟିଡିସିସିଏଲର ପୂର୍ବତନ ଜିଏମ୍ ରୋହିତ କୁମାର ପରିଡାଙ୍କଠାରୁ ୫ ଲକ୍ଷ ୫୪ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ
ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ରିଟ୍ ଓ ରିଭ୍ୟୁ ପିଟିସନ ଖାରଜ...
ଆସିଷ୍ଟାଣ୍ଟ ସେକ୍ସନ ଅଫିସର -ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାୟର ରିଭ୍ୟୁ ପିଟିସନ ଖାରଜ କରିଦେଇଛନ୍ତି ହାଇକୋର୍ଟ
ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ସୋମବାର ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବ
କଲଭର୍ଟ ଭୁଶୁଡ଼ି ୫ ମୃତ
ନିର୍ମାଣଧୀନ କଲଭର୍ଟ ଭୁଷୁଡ଼ି ୫ ଜଣଙ୍କ ମୃତ୍ୟୁ
ମୋହନାରେ ବାଘ ଆତଙ୍କ
ଗଜପତି ଜିଲ୍ଲା ମୋହନାରେ ବାଘ ଆତଙ୍କ
ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଅର୍ଜୁନ ବାହାଦୂରଙ୍କୁ ଆର୍ଥିକ ସହାୟତା
ତିର୍ତ୍ତୋଲ ବ୍ଲକ ତିର୍ତ୍ତୋଲ ପଞ୍ଚାୟତ ଅନ୍ତର୍ଗତ ଚକ୍ଷୁ ରୋଗରେ ପୀଡିତ ଅର୍ଜୁନ ବାହାଦୂରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ...
ଅସହାୟଙ୍କୁ ଖାଦ୍ୟ ଦେଲେ ଆପ କର୍ମୀ
କଳାହାଣ୍ଡି ଜିଲ୍ଲା ଆମ ଆଦମୀ ପାର୍ଟି ପକ୍ଷରୁ ଆଜି ଭବାନୀପାଟଣା ସହରର ଅସହାୟ ମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଇଛି
ଶିକ୍ଷକ ଙ୍କ ମହାନତା
ପାଗଳ ବ୍ୟକ୍ତିକୁ ସ୍ନାନ କରି ନୂତନ ବସ୍ତ୍ର ଦେଲେ ଶିକ୍ଷକ
ଉଈ ହୁଙ୍କା ଓ ପାଣି ଝରା ରେ ଚାଲିଛି ଆର.ଆଇ ଅଫିସ
ନିରାକାରପୁର ଆର.ଆଇ ଅଫିସ , ସନ୍ତସନ୍ତିଆ ଜାଗାରେ ବସିଛନ୍ତି ଆର ଆଇ : ତଳେ ଉଈ ହୁଙ୍କା, ଉପରୁ ଝରୁଛି ପାଣି
ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକ ଙ୍କ ଗୁହାରି ଶୁଣିଲେ ଜ଼ିଲ୍ଲା ଶ୍ରମ...
ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ନିର୍ଦ୍ଦେଶ କ୍ରମେ ଝରାପଡା କୁ ପହଞ୍ଚିଲେ ଜ଼ିଲ୍ଲା ଶ୍ରମ ଅଧିକାରୀ , ବସ୍ତି ଲୋକ ଙ୍କ ସବୁ ସମସ୍ୟା ଗୁହାରି...
ସୁନଗହଣା ଦୋକାନରୁ ଡକାୟତି ଉଦ୍ୟମ ପଣ୍ଡ: ବନ୍ଧୁକ ସହ ଜଣେ ଗିରଫ
ବରଗଡ଼ ସହରର ବେସରକାରୀ ବସଷ୍ଟାଣ୍ଡ କେନାଲ ନିକଟରେ ଥିବା ଏକ ସୁନା ଗହଣା ଦୋକାନରୁ ସଶସ୍ତ୍ର ଡକାୟତି ଉଦ୍ୟମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି
ପୁଣି ପ୍ରଶ୍ନପତ୍ର ଲିକ୍ ଅଭିଯୋଗ
ପୁଣି ଓଏସଏସସି ଦ୍ୱାରା ପରିଚାଳିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ
ଟ୍ରେନ ରେ ଗଞ୍ଜେଇ ଚାଲାଣ ,ତିନି ଅଭିଯୁକ୍ତ ଗିରଫ
ଟ୍ରେନ ରେ ଗଞ୍ଜେଇ ଚାଲାଣ ,ତିନି ଅଭିଯୁକ୍ତ ଗିରଫ
ଅଗଷ୍ଟ ୧ ତାରିଖରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
ଶୀତ ଦିନ ଆସି ପୂର୍ବରୁ ପର୍ଯ୍ୟଟକଙ୍କ ପାଇଁ ଆସିଛି ଖୁସି ଖବର ,ଖୋଲିବ ଭିତର କନିକା
ପୁଣି ବଢିଲା ଚାଉଳ ଦର
ପନିପରିବା ଦର ବୃଦ୍ଧି ପରେ ଏବେ ଚାଉଳ ଚିନ୍ତା
ପୁଣି ଶିମିଳିପାଳରୁ ୯ଟି ଦେଶୀ ବନ୍ଧୁକ ଜବତ
ପୁଣି ଶିମିଳିପାଳ ପାଦଦେଶରୁ ୯ଟି ବନ୍ଧୁକ ଜବତ
ଦୁଇଟି ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ
ଦୁଇଟି ଏଟିଏମ ଭାଙ୍ଗି ଲୁଟ ଉଦ୍ୟମ: ପୋଲିସ ତତ୍ପର
ପଥର ବୋଝେଇ ଟ୍ରାକ୍ଟର ଜବତ
ଦୁଇଟି ବେଆଇନ ପଥର ବୋଝେଇ ଟ୍ରାକ୍ଟର ଜବତ
ମଣିପୁର ହିଂସାକୁ ଜୋରଦାର ପ୍ରତିବାଦ
ରାଜରାସ୍ତାକୁ ଓହ୍ଲାଇଲା ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ









