ଅସ୍ତ୍ରୋପଚାର ରୁମରେ ଚାଲି ଗଲା ରୋଗୀ ର ଜୀବନ

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମେଟେଲ ଛକ ନିକଟରେ ଥିବା ସାଳନ୍ଦୀ ନସଂଙ୍ଗିହୋମରେ ଜଣେ ମହିଳାଙ୍କ ଟୁମର ଅସ୍ତ୍ରୋପଚାର ବେଳେ ରୋଗୀ ମୃତ୍ୟୁ ଅଭିଯୋଗ ଆଣିଲେ ମୃତକ ଙ୍କ ପରିବାର ଲୋକେ ଏଥି ସହିତ ପରିବାର ଲୋକମାନଙ୍କ କହିବା କଥା ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଅପରେସନ ରୁମରେ ଚାଲିଗଲା ମହିଳା ଙ୍କ ଜୀବନ ମୃତକ ଜଣଙ୍କ ହେଲେ ଭଦ୍ରକ ଜିଲ୍ଲା ଧୁଷିରୀ ଥାନା ଅଧିନସ୍ଥ କଟସାହି ପଞ୍ଚାୟତ ଗୁହାଳୀ ପାଳ ଗ୍ରାମର ସଞ୍ଜୁଲତା ପାତ୍ର ବୋଲି ସୂଚନା ମିଳିଛି ଏଥି ସହିତ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାର ଦେଖିବାକୁ ମିଳିଛି l
ଭଦ୍ରକ ରୁ ରାଜେଶ କୁମାର ମାହୁନ୍ତ ଙ୍କ ରିପୋର୍ଟ