Sports
ନୀରଜ ଚୋପ୍ରା ହେଲେ ବିଶ୍ୱର ଏକ ନମ୍ବର ଜାଭେଲିନ୍ ଥ୍ରୋଅର୍
ଟୋଲିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଭାରତୀୟ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ରଚିଛନ୍ତି
ଆରସିବିର ପରାଜୟ ପରେ ଶୁଭମାନ ଗିଲଙ୍କ ଭଉଣୀଙ୍କୁ ବଳାତ୍କାର ଧମକ
ଳିତ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ଅଭିଯାନ ପରାଜୟ ସହ ଶେଷ ହୋଇଛି
ଓଡିଶା ପାଇଁ ଗୌରବ ଆଣିଲେ ଶିବାନୀ
ଭାରତୀୟ ବିଚ୍ ଭଲି ବଲ୍ ଦଳରେ ହେଲେ ସାମିଲ୍
ଢେଙ୍କାନାଳ ଖେଳାଳି ଙ୍କ କୃତିତ୍ୱ ନେଇ ସମ୍ବର୍ଦ୍ଧନା
ଢେଙ୍କାନାଳ ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ ଆସୋସିଏସନ୍ ସେକ୍ରେଟାରୀ ଏବଂ ସମସ୍ତ ସଦସ୍ୟ ତଥା ଖେଳାଳିମାନେ ରୋଶନିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି |
ଚତୁର୍ଥ ଥର ଓଡ଼ିଶାକୁ ମିଳିଲା ସ୍ପୋର୍ଟସ ଷ୍ଟାର ଆୱାର୍ଡ
ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡ଼ିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଛନ୍ତି ।
କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଦୀଲ୍ଲିପ ତୀର୍କି ହକି ଷ୍ଟାଡିୟମ୍...
ଭାରତର ପୂର୍ବତନ ହକି ତାରକା ତଥା ଅଧିନାୟକ ଦୀଲ୍ଲିପ ତୀର୍କି ଙ୍କ ନାମରେ ହକି ଷ୍ଟାଡିୟମ୍ ଉଦଘାଟିତ
Hon'ble CM Sri Naveen Patnaik today felicitated the members...
As a proud part of the organizing committee of the successfully conducted #HockeyWorldCup2023, humbled to be felicitated by Hon Chief...
କଳିଙ୍ଗ ଷ୍ଟାଡିୟମରେ ଭାରତ ବିଜୟୀ
କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ୱେଲ୍ସ ମଧ୍ୟରେ ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପର ରୋମାଞ୍ଚକର ମୁକାବିଲାରେ ଭାରତ ବିଜୟୀ ହୋଇଛି ।