Sports

ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଲୋ ସ୍କୋରିଂ ପ୍ରଥମ ଦିନିକିଆରେ ଭାରତ ପାଞ୍ଚ ୱିକେଟରେ ସହଜ ବିଜୟ ହାସଲ କରିଛି

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ, ରେକର୍ଡ ସୁଧାରିବାକୁ...

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଦିନିକିଆ ଗୁରୁବାର ଏଠାରେ ଖେଳାଯିବ

ଏସିଆନ ଚାମ୍ପିଅନସ ଟ୍ରଫି ହକି ପାଇଁ ଘୋଷିତ ଭାରତୀୟ ଦଳରେ ଅମିତ ରୋହିଦାସ...

ଆସନ୍ତାମାସରେ ଚେନ୍ନାଇରେ ଖେଳାଯିବାକୁ ଥିବା ଏସିଆନ ଚାମ୍ପିଅନସ ଟ୍ରଫି ହକି ପାଇଁ ୧୮ ଜଣିଆ ହକି ଦଳ ଘୋଷଣା କରାଯାଇଛି

ଆଜି ମହେନ୍ଦ୍ର ସିଂ ଧୋନିଙ୍କ ୪୨ ତମ ଜନ୍ମଦିନ

୪୨ ବର୍ଷରେ ପାଦ ଥାପିଲେ ମହେନ୍ଦ୍ର ସିଂ ଧୋନି

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ...

ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଘୋଷଣା ହୋଇସାରିଛି ଭାରତୀୟ ଦଳ । ଗତକାଲି ବିସିସିଆଇ ସିଲେକ୍ସନ କମିଟି ଏହି ସିରିଜ୍ ପାଇଁ ଟି-୨୦ ଦଳ ମଧ୍ୟ ଘୋଷଣା କରିସାରିଛି...

ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ

ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ କୁମାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମଙ୍ଗଳବାର ଘରକୁ ଫେରୁଥିବା ବେଳେ ପ୍ରବୀଣ କୁମାରଙ୍କ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା...

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରାୟୋଜକ ଭାବେ ବାଇଜୁସର ସ୍ଥାନ ନେଲା ଡ୍ରିମ୍...

ଅନଲାଇନ ଗେମିଂ ପ୍ଲାଟଫର୍ମ ଡ୍ରିମ୍ ୧୧ ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ ପ୍ରାୟୋଜକ ହୋଇଛି ।

ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେଇପାରନ୍ତି ଧାୱନ

ସେପ୍ଟେମ୍ବର-ଅକ୍ଟୋବରରେ ହାଙ୍ଗଝୁରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ବିସିସିଆଇ ପୁରୁଷ ଏବଂ ମହିଳା ଦଳ ପଠାଇବାକୁ ନିଷ୍ପତ୍ତି ନେଇଛି।

ଆସିଲା ବିଶ୍ୱକପର କାର୍ଯ୍ୟସୂଚୀ

୧୫ ଅକ୍ଟୋବରରେ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ କେଉଁଦିନ କାହାସହ ଖେଳିବ ଟିମ୍ ଇଣ୍ଡିଆ ?

ଦିନିକିଆ ବିଶ୍ୱକପ୍‌ ୨୦୨୩ : ଖେଳସୁଚୀ କୁ ଅପେକ୍ଷା

ଆଉ ୧୦୦ ଦିନ ବାକି, ମୁମ୍ବାଇରେ ଘୋଷଣା ହୋଇପାରେ ଖେଳସୂଚୀ

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଟେଷ୍ଟ ଦଳରୁ ପୂଜାରାଙ୍କ...

ଆସନ୍ତା ମାସରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ଗସ୍ତର ଟେଷ୍ଟ ଏବଂ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।

ଏମର୍ଜିଂ ଏସିଆ କପ୍: ବାଂଲାଦେଶକୁ ହରାଇ ଭାରତ ଚାମ୍ପିୟନ

ଶ୍ରୀୟଙ୍କା ପାଟିଲ ଏବଂ ମନ୍ନତ କାଶ୍ୟପଙ୍କ ଯାଦୁକରୀ ସ୍ପିନ୍ ବୋଲିଂ ବଳରେ ଭାରତ ବୁଧବାର ଫାଇନାଲରେ ବାଂଲାଦେଶକୁ ୩୧ ରନରେ ପରାସ୍ତ କରି ମହିଳା ଏମର୍ଜିଂ ଏସିଆ...

୧ ହଜାର କୋଟି ଟପିଲା ବିରାଟ କୋହଲିଙ୍କ ସମ୍ପତ୍ତି

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲଲି ଏବେ ବିଶ୍ୱର ଲୋକପ୍ରୀୟ ଖେଳାଳୀଙ୍କ ମଧ୍ୟରେ ଅନ୍ୟତମ । ଏହାସହ ରୋଜଗାର ମାମଲାରେ ବି ଏବେ ସମୟରେ ସେ...

ଜନଜାତି ଖେଳ ମହୋତ୍ସବ ଉଦଘାଟିତ

ଓଡ଼ିଶାକୁ ଜନଜାତି ଖେଳ ମହୋତ୍ସବ ର ପ୍ରଥମ ସଂସ୍କରଣ ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ଜୁନ ୧୨ ରୁ ଜୁନ ୨୮ ଯାଏଁ ହେବ ଓଡିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗ

ଡ୍ରିମସ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ସମସ୍ତ ମ୍ୟାଚ।

ବାହାନଗା ଟ୍ରେନ ଦୁର୍ଘଟଣାର ମୃତକଙ୍କ ପାଇଁ ଭାରତ ଓ ଅଷ୍ଟ୍ରେଲିଆ...

ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ମ୍ୟାଚ ପୂର୍ବରୁ ଦୁଇ ଦଳର ଖେଳାଳି ଓଡ଼ିଶା ଟ୍ରେନ ଟ୍ରାଜେଡିରେ ମୃତକଙ୍କ ଉଦ୍ଦେଶ୍ୟରେ...

ଏସିଆ କପ୍‌ରୁ ଓହରିବ ପାକିସ୍ତାନ

ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ପ୍ରସ୍ତାବିତ ‘ହାଇବ୍ରିଡ୍ ମଡେଲ୍’କୁ ଖାରଜ କରିବା ପରେ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରୁ...

ଡବ୍ଲୁଟିସି ଫାଇନାଲ ପୂର୍ବରୁ ଉନ୍ମୋଚିତ ହେଲା ଟିମ୍ ଇଣ୍ଡିଆର ନୂଆ...

ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲୁଟିସି) ଫାଇନାଲ ପୂର୍ବରୁ ଭାରତୀୟ ଦଳର ବହୁ ପ୍ରତୀକ୍ଷିତ ନୂଆ ଜର୍ସି ଉନ୍ମୋଚିତ ହୋଇଛି ।

ଲଗାତାର ଦ୍ୱିତୀୟ ଥର ଆଇପିଏଲ୍ ଫାଇନାଲରେ ଗୁଜରାଟ

ଡିଫେଣ୍ଡିଂ ଚାମ୍ପିୟନ୍ ଗୁଜରାଟ ଟାଇଟାନ୍ସ କ୍ରମାଗତ ଦ୍ୱିତୀୟ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି