କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଦୀଲ୍ଲିପ ତୀର୍କି ହକି ଷ୍ଟାଡିୟମ୍ ଉଦଘାଟିତ
ଭାରତର ପୂର୍ବତନ ହକି ତାରକା ତଥା ଅଧିନାୟକ ଦୀଲ୍ଲିପ ତୀର୍କି ଙ୍କ ନାମରେ ହକି ଷ୍ଟାଡିୟମ୍ ଉଦଘାଟିତ
ଉଦଘାଟିତ ହେଲା ଆନ୍ତର୍ଜାତୀୟ ହକି ତାରକା ଦିଲ୍ଲୀପ ତିର୍କୀ ହକି ଷ୍ଟାଡିୟମ୍

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ କିଟ୍ ର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଙ୍କ ଯୋଗଦାନ










