Sports
ଜନ୍ମଦିନରେ ବିରାଟ କୋହଲିଙ୍କ ଶତକ
ODIରେ କ୍ୟାରିୟରର ୪୯ତମ ଶତକ ସହ ସଚିନଙ୍କ ସମକକ୍ଷ
ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ଦିନିକିଆ ବିଶ୍ବକପରେ ଆଜି ସୁପର ସଣ୍ଡେରେ ସୁପର ମୁକାବିଲା
ବିଶ୍ୱକପ ଇତିହାସ ରେ ଭାରତର ଐତିହାସିକ ବିଜୟ
ବିଶ୍ୱକପ ଇତିହାସ ରେ ଭାରତର ଐତିହାସିକ ବିଜୟ, ୩୦୨ରନ୍ ରେ ଭାରତର ବୃହତ୍ ବିଜୟ
ବିଶ୍ୱକପର ଶେଷ ଲିଗ ମ୍ୟାଚ୍ ବେଳକୁ ଫେରିବେ ହାର୍ଦ୍ଦିକ ପାଣ୍ତ୍ୟା
ଗୋଇଠି ଜନିତ ଆହତ ସମସ୍ୟାରେ ପଡ଼ିଥିବା ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଧୀରେଧୀରେ ସୁସ୍ଥ ହେଉଛନ୍ତି।
ମୁମ୍ବାଇ ଓ ଦିଲ୍ଲୀରେ ବିଶ୍ବକପ୍ ମ୍ୟାଚ୍ ବେଳେ ହେବନି ଆତସବାଜି
ବିଶ୍ୱକପରେ ଗୁରୁବାର ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ
ଭାରତ ର ବିଜୟ ଛକା
ବିଶ୍ବକପ କ୍ରିକେଟରେ ଭାରତର ଅପରାଜେୟ ଧାରା ଅବ୍ୟାହତ, ଇଂଲଣ୍ଡକୁ ୧୦୦ ରନରେ ହରାଇ ସେମିଫାଇନାଲ ଖେଳିବାକୁ ରାସ୍ତା ସଫା
ପ୍ରଥମେ ବ୍ୟାଟିଙ୍ଗ କରିବ ଭାରତ
ଟସ୍ ଜିତି ପ୍ରଥମେ ବୋଲିଙ୍ଗ କରିବ ଇଂଲଣ୍ଡ
ଆଜି ବିଶ୍ୱକପରେ ଭାରତ-ଇଂଲଣ୍ଡ ଲଢ଼େଇ
ଦିନିକିଆ କ୍ରିକେଟ ବିଶ୍ୱକପରେ ଭାରତ ରବିବାର ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ
ପାରା ଏସୀୟ କ୍ରୀଡ଼ାରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ
ପାରା ଏସୀୟ କ୍ରୀଡ଼ାରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ।
ଟସ୍ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି
ବିଶ୍ୱକପର ୨୬ ତମ ମ୍ୟାଚରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି।
ବଢ଼ିଲା ଟିମ୍ ଇଣ୍ଡିଆର ଟେନସନ୍
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଟିମ୍ ଇଣ୍ଡିଆର ଟେନସନ୍ ବଢ଼ିଯାଇଛି
ବିଶ୍ଵକପ୍ରୁ ବାଦ୍ ପଡ଼ିଲେ ଏହି ବୋଲର
ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡ ପାଇଁ ଚଳିତ ବିଶ୍ଵକପ୍ରେ ଏ ପର୍ଯ୍ୟନ୍ତ ନିରାଶଜନକ ରହିଛି।
ଖେଳାଳିଙ୍କୁ ଦିଶିଲାନି ବଲ୍, ଅଧାରୁ ଅଟକିଲା ମ୍ୟାଚ୍
ଖେଳାଳିଙ୍କୁ ଦିଶିଲାନି ବଲ୍, ଅଧାରୁ ଅଟକିଲା ମ୍ୟାଚ୍
ଆଜି ବିଶ୍ଵକପରେ ଭାରତ-ନ୍ୟୁଜିଲାଣ୍ଡ ଲଢ଼େଇ
ଆଇସିସି ଦିନିକିଆ ବିଶ୍ୱକପରେ ରବିବାର ଦୁଇ ଶୀର୍ଷ ଦଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ
ପାକିସ୍ତାନ ବିପକ୍ଷରେ ଶୁବମନ ଗିଲ୍ ଖେଳିବେ କି ନାହିଁ?
ଆସନ୍ତାକାଲି ଭାରତ ଓ ପାକିସ୍ତାନ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।
ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସରେ ପ୍ରଥମ ଥର ବିଶ୍ୱରେ ଏକ ନମ୍ବର ସ୍ଥାନ...
ନିକଟରେ ଏସିଆନ ଗେମ୍ସରେ ଭାରତୀୟ କ୍ରୀଡ଼ାବିତମାନେ ଅଦ୍ଭୁତପୂର୍ବ ସଫଳତା ହାସଲ କରି ଚୀନର ହ୍ୱାଙ୍ଗଝୁରେ ତ୍ରିରଙ୍ଗା ପତାକା ଉଡ଼ାଇଥିଲେ ।