କେନାଲରେ ବୁଡି ଦୁଇ ଭାଇ ମୃତ

କେନାଲରେ ବୁଡି ଦୁଇ ଭାଇ ମୃତ

କେନାଲରେ ବୁଡି ଦୁଇ ଭାଇ ମୃତ

କେନାଲରେ ବୁଡି ଦୁଇ ଭାଇ ମୃତ । ମୃତକମାନେ ହେଲେ ସୌମ୍ୟ ପ୍ରକାଶ ପାଣି ଏବଂ ଓମ ପ୍ରକାଶ ପାଣି । ଉଭୟଙ୍କର ବୟସ ୧୪ ବର୍ଷ ଭିତରେ ହେବ । ଅନୁଗୁଳ-ତାଳଚେର ଗୁରୁଜଙ୍ଗ ଦେଇ ଯାଇଥିବା ଦକ୍ଷିଣ କେନାଲରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ସୂଚନା ଥାଉକି, ସ୍ଥାନୀୟ ଅଞ୍ଚଳର ଦୁଇ ଭାଇ କେନାଲକୁ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ବୁଡିଯାଇଥିଲେ । ତେବେ ସେଠାରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ଦୁଇ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ।